ସି-ସୋର ଲିଙ୍କ୍‌: ପ୍ରଭାତଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସି-ସୋର୍ ଲିଙ୍କରେ ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଖାରଜ ହୋଇଯାଇଛି। ଗତକାଲି ସିବିଆଇ କୋର୍ଟରେ ହାଜର ପରେ ଝାରପଡ଼ା ଜେଲ୍ ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରଭାତଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଜାମିନ ଆବେଦନର ଶୁଣାଣି ବେଳେ ପ୍ରଭାତ ଅସୁସ୍ଥ ହୋଇପଡ଼ିଥିଲେ। ସେଥିପାଇଁ ତାଙ୍କ ଓକିଲ ଅପିଲ୍ କରିଥିଲେ। ଏହାସହିତ ମାମଲାରେ ବିଧାୟଙ୍କ ସଂପୃକ୍ତି ନଥିବା ଯୁକ୍ତି ଦର୍ଶାଇଥିଲେ। ଅନ୍ୟପକ୍ଷରେ ଠକେଇ ଓ ଅପରାଧୀକ […]

Rakesh Mallick
  • Published: Saturday, 23 September 2017
  • Updated: 23 September 2017, 10:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସି-ସୋର୍ ଲିଙ୍କରେ ଗିରଫ ହୋଇଥିବା ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଜାମିନ ଆବେଦନ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଖାରଜ ହୋଇଯାଇଛି। ଗତକାଲି ସିବିଆଇ କୋର୍ଟରେ ହାଜର ପରେ ଝାରପଡ଼ା ଜେଲ୍ ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରଭାତଙ୍କୁ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆଜି ଜାମିନ ଆବେଦନର ଶୁଣାଣି ବେଳେ ପ୍ରଭାତ ଅସୁସ୍ଥ ହୋଇପଡ଼ିଥିଲେ। ସେଥିପାଇଁ ତାଙ୍କ ଓକିଲ ଅପିଲ୍ କରିଥିଲେ। ଏହାସହିତ ମାମଲାରେ ବିଧାୟଙ୍କ ସଂପୃକ୍ତି ନଥିବା ଯୁକ୍ତି ଦର୍ଶାଇଥିଲେ। ଅନ୍ୟପକ୍ଷରେ ଠକେଇ ଓ ଅପରାଧୀକ ଷଡଯନ୍ତ୍ର ଭଳି ଚିଟ୍‌ଫଣ୍ଡ ମାମଲାରେ ଛନ୍ଦି ହୋଇଥିବାରୁ ପ୍ରଭାତଙ୍କୁ ଜାମିନ ନଦେବାକୁ ସିବିଆଇ ପକ୍ଷରୁ ଯୁକ୍ତି ରଖାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story