ଅକ୍ଟୋବର ୨ରୁ ବିଜେଡିର ‘ଜନ ସଂପର୍କ ପଦଯାତ୍ରା’

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ‘ଜନ ସଂପର୍କ ପଦଯାତ୍ରା’ କରାଯିବ। ରାଜ୍ୟ ସ୍ତରରେ ଏହି ପଦଯାତ୍ରାକୁ ଭୁବନେଶ୍ୱରରେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ଅକ୍ଟୋବର ୨ ତାରିଖରୁ ପର୍ଯ୍ୟାୟକ୍ରମେ ଜିଲ୍ଲା ସଦର ମହକୁମାରେ ହେବାକୁ ଥିବା ଏହି ପଦଯାତ୍ରାରେ ମନ୍ତ୍ରୀ, ସାଂସଦ ଓ ଦଳର ବରିଷ୍ଠ ନେତାମାନେ ଯୋଗ ଦେବେ। ଏହି ପଦଯାତ୍ରାକୁ ପରିଚାଳନା କରିବାକୁ […]

bjd1

bjd1

Rakesh Mallick
  • Published: Friday, 23 September 2016
  • Updated: 23 September 2016, 09:43 PM IST

bjd1ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ତାରିଖରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜୁ ଜନତା ଦଳ ପକ୍ଷରୁ ‘ଜନ ସଂପର୍କ ପଦଯାତ୍ରା’ କରାଯିବ। ରାଜ୍ୟ ସ୍ତରରେ ଏହି ପଦଯାତ୍ରାକୁ ଭୁବନେଶ୍ୱରରେ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ।

ଅକ୍ଟୋବର ୨ ତାରିଖରୁ ପର୍ଯ୍ୟାୟକ୍ରମେ ଜିଲ୍ଲା ସଦର ମହକୁମାରେ ହେବାକୁ ଥିବା ଏହି ପଦଯାତ୍ରାରେ ମନ୍ତ୍ରୀ, ସାଂସଦ ଓ ଦଳର ବରିଷ୍ଠ ନେତାମାନେ ଯୋଗ ଦେବେ।

ଏହି ପଦଯାତ୍ରାକୁ ପରିଚାଳନା କରିବାକୁ ବିଧାୟକ ପ୍ରତାପ ଜେନାଙ୍କୁ ଦଳୀୟ ସଭାପତି ମୁଖ୍ୟ ଆବାହକ ଭାବେ ନିଯୁକ୍ତି ଦେଇଛନ୍ତି। ସେହିପରି ବିଧାୟକ ପଦ୍ମନାଭ ବେହେରା, ବଳଭଦ୍ର ମାଝି ଓ ପ୍ରମିଳା ମଲ୍ଲିକଙ୍କୁ ସଭ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

ନିର୍ବାଚନ ମଣ୍ଡଳୀ ସ୍ତରରେ ଏହି ପଦଯାତ୍ରାକୁ ପରିଚାଳନା କରିବାକୁ ୧୪୭ ଜଣ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଏହି ପର୍ଯ୍ୟବେକ୍ଷକଙ୍କ ପାଇଁ ଭୁବନେଶ୍ୱର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆସନ୍ତା ରବିବାର ଏକ ପ୍ରଶିକ୍ଷଣ ବୈଠକ ଅନୁଷ୍ଠିତ ହେବ।

ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ମଝିରେ ଅକ୍ଟୋବର ୯ ତାରିଖରେ ଉତ୍କଳମଣି ଗୋପବନ୍ଧୁ ଦାସ ଜୟନ୍ତୀ ଓ ଅକ୍ଟୋବର ୧୧ରେ ଜୟପ୍ରକାଶ ନାରାୟଣ ଜୟନ୍ତୀ ବ୍ଲକସ୍ତରରେ ପାଳନ କରାଯିବ।

ଏହି ପଦଯାତ୍ରାରେ ଦଳୀୟ କର୍ମୀ ଓ କର୍ମକର୍ତ୍ତା ସାମିଲ ହୋଇ ସରକାରଙ୍କ ସଫଳତାର ବାର୍ତ୍ତା ପ୍ରଚାର କରିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସଂପର୍କରେ ସଚେତନତା ସୃଷ୍ଟି କରିବେ ବୋଲି ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story