ରାଜ୍ୟସଭାରୁ ବିଷ୍ଣୁ ଦାସଙ୍କ ଇସ୍ତଫା: ଏବେ ଚଢ଼ିବେ ନାଲିବତୀ

ଭୁବନେଶ୍ୱର: ରାଜ୍ୟସଭାରୁ ଆଜି ବିଷ୍ଣୁ ଦାସ ଇସ୍ତଫା ଦେଇଛନ୍ତି। ଗତକାଲି ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ପଠାଇ ଦେଇଥିଲେ। ଗତ ୧୮ ତାରିଖରେ ବିଷ୍ଣୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଓ ବିଜେଡି ଦଳିତ ସେଲ୍‌ର ଆବାହକ ଭାବେ ନିଯୁକ୍ତି ଦେଇଥିଲେ। ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ ଏକ ସାମ୍ୱିଧାନିକ ପଦବୀ ହୋଇଥିବାରୁ ସେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଆଉ କିଏ ରାଜ୍ୟସଭାକୁ ଯିବା ନେଇ ପ୍ରଶ୍ନର […]

Bishnu-Das-bjd

Bishnu-Das-bjd

Rakesh Mallick
  • Published: Tuesday, 21 March 2017
  • Updated: 21 March 2017, 12:41 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟସଭାରୁ ଆଜି ବିଷ୍ଣୁ ଦାସ ଇସ୍ତଫା ଦେଇଛନ୍ତି। ଗତକାଲି ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ପଠାଇ ଦେଇଥିଲେ।

ଗତ ୧୮ ତାରିଖରେ ବିଷ୍ଣୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଓ ବିଜେଡି ଦଳିତ ସେଲ୍‌ର ଆବାହକ ଭାବେ ନିଯୁକ୍ତି ଦେଇଥିଲେ। ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ ଏକ ସାମ୍ୱିଧାନିକ ପଦବୀ ହୋଇଥିବାରୁ ସେ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି।

ତାଙ୍କ ସ୍ଥାନରେ ଆଉ କିଏ ରାଜ୍ୟସଭାକୁ ଯିବା ନେଇ ପ୍ରଶ୍ନର ଉତ୍ତରରେ ବିଷ୍ଣୁ କହିଥିଲେ,“ସେ ଦାୟିତ୍ୱ ମୁଖ୍ୟମନ୍ତ୍ରୀଙ୍କର। ସେ ଯାହାକୁ ଚାହିଁବେ ତାଙ୍କୁ ପଠାଇ ପାରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story