ବିଶ୍ୱବ୍ୟାଙ୍କର ସହଯୋଗ ଲୋଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଉଚ୍ଚଶିକ୍ଷା ତଥା ବୈଷୟିକ ଶିକ୍ଷା, ଦକ୍ଷତା ବୃଦ୍ଧି ଓ ଜୀବୀକା ପ୍ରକଳ୍ପ କ୍ଷେତ୍ରରେ ରାଜ୍ୟସରକାର ବୁଧବାର ବିଶ୍ୱବ୍ୟାଙ୍କର ସହଯୋଗ ଲୋଡିଛନ୍ତି। ବିଶ୍ୱବ୍ୟାଙ୍କର ଏକ ୯ ଜଣିଆ ଏକଜିକ୍ୟୁଟିଭ୍ ଡାଇରେକ୍ଟର ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଆଲୋଚନା କରିଛନ୍ତି। ଜଳସେଚନ, ସ୍ୱାସ୍ଥ୍ୟ ସେବା, ଶକ୍ତିକ୍ଷେତ୍ରରେ ସଂସ୍କାର ଓ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନଃନିର୍ମାଣ ଆଦି ବିଭିନ୍ନ କାର୍ଯ୍ୟରେ  ରାଜ୍ୟକୁ ବିଶ୍ୱବ୍ୟାଙ୍କ ସହଯୋଗ କରୁଛି। […]

world bank team-meets-cm

world bank team-meets-cm

Rakesh Mallick
  • Published: Wednesday, 18 May 2016
  • Updated: 18 May 2016, 03:07 PM IST

Sports

Latest News

world bank team-meets-cmଭୁବନେଶ୍ୱର: ଉଚ୍ଚଶିକ୍ଷା ତଥା ବୈଷୟିକ ଶିକ୍ଷା, ଦକ୍ଷତା ବୃଦ୍ଧି ଓ ଜୀବୀକା ପ୍ରକଳ୍ପ କ୍ଷେତ୍ରରେ ରାଜ୍ୟସରକାର ବୁଧବାର ବିଶ୍ୱବ୍ୟାଙ୍କର ସହଯୋଗ ଲୋଡିଛନ୍ତି। ବିଶ୍ୱବ୍ୟାଙ୍କର ଏକ ୯ ଜଣିଆ ଏକଜିକ୍ୟୁଟିଭ୍ ଡାଇରେକ୍ଟର ପ୍ରତିନିଧି ଦଳ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହ ଆଲୋଚନା କରିଛନ୍ତି। ଜଳସେଚନ, ସ୍ୱାସ୍ଥ୍ୟ ସେବା, ଶକ୍ତିକ୍ଷେତ୍ରରେ ସଂସ୍କାର ଓ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ପୁନଃନିର୍ମାଣ ଆଦି ବିଭିନ୍ନ କାର୍ଯ୍ୟରେ  ରାଜ୍ୟକୁ ବିଶ୍ୱବ୍ୟାଙ୍କ ସହଯୋଗ କରୁଛି।

ପ୍ରତିନିଧିମଣ୍ଡଳଙ୍କ ସହ ଆଲୋଛନା ପରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି,“ଆମ ରାଜ୍ୟ ସରକାର ଆଉ ୨ କି ୩ଟି ପ୍ରକଳ୍ପ ପାଇଁ ବିଶ୍ୱବ୍ୟାଙ୍କର ସହଯୋଗ ଲୋଡିଛି। ଗୋଟିଏ ଉଚ୍ଚଶିକ୍ଷା ଓ ଅନ୍ୟଟି ହ୍ୟାଣ୍ଡଲୁମ୍‌ ଓ ଜୀବୀକା ପ୍ରକଳ୍ପ। ଆସନ୍ତା ବର୍ଷରେ ବିଶ୍ୱବ୍ୟାଙ୍କ  ଯଦି ରାଜ୍ୟ ପାଇଁ ଅନ୍ୟ କିଛି ପ୍ରକଳ୍ପ ପାଇଁ ସହଯୋଗର ହାତ ବଢାନ୍ତି ତେବେ ରାଜ୍ୟ ପାଇଁ ଠିକ୍‌ ରହିବ।”

ଗତକାଲି ଏହି ଟିମ୍‌ ରାଜଧାନୀର ଷ୍ଟ୍ରିଟ୍‌ ଲାଇଟ୍‌ ସମ୍ପର୍କରେ  ଗୃହ ଓ ନଗର ଉନ୍ନୟନ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ତା’ସାଙ୍ଗକୁ  ବିପର୍ଯ୍ୟୟ ପ୍ରଶମନ ବିଭାଗ ସହ ମଧ୍ୟ ରାଜ୍ୟରେ ହୋଇଥିବା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ସମ୍ପର୍କରେ ଆଲୋଚନା କରିଥିଲେ। ଏସବୁ କ୍ଷେତ୍ରରେ ବିଶ୍ୱବ୍ୟାଙ୍କ୍‌ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ କିଭଳି ଭାବେ ଏହି ଅର୍ଥର ବିନିଯୋଗ କରଯାଇଛି ଟିମ୍‌ ତାର ଗ୍ରାଉଣ୍ଡ୍ ରିପୋର୍ଟ ସଂଗ୍ରହ କରିଛି।

ଟିମ୍ ସଦସ୍ୟମାନେ ମଙ୍ଗଳବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବ୍ଲକ୍‌ ଏବଂ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅଞ୍ଚଳ ଗସ୍ତ କରିଥିଲେ। ବିଶ୍ୱବ୍ୟାଙ୍କର ୧୪ ଜଣ ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ଦୁଇ ଦିନିକଆ ଓଡ଼ିଶା ଗସ୍ତରେ ଆସିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story