ବିରୋଧୀଙ୍କ କଣ୍ଠରୋଧ କରିବାକୁ ସରକାର ପ୍ରତିହିଂସାପରାୟଣ ହୋଇ ପଡିଛନ୍ତି: ନରସିଂହ

ଭୁବନେଶ୍ୱର: ବିରୋଧୀଙ୍କ କଣ୍ଠରୋଧ କରିବାକୁ ରାଜ୍ୟ ସରକାର ପ୍ରତିହିଂସାପରାୟଣ ହୋଇ ପଡିଛନ୍ତି ବୋଲି ଆଜି ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି। ପୂର୍ବରୁ ପଚାରିଥିବା ପ୍ରତିଟି ଶଦ୍ଦ ସତ ବୋଲି କହିବା ସହ ସରକାର ତାଙ୍କ ସମ୍ପର୍କରେ କରିଥିବା ଆପତ୍ତିଜନକ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ସେ ଦାବି କରିଥିଲେ। ଅନ୍ୟପକ୍ଷରେ ଚିଟ୍‌ଫଣ୍ଡ ଓ ବିଜେଡି ଆକାଉଣ୍ଟକୁ ନେଇ ଆଜି ୭ମ ଦିନରେ ମଧ୍ୟ ଗୃହରେ ଉଭୟ ଶାସକ ଓ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ […]

narashingha

narashingha

Rakesh Mallick
  • Published: Wednesday, 11 May 2016
  • Updated: 11 May 2016, 03:00 PM IST

Sports

Latest News

narashinghaଭୁବନେଶ୍ୱର: ବିରୋଧୀଙ୍କ କଣ୍ଠରୋଧ କରିବାକୁ ରାଜ୍ୟ ସରକାର ପ୍ରତିହିଂସାପରାୟଣ ହୋଇ ପଡିଛନ୍ତି ବୋଲି ଆଜି ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି। ପୂର୍ବରୁ ପଚାରିଥିବା ପ୍ରତିଟି ଶଦ୍ଦ ସତ ବୋଲି କହିବା ସହ ସରକାର ତାଙ୍କ ସମ୍ପର୍କରେ କରିଥିବା ଆପତ୍ତିଜନକ ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ସେ ଦାବି କରିଥିଲେ। ଅନ୍ୟପକ୍ଷରେ ଚିଟ୍‌ଫଣ୍ଡ ଓ ବିଜେଡି ଆକାଉଣ୍ଟକୁ ନେଇ ଆଜି ୭ମ ଦିନରେ ମଧ୍ୟ ଗୃହରେ ଉଭୟ ଶାସକ ଓ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଆଜି ପୂର୍ବହ୍ନରେ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ପୁଣି ବିଫଳ ହୋଇଯାଇଥିଲା। ଏପରି ସ୍ଥିତିରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରି ଦେଇଛନ୍ତି।

ଆଜି ପ୍ରଶ୍ନକାଳ ଆରମ୍ଭରୁ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ ଗୃହରେ ହୋହାଲ୍ଲା କରିଥିଲେ। ଫଳରେ ବାଚସ୍ପତି ଗୃହକୁ ଘଣ୍ଟାଏ ପାଇଁ ମୁଲତବି କରିଦେଇଥିଲେ। ଗୃହ ମୁଲତବି ପରେ ବସିଥିଲା ସର୍ବଦଳୀୟ ବୈଠକ। ହେଲେ ଏଥିରୁ କିଛି ସମାଧାନର ବାଟ ବାହାରି ନ ଥିଲା। ଅନ୍ୟପକ୍ଷରେ ହଟ୍ଟଗୋଳ ଯୋଗୁଁ ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବି କରିଦିଆଯାଇଥିଲା। ୩ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀମାନେ ସହଯୋଗ କରିଥିଲେ। ବିରୋଧୀ ଦଳ ନେତା ମିଶ୍ରଙ୍କୁ କୁହିବାକୁ ସୁଯୋଗ ମିଳିଥିଲା। ମିଶ୍ର ତାଙ୍କ ବିବୃତିରେ ସରକାରଙ୍କ ଉପରେ ବର୍ଷି ଥିଲେ।

ସେ କହିଥିଲେ, “ବିରୋଧୀଙ୍କ କଣ୍ଠରୋଧ ପାଇଁ ପାଇଁ ସରକାର ପ୍ରତିହିଂସାପରାୟଣ ହୋଇଯାଇଛନ୍ତି। ୨୦୦୨ ମସିହାରେ ଆଗଲପୁର ବ୍ଲକ ପୋଡି ଘଟଣାରେ ମୋ ନାଁରେ ମାମଲା ରୁଜୁ ହୋଇଥିଲା। ୨୦୦୮ରେ ହାଇକୋର୍ଟ ଏହି ମାମଲାକୁ ଖାରଜ କରିଦେଇଥିଲେ। ହେଲେ ଗତ ଏପ୍ରିଲରେ ସରକାର ପୁଣି ମୋତେ ଅଭିଯୁକ୍ତ କରିବା ପାଇଁ ବଲାଙ୍ଗିର ଅତିରିକ୍ତ ଜିଲ୍ଲା ଦୌରଜଜ୍‌ଙ୍କ କୋର୍ଟରେ ଆବେଦନ କରିଥିଲେ। ଏଥିରୁ ସ୍ପଷ୍ଟ ଜଣାପଡୁଛି ସରକାରଙ୍କ ବିରୋଧରେ କେହି କିଛି କହିପାରିବ ନାହିଁ। ଯିଏ ମୁହଁ ଖୋଲିବ ସରକାର ତାଙ୍କ ବିରୋଧରେ ଫୌଜଦାରୀ ମାମଲା ଲଗାବାକୁ ପଛାଇବେ ନାହିଁ।”

ନରସିଂହ କହୁଥିବା ବେଳେ ବିଜେଡି ବିଧାୟକ ମହେଶ ସାହୁ ଏବଂ ପ୍ରଭାତ ବିଶ୍ୱାଳ ପ୍ରତିବାଦ କରିଥିଲେ। ଫଳରେ ନରସିଂହ ଅଧାରୁ କଥା ବନ୍ଦ କରି ବସି ପଡିଥିଲେ। ଏହାପରେ ପୁଣି ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଯାଇଥିଲା। ଫଳରେ ବାଚସ୍ପତି ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି କରିଦେଇଥିଲେ।

ବିଜେଡି ମୁଖପାତ୍ର ଶଶୀଭୂଷଣ ବେହେରା କହିଛନ୍ତି, “କୌଣସି ପୁରୁଣା ମାମଲା ସମ୍ପର୍କରେ ମୋ ପାଖରେ କିଛି ତଥ୍ୟ ନାହିଁ। ଯଦି ସେଥିରେ କିଛି ଅସଙ୍ଗତି ଥିବ ତାହା ଭିନ୍ନ କଥା। କିଛି ଆଇନଗତ ବାଧା ନ ଥାଇ ଯଦି ସେଭଳି ମାମଲା ରୁଜୁ କରିବାର ଆବଶ୍ୟକତା ଥିବ, ସେଥିରେ କିଛି ଅସୁବିଧା ନାହିଁ।”

ଅନ୍ୟପକ୍ଷରେ ଗୃହରେ ଲାଗି ରହିଥିବା ଅଚଳାବସ୍ଥା ଲାଗି ଶାସକ ଓ ବିରୋଧୀ ପରସ୍ପରକୁ ଦୋଷ ଦେଇଛନ୍ତି।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି, “ସରକାର ଗରିବ ଲୋକଙ୍କ ହଜାର ହଜାର କୋଟି ଟଙ୍କା ଚିଟ୍‌ଫଣ୍ଡ ସଂସ୍ଥା ଜରିଆରେ ଖାଇ ଯାଇଛନ୍ତି। ଚିଟ୍‌ଫଣ୍ଡ କମିଶନଙ୍କ ଉପରେ ମଧ୍ୟ ଆଲୋଚନା ହେବା ଦରକାର ଓ ସେ ଇସ୍ତଫା ଦେବା ଦରକାର। ମାନ୍ୟବର ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖିବା ଦରକାର। ଗୃହକୁ ଚଳାଇବା କ’ଣ ସରକାରୀ ଦଳର କ’ଣଦାୟିତ୍ୱ ନୁହେଁ?”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ବିଜେଡି ସରକାର ଓ ମୁଖ୍ୟମନ୍ତ୍ରୀ ନିଜ ଜିଦ୍‌ରେ ଅଟଳ ଅଛନ୍ତି। ତାଙ୍କ ଅସଲ ଚେହେରା ଖୋଲିଯିବା ଭୟରେ ଉତ୍ତର ରଖୁ ନାହାନ୍ତି। ଆଜି ଅସତ୍ୟ ପାଖରେ ସତ୍ୟ ବନ୍ଧା ପଡିଛି। ମୁଖ୍ୟମନ୍ତ୍ରୀ ଉତ୍ତର ଦେବା ପାଇଁ ବାଟ ଫିଟାଉ ନାହାନ୍ତି। ଯେଉଁଥି ପାଇଁ ବିଧାନସଭା ଅଚଳ ହୋଇ ପଡିଛି।

ବିଜେଡି ମୁଖପାତ୍ର ସମୀର ଦାସ କହିଛନ୍ତି, “ବିରୋଧୀ ଦଳ ୩ଟି କଥା ଉଠାଇ ଥିଲେ, ଦୁଇଟି କଥାରେ ସହମତି ହୋଇସାରିଛି। ଜଷ୍ଟିସ ଏମ୍‌ଏମ୍‌ ଦାସଙ୍କ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୃହରେ ବକ୍ତବ୍ୟ ରଖିବା ଆଇ ସିଦ୍ଧ ନୁହେଁ। ଏଭଳି ଅଯୌକ୍ତିକ ଦାବିକୁ ନେଇ ଯଦି ସେମାନେ ଗୃହ ଅଚଳ କରିବେ ଏଥିରେ କେହି କିଛି କରିପାରିବେ ନାହିଁ।”

ଗୃହରେ ବିରୋଧୀଙ୍କ ନାରାବାଜି ଲାଗି ରହିଥିବା ବେଳେ ଜଳ ସମ୍ପଦ ବିଭାଗ ଖର୍ଚ୍ଚ ଦାବି ଗୃହିତ ହୋଇଥିଲା। ଜଳ ସମ୍ପଦ ବିଭାଗ ପାଇଁ ୭୨୪୭ କୋଟି ୩ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚଦାବି ରଖାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story