ନା ନା କହି ହଁ କହିଲେ ନାରାୟଣ: ବିଜେପି ଆଶ୍ୱସ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାନଭଞ୍ଜନ କଲେ ନାରାୟଣ ସାହୁ। ବିଜେପି ତାଙ୍କୁ ଅଭିମାନ ଭାଙ୍ଗିବାରେ ଆଜି ସକ୍ଷମ ହୋଇଛି। ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପିରେ ମିଶିବା ପରେ ଜିଲ୍ଲା ସଭାପତି ନାରାୟଣ ସାହୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅଶୋକଙ୍କୁ ଖୋଲାଖୋଲି ଭାବେ ସେ ବିରୋଧ କରୁଥିଲେ। ଆଜି ତାଙ୍କ (ନାରାୟଣ) ମନଭଞ୍ଜନ ପାଇଁ ବିଧାୟକ ଦଳ ନେତା କେ.ଭି. ସିଂହଦେଓଙ୍କ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକ ପରେ ନାରାୟଣ […]

bijapur assa

bijapur assa

Rakesh Mallick
  • Published: Tuesday, 03 October 2017
  • Updated: 03 October 2017, 05:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାନଭଞ୍ଜନ କଲେ ନାରାୟଣ ସାହୁ। ବିଜେପି ତାଙ୍କୁ ଅଭିମାନ ଭାଙ୍ଗିବାରେ ଆଜି ସକ୍ଷମ ହୋଇଛି। ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଅଶୋକ ପାଣିଗ୍ରାହୀ ବିଜେପିରେ ମିଶିବା ପରେ ଜିଲ୍ଲା ସଭାପତି ନାରାୟଣ ସାହୁ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଅଶୋକଙ୍କୁ ଖୋଲାଖୋଲି ଭାବେ ସେ ବିରୋଧ କରୁଥିଲେ। ଆଜି ତାଙ୍କ (ନାରାୟଣ) ମନଭଞ୍ଜନ ପାଇଁ ବିଧାୟକ ଦଳ ନେତା କେ.ଭି. ସିଂହଦେଓଙ୍କ ଘରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା।

ବୈଠକ ପରେ ନାରାୟଣ କହିଛନ୍ତି-“ବିଜେପିରେ କୌଣସି ଅସନ୍ତୋଷ ନାହିଁ। ଦାୟିତ୍ୱ ମୁକ୍ତ ହେବା ପାଇଁ ରାଜ୍ୟ ସଭାପତିଙ୍କୁ କହିଥିଲି। ମାତ୍ର ସେ ମନା କରିଦେଲେ। ମୋ’ ଉପରେ ଆସ୍ଥା ଓ ବିଶ୍ୱାସ ରଖିଥିବାରୁ ମୁଁ ରାଜ୍ୟ ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଦେଉଛି।”

ସେ କହିଛନ୍ତି-“ମୁଁ ବିଜେପି ଅଛି ଓ ଆଗକୁ ରହିବି। ଏପରିକି ବିଜେପି ପାଇଁ କାମ କରିବି। ଆଗାମୀ ଉପନିର୍ବାଚନରେ ବିଜେପୁରରେ ବିଜେପିର ବିଜୟ ହେବ।”

ଅଶୋକ ପାଣିଗ୍ରାହୀଙ୍କ ପ୍ରାର୍ଥିତ୍ୱକୁ ନେଇ ସେ କହିଥିଲେ-“ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ କଥା ଉଠି ନାହିଁ। ବିଜେପୁର ପାଇଁ ପ୍ରାର୍ଥୀ ଚୟନ ସଂସଦୀୟ ବୋର୍ଡ଼ କରିବ। ବିଜେପି ସଂସଦୀୟ ବୋର୍ଡ ଯେଉଁ ନିଷ୍ପତ୍ତି ନେବ, ତାକୁ ସମସ୍ତେ ମାନିବୁ। ଆମେ ସମସ୍ତେ ବିଜେପିର କାର୍ଯ୍ୟକର୍ତ୍ତା। ଏଠି କୌଣସି ବ୍ୟକ୍ତି ବଡ଼ ନୁହେଁ।”

ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି-“ଆମ ଭିତରେ କୌଣସି ଅସନ୍ତୋଷ ନାହିଁ। ପାରିବାରିକ ଓ ଶାରୀରିକ ଅସୁସ୍ଥତା କାରଣରୁ ଜିଲ୍ଲା ସଭାପତି ଦାୟିତ୍ୱ ମୁକ୍ତ ହେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ ତାଙ୍କୁ ମୁଁ ମନା କରିଥିଲି। ବିଜେପୁରରେ କିଏ ପ୍ରାର୍ଥୀ ହେବେ ତାହା କେନ୍ଦ୍ରୀୟ ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି-“ବିଜେପି ଏକ ଗଣତାନ୍ତ୍ରିକ ଦଳ। ସ୍ଥାନୀୟ ଶାଖାରେ କୌଣସି କଥାକୁ ନେଇ ମତାନ୍ତର ଦେଖାଦେଇଥିଲା। ତାକୁ ଆମେ ଘରେ ବସି ସମାଧାନ କରିଛୁ। ବିଜେଡିକୁ ପରାସ୍ତ କରିବା ପାଇଁ ଆମେ ସଙ୍କଳ୍ପବଦ୍ଧ। ଆଗାମୀ ଦିନରେ ବଡ଼ ଲଢ଼େଇ ବିଜେପୁରରୁ ଆରମ୍ଭ ହେବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story