ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟା ମାମଲା: ୪ ଜଣଙ୍କୁ ଆଜୀବନ ଜେଲ, ମୁଖ୍ୟ ଅଭିଯୁକ୍ତକୁ ଅଧିକ ୫ ବର୍ଷ

ଟିଟିଲାଗଡ଼: ଟିଟିଲାଗଡ଼ର ବହୁ ଚର୍ଚ୍ଚିତ ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟା ମାମଲାରେ ରାୟ ପ୍ରକାଶ ପାଇଛି। ହତ୍ୟା ମାମଲାରେ ୪ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି ଟିଟିଲାଗଡ଼ ଏଡିଜେ କୋର୍ଟ। ତେବେ ମୁଖ୍ୟ ଅଭିଯୁକ୍ତ ଆଲୋକ ଦାସକୁ ଆଜୀବନ ସହ ଅତିରିକ୍ତ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଆଜୀବନ ଜେଲ୍ ଦଣ୍ଡାଦେଶ ପାଇଥିବା ଅନ୍ୟ ୩ ଜଣ ଅଭିଯୁକ୍ତ ହେଲେ ଜଗଦୀଶ ବାଗ, ଦିନେଶ ସିଂ […]

4 accused

4 accused

Rakesh Mallick
  • Published: Friday, 28 July 2017
  • Updated: 28 July 2017, 05:44 PM IST

Sports

Latest News

ଟିଟିଲାଗଡ଼: ଟିଟିଲାଗଡ଼ର ବହୁ ଚର୍ଚ୍ଚିତ ବିଜେଡି ନେତା ଅଭିମନ୍ୟୁ ସାହୁ ହତ୍ୟା ମାମଲାରେ ରାୟ ପ୍ରକାଶ ପାଇଛି। ହତ୍ୟା ମାମଲାରେ ୪ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦେଇଛନ୍ତି ଟିଟିଲାଗଡ଼ ଏଡିଜେ କୋର୍ଟ। ତେବେ ମୁଖ୍ୟ ଅଭିଯୁକ୍ତ ଆଲୋକ ଦାସକୁ ଆଜୀବନ ସହ ଅତିରିକ୍ତ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ଆଜୀବନ ଜେଲ୍ ଦଣ୍ଡାଦେଶ ପାଇଥିବା ଅନ୍ୟ ୩ ଜଣ ଅଭିଯୁକ୍ତ ହେଲେ ଜଗଦୀଶ ବାଗ, ଦିନେଶ ସିଂ ଓ ସନ୍ତୋଷ ରଣା।

ରାୟ ପ୍ରକାଶ ପାଇବା ପରେ ଅଭିମନ୍ୟୁ ସାହୁଙ୍କ ପତ୍ନୀ ଟୁକୁନି କହିଛନ୍ତି-“୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ମିଳିଥିବାରୁ ମୁଁ ବହୁତ ଖୁସି। ଏହା ପଛରେ କେହି ମାଷ୍ଟରମାଇଣ୍ଡ ଥିବା ମୋର ଆତ୍ମା କହୁଛି। ଯିଏ ମାଷ୍ଟର ମାଇଣ୍ଡ ଥାଆନ୍ତୁ ପଛେ ତାକୁ ଖୋଜି ବାହାର କରାଯାଉ। ତଦନ୍ତକାରୀ ସଂସ୍ଥା ଏନେଇ ଆଉ ଟିକେ ଚେଷ୍ଟା କରୁ। ଆବଶ୍ୟକ ହେଲେ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବି।”

୨୦୧୩ ଡିସେମ୍ୱର ୧୫ ତାରିଖ ଶୀତୁଆ ସକାଳରେ ମର୍ଣ୍ଣିଂ ୱାର୍କ ଯାଉଥିବା ବେଳେ ଟିଟିଲାଗଡ଼ ଉପକଣ୍ଠରେ ଅଭିମନ୍ୟୁଙ୍କୁ ପଛ ପଟରୁ ଗାଡ଼ିରେ ଧକ୍କା ଦିଆଯାଇଥିଲା। ପରେ ତାଙ୍କ ତଣ୍ଟି କାଟି ଅତି ବିଭତ୍ସ ଭାବେ ହତ୍ୟା କରାଯାଇ ଅନ୍ୟତ୍ର ଫିଙ୍ଗି ଦିଆଯାଇଥିଲା। ଯୋଜନାବଦ୍ଧ ଭାବେ ଏହି ହତ୍ୟାକାଣ୍ଡ କରାଯାଇଥିଲା। ଏହାକୁ ନେଇ ଟିଟିଲାଗଡ଼ ଅଶାନ୍ତ ହୋଇପଡ଼ିଥିଲା। ଅଭିମନ୍ୟୁଙ୍କ ସମର୍ଥକ ବିଭିନ୍ନ ଅଞ୍ଚଳରେ ପୋଡ଼ାଜଳା କରିଥିଲେ। ପରେ କ୍ରାଇମବ୍ରାଞ୍ଚ ହତ୍ୟାକାଣ୍ଡର ବିଭିନ୍ନ ଦିଗ ଉପରେ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story