ଅବସରପ୍ରାପ୍ତ ଆଇଏଫଏସ୍ ବିଜୟ ବାହାଦୁରଙ୍କ ମୃତ୍ୟୁ ଘଟଣା: ସିବିଆଇ ତଦନ୍ତ ଆରମ୍ଭ

ଝାରସୁଗୁଡ଼ା: ଅବସରପ୍ରାପ୍ତ ଆଇଏଫ୍ଏସ୍ ଅଧିକାରୀ ବିଜୟ ବାହାଦୁର ସିଂହଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ସିବିଆଇ ଟିମ୍ ଝାରସୁଗୁଡ଼ାରେ ପହଞ୍ଚି ଘଟଣା ସଂପର୍କରେ ଖୋଳତାଡ଼ କରୁଛି। ବିଜୟଙ୍କ ମୃତ୍ୟୁ ସହ ମଧ୍ୟପ୍ରଦେଶର ବହୁଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତିର ଲିଙ୍କ୍ ଅଛି କି ନାହିଁ ସେ ସଂପର୍କରେ ତଦନ୍ତ ଚାଲିଥିବା ସୂଚନା ମିଳିଛି। ଗତକାଲି ଜଣେ ସିବିଆଇ ଅଧିକାରୀ ଦୁର୍ଘଟଣାସ୍ଥଳ ବେଲପାହାଡ଼ ଷ୍ଟେସନକୁ ଯାଇ ଛାନଭିନ୍ କରିଥିଲେ। ବେଲପାହାଡ଼ ଷ୍ଟେସନ ମାଷ୍ଟର ଏନ୍ ପ୍ରଧାନ କହିଛନ୍ତି […]

ifs death

ifs death

Rakesh Mallick
  • Published: Tuesday, 20 October 2015
  • Updated: 20 October 2015, 02:14 PM IST

Sports

Latest News

ଝାରସୁଗୁଡ଼ା: ଅବସରପ୍ରାପ୍ତ ଆଇଏଫ୍ଏସ୍ ଅଧିକାରୀ ବିଜୟ ବାହାଦୁର ସିଂହଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଆରମ୍ଭ ହୋଇଛି। ସିବିଆଇ ଟିମ୍ ଝାରସୁଗୁଡ଼ାରେ ପହଞ୍ଚି ଘଟଣା ସଂପର୍କରେ ଖୋଳତାଡ଼ କରୁଛି। ବିଜୟଙ୍କ ମୃତ୍ୟୁ ସହ ମଧ୍ୟପ୍ରଦେଶର ବହୁଚର୍ଚ୍ଚିତ ବ୍ୟାପମ୍ ଦୁର୍ନୀତିର ଲିଙ୍କ୍ ଅଛି କି ନାହିଁ ସେ ସଂପର୍କରେ ତଦନ୍ତ ଚାଲିଥିବା ସୂଚନା ମିଳିଛି।

ଗତକାଲି ଜଣେ ସିବିଆଇ ଅଧିକାରୀ ଦୁର୍ଘଟଣାସ୍ଥଳ ବେଲପାହାଡ଼ ଷ୍ଟେସନକୁ ଯାଇ ଛାନଭିନ୍ କରିଥିଲେ। ବେଲପାହାଡ଼ ଷ୍ଟେସନ ମାଷ୍ଟର ଏନ୍ ପ୍ରଧାନ କହିଛନ୍ତି ଯେ ସିବିଆଇ ଅଧିକାରୀ ଅନେକ ପ୍ରଶ୍ନ ପଚାରିଥିଲେ। ପୁରୀ-ଯୋଧପୁର ଏକ୍ସପ୍ରେସ୍ର ବେଲପାହଡ଼ ଷ୍ଟେସନରେ ଷ୍ଟପେଜ୍ ନଥିବା ସତ୍ତ୍ୱେ ଦୁର୍ଘଟଣା ଦିନ ଅର୍ଥାତ ୧୫ ତାରିଖ ରାତିରେ କାହିଁକି ସେଠାରେ ଅଟକିଥିଲା, ବିଜୟ ବାହାଦୁରଙ୍କ ଦୁର୍ଘଟଣା ସଂପର୍କରେ ଷ୍ଟେସନକୁ କେତେବେଳେ ଖବର ମିଳିଲା- ଏସବୁ ସଂପର୍କରେ ସିବିଆଇ ଅଧିକାରୀମାନେ ପଚରାଉଚରା କରିଥିଲେ। ତା’ସହିତ ଘଟଣାସ୍ଥଳକୁ ବି ଯାଇ ଯାଞ୍ଚ୍ କରିଥିଲେ।

ଗତ ୧୫ ତାରିଖରେ ପୁରୀରେ ୧୯୭୮ ବ୍ୟାଚ୍ର ଆଇଏଫଏସ ଅଫିସରଙ୍କ ରି-ୟୁନିଅନ କାର୍ଯ୍ୟକ୍ରମ ହୋଇଥିଲା। ସେଥିରେ ଯୋଗ ଦେଇ ବିଜୟ, ପୁରୀ-ଯୋଧପୁର ଏକ୍ସପ୍ରେସରେ ଭୋପାଳ ଫେରୁଥିବା ବେଳେ ବେଲପାହାଡ଼ ଷ୍ଟେସନ ନିକଟରେ ଖସିପଡ଼ିଥିବା ଅଭିଯୋଗ ହୋଇଥିଲା। ବ୍ୟାପମ୍ ସ୍କାମରେ ତଦନ୍ତ ପରିସରଭୁକ୍ତ ଦୁଇଟି ନିଯୁକ୍ତି ପରୀକ୍ଷା ପାଇଁ ପର୍ଯ୍ୟବେକ୍ଷକ ଥିଲେ ବିଜୟ ବାହାଦୁର। ସେପଟେ ଗତକାଲି ବିଜୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ତାଙ୍କ ଶରୀରରେ ଦୁର୍ଘଟଣାଜନିତ କ୍ଷତଚିହ୍ନ ରହିଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story