ବିଜେପି କୋର୍ କମିଟି ବୈଠକ: ଚାଷୀ ଆତ୍ମହତ୍ୟା, ସାଂଗଠନିକ ନିର୍ବାଚନ ନେଇ ଆଲୋଚନା

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର କୋର୍ କମିଟି ବୈଠକ ହୋଇଯାଇଛି। ବୈଠକରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତି, ଚାଷୀ ଆତ୍ମହତ୍ୟା ଓ ଦଳର ସାଂଗଠନିକ ନିର୍ବାଚନ ନେଇ ଆଲୋଚନା ହୋଇଥିଲା। ଚାଷୀ ଆତ୍ମହତ୍ୟା ପାଇଁ ବିଜେପି ପ୍ରଭାରୀ ଅରୁଣ ସିଂ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସେହିପରି ଆସନ୍ତା ଡିସେମ୍ୱର ୧୫ ସୁଦ୍ଧା ସମସ୍ତ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ସେ କହିଛନ୍ତି। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି କେଭି […]

bjp

bjp

Rakesh Mallick
  • Published: Sunday, 15 November 2015
  • Updated: 15 November 2015, 07:37 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଦଳର କୋର୍ କମିଟି ବୈଠକ ହୋଇଯାଇଛି। ବୈଠକରେ ରାଜ୍ୟର ସାମ୍ପ୍ରତିକ ରାଜନୈତିକ ସ୍ଥିତି, ଚାଷୀ ଆତ୍ମହତ୍ୟା ଓ ଦଳର ସାଂଗଠନିକ ନିର୍ବାଚନ ନେଇ ଆଲୋଚନା ହୋଇଥିଲା। ଚାଷୀ ଆତ୍ମହତ୍ୟା ପାଇଁ ବିଜେପି ପ୍ରଭାରୀ ଅରୁଣ ସିଂ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସେହିପରି ଆସନ୍ତା ଡିସେମ୍ୱର ୧୫ ସୁଦ୍ଧା ସମସ୍ତ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ବୋଲି ସେ କହିଛନ୍ତି। ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି କେଭି ସିଂଦେଓ ଓ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story