ଛାତ୍ର ବିଜେଡିର ରଣହୁଙ୍କାର: ବିନା ଦୋଷରେ ପ୍ରଭାତଙ୍କୁ ଗିରଫ କରାଯାଇଛି, ସିବିଆଇ ଅଫିସ୍‌ ଅଚଳ କରିଦେବୁ

ଭୁବନେଶ୍ୱର: ସି-ସୋର ଚିଟ୍‌ଫଣ୍ଡ ଲିଙ୍କ ମାମଲାରେ ସିବିଆଇ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଛି। ଏହାକୁ ନେଇ ବିଜେଡିରେ ହଇଚଇ ସୃଷ୍ଟ ହୋଇଛି। ଏହାପରେ କାହାର ପାଳି ତାକୁ ନେଇ ନେତାଙ୍କ ମଧ୍ୟରେ ଛନକା ପଶିଛି। କେବଳ ଦଳ ମଧ୍ୟରେ ନୁହେଁ, ବିରୋଧୀ ମଧ୍ୟ ବିଜେଡିକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛି। ତେବେ ପ୍ରଭାତଙ୍କ ଗିରଫକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି ଛାତ୍ର ସଂଗଠନ। କେବଳ ପ୍ରତିକ୍ରିୟା ପ୍ରକାଶ କରିନାହିଁ, ବିଜେଡି ଛାତ୍ର […]

Rakesh Mallick
  • Published: Tuesday, 19 September 2017
  • Updated: 19 September 2017, 07:03 PM IST

Sports

Latest News

ଭୁବନେଶ୍ୱର: ସି-ସୋର ଚିଟ୍‌ଫଣ୍ଡ ଲିଙ୍କ ମାମଲାରେ ସିବିଆଇ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିଛି। ଏହାକୁ ନେଇ ବିଜେଡିରେ ହଇଚଇ ସୃଷ୍ଟ ହୋଇଛି। ଏହାପରେ କାହାର ପାଳି ତାକୁ ନେଇ ନେତାଙ୍କ ମଧ୍ୟରେ ଛନକା ପଶିଛି। କେବଳ ଦଳ ମଧ୍ୟରେ ନୁହେଁ, ବିରୋଧୀ ମଧ୍ୟ ବିଜେଡିକୁ ଟାର୍ଗେଟ କରିବା ଆରମ୍ଭ କରିଦେଇଛି। ତେବେ ପ୍ରଭାତଙ୍କ ଗିରଫକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି ଛାତ୍ର ସଂଗଠନ। କେବଳ ପ୍ରତିକ୍ରିୟା ପ୍ରକାଶ କରିନାହିଁ, ବିଜେଡି ଛାତ୍ର ସଂଗଠନ ସିବିଆଇ ବିରୋଧରେ ରଣହୁଙ୍କାର ଦେଇଛି।

ବିନା ଦୋଷରେ ବିଧାୟକଙ୍କୁ ଗିରଫ କରାଯାଇଥିବା ଛାତ୍ର ନେତା ସଭାପତି ଚିନ୍ମୟ ଦାସ ଅଭିଯୋଗ କରିଛନ୍ତି। ସେ କହିଛନ୍ତି- “ପ୍ରଭାତ ବିଶ୍ୱାଳଙ୍କ ଗିରଫ ପ୍ରତିବାଦରେ ଛାତ୍ର ବିଜେଡି ରାସ୍ତାକୁ ଓହ୍ଲାଇବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏହାର ଉଚିତ ଜବାବ ଦିଆଯିବ।”

ସେ ଆହୁରି କହିଛନ୍ତି,“ଏହାର ପ୍ରତିବାଦରେ ସିବିଆଇ ଅଫିସ ଘେରାଉ କରିବୁ। ଦରକାର ପଡ଼ିଲେ ସିବିଆଇ ଅଫିସ ଅଚଳ କରିଦେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story