‘ବିଜୁ କନ୍ୟା ରତ୍ନ’ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁ ଜନ୍ମ ଶତବାର୍ଷିକୀ ବର୍ଷ ପାଳନ ତଥା ସ୍ୱତନ୍ତ୍ର ଓଡ଼ିଶା ଗଠନର ୮୦ ବର୍ଷ ପୂର୍ତ୍ତି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବିଜୁ କନ୍ୟା ରତ୍ନ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ସଚିବାଳୟର ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିଭାଗ ଦ୍ୱାରା ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ଏହାର ‘ଲୋଗୋ’ ଓ ‘ପୁସ୍ତିକା’ ଉନ୍ମୋଚନ କରିଥିଲେ। ଅନୁଗୋଳ, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲରେ ବିଜୁ […]

biju- kanya-ratna

biju- kanya-ratna

Rakesh Mallick
  • Published: Saturday, 03 September 2016
  • Updated: 03 September 2016, 05:26 PM IST

Sports

Latest News

ଭୁବନେଶ୍ୱର: ବିଜୁ ଜନ୍ମ ଶତବାର୍ଷିକୀ ବର୍ଷ ପାଳନ ତଥା ସ୍ୱତନ୍ତ୍ର ଓଡ଼ିଶା ଗଠନର ୮୦ ବର୍ଷ ପୂର୍ତ୍ତି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ବିଜୁ କନ୍ୟା ରତ୍ନ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ସଚିବାଳୟର ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ମହିଳା ଓ ଶିଶୁ ବିଭାଗ ଦ୍ୱାରା ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିବା ସହିତ ଏହାର ‘ଲୋଗୋ’ ଓ ‘ପୁସ୍ତିକା’ ଉନ୍ମୋଚନ କରିଥିଲେ।

ଅନୁଗୋଳ, ଢେଙ୍କାନାଳ ଓ ଗଞ୍ଜାମ ଜିଲ୍ଲରେ ବିଜୁ କନ୍ୟା ରତ୍ନ ଯୋଜନାର ଶୁଭାରମ୍ଭ କରାଯାଇଛି। ୨୦୧୬-୧୭ ଆର୍ଥିକ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ କରାଯିବ।

ମୁଖ୍ୟମନ୍ତ୍ରୀ କହିଛନ୍ତି,“ଲିଙ୍ଗ ନିରୂପଣ ରୋକିବା, କନ୍ୟା ଶିଶୁ ବଞ୍ଚି ରହିବା, ସ୍କୁଲ୍‌ରେ କନ୍ୟା ସନ୍ତାନଙ୍କ ଉପସ୍ଥାପନା ନିଶ୍ଚିତ କରାଇବା, ସେମାନଙ୍କୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯୋଗାଇ ଦେବା ଏବଂ ଗୋଷ୍ଠୀ ଓ ସମସ୍ତ ସେବା ପ୍ରଦାନକାରୀ ସଂସ୍ଥା ଅବା ବ୍ୟକ୍ତିଙ୍କୁ କନ୍ୟା ଶିଶୁଙ୍କ ଗୁରୁତ୍ୱ ସଂପର୍କରେ ଅବଗତ କରାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ।”

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୧୦୦୦ଟି ନବନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ରର ଲୋକାର୍ପଣ କରିଥିଲେ। ଅଙ୍ଗନବାଡ଼ି କେନ୍ଦ୍ରରେ ଦିଆଯାଉଥିବା ସେବାଗୁଡ଼ିକ ଉପରେ ପ୍ରସ୍ତୁତ ଏକ ପ୍ରାମାଣିକ ଚଳଚ୍ଚିତ୍ର,୧,୦୦୦ଟି ନବ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର ଗୃହର ପୁସ୍ତିକା ଓ  ଅଙ୍ଗନୱାଡି କେନ୍ଦ୍ରର ସୌନ୍ଦର୍ଯ୍ୟ କରଣ ରୁପରେଖ ଉନ୍ମୋଚନ କରିଥିଲେ। ମୁଖ୍ୟମନ୍ତ୍ରୀ ଅନୁଗୋଳ, ଢେଙ୍କାନାଳ, ମାଲକାନଗିରି, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ହିତାଧିକାରୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ କଥା ମଧ୍ୟ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଅଙ୍ଗନୱାଡି କେନ୍ଦ୍ରର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।  ସେ କହିଥିଲେ, “ଗର୍ଭବତୀ, ମହିଳା , ପ୍ରସୂତି ମାଆ,  ବାଳିକା ଏବଂ ଶିଶୁମାନଙ୍କୁ ସ୍ୱାସ୍ଥ୍ୟ ଓ ପୁଷ୍ଟି ସେବା ଯୋଗାଇ ଦେବା ନିମନ୍ତେ ଅଙ୍ଗନୱାଡି କେନ୍ଦ୍ର ହେଉଛି ଗ୍ରାମର ମୁଖ୍ୟ କେନ୍ଦ୍ର।”

ସେ ଆହୁରି କହିଥିଲେ,“ରାଜ୍ୟରେ ୭୧,୩୦୬ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟରୁ ୩୧,୧୭୫ଟି  ଅଙ୍ଗନବାଡ଼ି ନିଜସ୍ୱ ଗୃହରେ ଚାଲୁଛି। ୧୫,୬୫୦ଟି ଅଙ୍ଗନୱାଡି କେନ୍ଦ୍ର କୋଠା  ନିର୍ମାଣାଧୀନ ଅଛି। ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିୟୁକ୍ତି ଯୋଜନାରେ  ସମନ୍ୱୟରେ  ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣ କରାଯାଉଛି। ଅବଶିଷ୍ଟ ୨୪,୪୮୧ଟି ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନିର୍ମାଣ ୨୦୧୮-୧୯ ସୁଦ୍ଧା ସଂପୂର୍ଣ୍ଣ କରିବାକୁ ଧାର୍ଯ୍ୟ କରାଯାଇଛି। ଅଙ୍ଗନବାଡ଼ି କେନ୍ଦ୍ରକୁ ଶିଶୁ କୈନ୍ଦ୍ରିକ କରିବା ପାଇଁ ସୌନ୍ଦର୍ଯ୍ୟକରଣ ଓ ରୋଷେଇ ଗୃହ ନିର୍ମାଣ  କାର୍ଯ୍ୟଗୁଡ଼ିକ ଉପରେ ଗୁରୁତ୍ୱ  ଦିଆଯିବ।”

ଏହି କାର୍ଯ୍ୟକ୍ରମରେ ମହିଳା ବିକାଶ ବିଭାଗ ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ ଓ ପଞ୍ଚାୟତିରାଜ ବିଭାଗର ମନ୍ତ୍ରୀ ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story