ନିର୍ବାଚନ ଖର୍ଚ୍ଚ ପାଇଁ ୮ ଜଣ ପ୍ରାର୍ଥୀଙ୍କ ଆକାଉଣ୍ଟକୁ ଦିଆଯାଇଛି ୪୫ ଲକ୍ଷ ଟଙ୍କା: ବିଜେଡି

ଭୁବନେଶ୍ୱର: ବିଜେଡି ଆକାଉଣ୍ଟରେ ହୋଇଥିବା କାରବାରକୁ ନେଇ ଦଳ ପକ୍ଷରୁ ଆଜି ସ୍ପଷ୍ଟୀକରଣ ଦିଆଯାଇଛି। ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ନିର୍ବାଚନ ଖର୍ଚ୍ଚ ବାବଦକୁ ୮ ଜଣ ପ୍ରାର୍ଥୀଙ୍କୁ ବିଜେଡିର ଅଫିସିଆଲ ଆକାଉଣ୍ଟରୁ ୪୫ ଲକ୍ଷ ଟଙ୍କା ଦିଅଯାଇଛି। ଚେକ୍‌ ନମ୍ବର ୪୪୧୬୩୦ରେ ୨୦୧୪ ଏପ୍ରିଲ ୧୦ ତାରିଖରେ ଏସ୍‌ବିଆଇ ରାଜପଥ ଶାଖା ଜରିଆରେ ଆରଟିଜିଏସ୍‌ରେ ଏହି ଟଙ୍କା ଟ୍ରାନ୍ସଫର ହୋଇଛି। ଦଳ ପକ୍ଷରୁ କୁହାଯାଇଛି, “ଦିଲୀପ ତୀର୍କି ଏବଂ ବଳଭଦ୍ର ମାଝିଙ୍କୁ ୭.୫ […]

bjd

bjd

Rakesh Mallick
  • Published: Friday, 10 June 2016
  • Updated: 11 June 2016, 07:00 AM IST

Sports

Latest News

bjdଭୁବନେଶ୍ୱର: ବିଜେଡି ଆକାଉଣ୍ଟରେ ହୋଇଥିବା କାରବାରକୁ ନେଇ ଦଳ ପକ୍ଷରୁ ଆଜି ସ୍ପଷ୍ଟୀକରଣ ଦିଆଯାଇଛି। ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ନିର୍ବାଚନ ଖର୍ଚ୍ଚ ବାବଦକୁ ୮ ଜଣ ପ୍ରାର୍ଥୀଙ୍କୁ ବିଜେଡିର ଅଫିସିଆଲ ଆକାଉଣ୍ଟରୁ ୪୫ ଲକ୍ଷ ଟଙ୍କା ଦିଅଯାଇଛି। ଚେକ୍‌ ନମ୍ବର ୪୪୧୬୩୦ରେ ୨୦୧୪ ଏପ୍ରିଲ ୧୦ ତାରିଖରେ ଏସ୍‌ବିଆଇ ରାଜପଥ ଶାଖା ଜରିଆରେ ଆରଟିଜିଏସ୍‌ରେ ଏହି ଟଙ୍କା ଟ୍ରାନ୍ସଫର ହୋଇଛି।

ଦଳ ପକ୍ଷରୁ କୁହାଯାଇଛି, “ଦିଲୀପ ତୀର୍କି ଏବଂ ବଳଭଦ୍ର ମାଝିଙ୍କୁ ୭.୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯାଇଛି। ଶକୁନ୍ତଳା ଲାଗୁରୀ, ନଗେନ୍ଦ୍ର ପ୍ରଧାନ, ରାଜୀବ ପାତ୍ର, ସାହେବ ସୁଶିଲ ହାଂସଦା, ମୋତିରାମ ନାଏକ ଏବଂ ପ୍ରଫୁଲ ପାଙ୍ଗୀଙ୍କୁ ୫ ଲକ୍ଷ ଲେଖାଏଁ ଟଙ୍କା ଦିଆଯାଇଛି। ସବୁ ଦଳ ପରି ବିଜେଡି ମଧ୍ୟ ଡୋନେସନ ଗ୍ରହଣ କରିଥାଏ। ବିଜେଡି ଛବିକୁ ମଳିନ କରିବା ଲାଗି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ବିଭ୍ରାନ୍ତିକର ଅଭିଯୋଗ ଆଣିଛନ୍ତି। ଏଥିପାଇଁ ବ୍ରଜ ବାବୁ ରାଜ୍ୟବାସୀଙ୍କ ନିକଟରେ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ।”

ବିଜେଡି ପକ୍ଷରୁ ଦିଆଯାଇଥିବା ସଫେଇର ଜବାବ ଦେଇ ତ୍ରିପାଠୀ କହିଛନ୍ତି, “ତାଙ୍କ (ବିଜେଡି) ପ୍ରାର୍ଥୀଙ୍କର ବ୍ୟାଙ୍କ ଖାତା ବିଭିନ୍ନ ସ୍ଥାନରେ ବିଭିନ୍ନ ବ୍ୟାଙ୍କରେ ରହିଛି। ଗୋଟିଏ ଚେକ୍‌ରେ ଅରଟିଜିଏସ୍‌ ମାଧ୍ୟମରେ ବିଭିନ୍ନ ବ୍ୟାଙ୍କରେ ଥିବା ୮ ଜଣ ପ୍ରାର୍ଥୀଙ୍କ ଖାତାକୁ ଟଙ୍କା ପଠାଇବା କ’ଣ ସମ୍ଭବ? ମୋ ଅଭିଯୋଗ ଓ ବିଜେଡି ପକ୍ଷରୁ ଦିଆଯାଇଥିବା ସଫେଇ ମଧ୍ୟରେ ବହୁତ ଫରକ ରହିଛି। ଅତି ଚାଲାକିରେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି। ଏହାର ତଦନ୍ତ କରାଗଲେ ସତ୍ୟାସତ୍ୟ ପଦାକୁ ଅସିବ।”

ବ୍ରଜଙ୍କ ବିରୋଧରେ ମାଓନେତା ସବ୍ୟସାଚୀ ପଣ୍ଡା ମାନହାନୀ ମକଦ୍ଦମା କରିପାରନ୍ତି। ଏ ନେଇ ଆଜି ସବ୍ୟସାଚୀଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି। ସବ୍ୟସାଚୀ ଏ ନେଇ ତାଙ୍କ ସହ ପରାମର୍ଶ କରିଥିବା ଦୀପକ କହିଛନ୍ତି।

ତ୍ରିପାଠୀ କହିଛନ୍ତି, “ମୁଁ କାହାରିଙ୍କୁ କିଛି ଆକ୍ଷେପ କରି କହିନାହିଁ। ମୁଁ କେବଳ ଏକ ଅଭିଯୋଗ ଆଣିଛି ଓ ଏହାର ତଦନ୍ତ ଦାବି କରିଛି। ବ୍ୟକ୍ତିଗତ ଭାବେ କାହା ମନରେ ଦୁଃଖ ଦେଇଥିଲେ ମୁଁ ଦୁଃଖିତ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story