ଜେଲ୍‌ରୁ ମୁକୁଳିଲେ ବିତ୍ତିହୋତ୍ର

ଜୟପୁର: ଜେଲରୁ ମୁକୁଳିଲେ ପୂର୍ବତନ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତି। ଜର୍ମାନ  ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ବିତ୍ତିହୋତ୍ର ରାଜସ୍ଥାନ ଜୟପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଜୀବନ କାଟୁଥିଲେ।  ତେବେ ମାର୍ଚ୍ଚ ୩୧ରେ ବିତ୍ତିଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ। ହେଲେ ପାରୋଲ ଉଲ୍ଲଂଘନ କରିଥିବା ଯୋଗୁଁ ତାଙ୍କୁ ଜେଲରୁ ଛାଡି ନ ଥିଲେ ରାଜସ୍ଥାନ ଜେଲ କର୍ତ୍ତୃପକ୍ଷ। ଏହାକୁ ଚାଲେଞ୍ଜ କରି ବିତ୍ତିହୋତ୍ର ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ତେବେ ହାଇକୋର୍ଟ ତାଙ୍କ ବିରୋଧରେ ଥିବା […]

bitihotra-mohanty

bitihotra-mohanty

Rakesh Mallick
  • Published: Thursday, 06 July 2017
  • Updated: 06 July 2017, 04:04 PM IST

Sports

Latest News

ଜୟପୁର: ଜେଲରୁ ମୁକୁଳିଲେ ପୂର୍ବତନ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତି। ଜର୍ମାନ  ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ବିତ୍ତିହୋତ୍ର ରାଜସ୍ଥାନ ଜୟପୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଜୀବନ କାଟୁଥିଲେ।  ତେବେ ମାର୍ଚ୍ଚ ୩୧ରେ ବିତ୍ତିଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ ସୁପ୍ରିମକୋର୍ଟ। ହେଲେ ପାରୋଲ ଉଲ୍ଲଂଘନ କରିଥିବା ଯୋଗୁଁ ତାଙ୍କୁ ଜେଲରୁ ଛାଡି ନ ଥିଲେ ରାଜସ୍ଥାନ ଜେଲ କର୍ତ୍ତୃପକ୍ଷ। ଏହାକୁ ଚାଲେଞ୍ଜ କରି ବିତ୍ତିହୋତ୍ର ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ତେବେ ହାଇକୋର୍ଟ ତାଙ୍କ ବିରୋଧରେ ଥିବା ପାରୋଲ ମାମଲାକୁ ଖାରଜ କରିଦେଇଥିଲେ।

ଜର୍ମାନ ଯୁବତୀ ଦୁଷ୍କର୍ମ ମାମଲାରେ ବିତ୍ତିହୋତ୍ରଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ କୋର୍ଟ। ତେବେ ୨୦୦୬ରେ ପାରୋଲରେ ଆସି ଆଉ ଜେଲ ଫେରିନଥିଲେ। ପରେ ବିତ୍ତିଙ୍କୁ କେରଳରୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story