ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ରାଜ୍ୟସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ରାଜ୍ୟସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆସିଛି। ରାଜ୍ୟସଭାର କ୍ଷମତା ହ୍ରାସ ପ୍ରସଙ୍ଗରେ ଖବର କାଗଜରେ ପ୍ରକାଶ ପାଇଥିବା ବୈଜୟନ୍ତଙ୍କ ଆର୍ଟିକିଲ ନେଇ ରାଜ୍ୟସଭାର ୬ ଜଣ ସାଂସଦ ଗୃହର ଅଧ୍ୟକ୍ଷ ହମିଦ୍ ଅନସାରୀଙ୍କୁ ଏହି ନୋଟିସ୍ ଦେଇଛନ୍ତି। ନୋଟିସ୍ ଦେଇଥିବା ସାଂସଦମାନେ ହେଲେ କଂଗ୍ରେସର ମୋହସିନା କିଦ୍ଦୱାଇ, ଜେଡିୟୁର କେ.ସି. ତ୍ୟାଗୀ, ସମାଜାବାଦୀ ପାର୍ଟିର ନରେଶ ଅଗ୍ରୱାଲ୍, ସିପିଏମର ଟି.କେ. ରଙ୍ଗରାଜନ, ସିପିଆଇର ଡି. ରାଜା ଓ ଟିଏମସିର […]

Baijayant Panda, MP

Baijayant Panda, MP

Rakesh Mallick
  • Published: Friday, 04 December 2015
  • Updated: 05 December 2015, 05:39 AM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର: ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ରାଜ୍ୟସଭାରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଆସିଛି। ରାଜ୍ୟସଭାର କ୍ଷମତା ହ୍ରାସ ପ୍ରସଙ୍ଗରେ ଖବର କାଗଜରେ ପ୍ରକାଶ ପାଇଥିବା ବୈଜୟନ୍ତଙ୍କ ଆର୍ଟିକିଲ ନେଇ ରାଜ୍ୟସଭାର ୬ ଜଣ ସାଂସଦ ଗୃହର ଅଧ୍ୟକ୍ଷ ହମିଦ୍ ଅନସାରୀଙ୍କୁ ଏହି ନୋଟିସ୍ ଦେଇଛନ୍ତି। ନୋଟିସ୍ ଦେଇଥିବା ସାଂସଦମାନେ ହେଲେ କଂଗ୍ରେସର ମୋହସିନା କିଦ୍ଦୱାଇ, ଜେଡିୟୁର କେ.ସି. ତ୍ୟାଗୀ, ସମାଜାବାଦୀ ପାର୍ଟିର ନରେଶ ଅଗ୍ରୱାଲ୍, ସିପିଏମର ଟି.କେ. ରଙ୍ଗରାଜନ, ସିପିଆଇର ଡି. ରାଜା ଓ ଟିଏମସିର ଡେରିକ୍ ଓବ୍ରାଏନ୍।

ସାଂସଦ କେ.ଏସ. ତ୍ୟାଗି କହିଛନ୍ତି, ସାଂସଦ ପଣ୍ଡାଙ୍କ ଆର୍ଟିକିଲ ଯୋଗୁଁ ରାଜ୍ୟସଭାର ସମ୍ମାନ କମିଛି। ତାଙ୍କ ବକ୍ତବ୍ୟ ସମ୍ବିଧାନକୁ ଉଲ୍ଲଂଘନ କରୁଛି।ଏପରି ଆପତ୍ତିଜନକ କାର୍ଯ୍ୟ ଲାଗି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଦରକାର।

ଏ ନେଇ ସାଂସଦ ପଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଯେଉଁମାନେ ମୋ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଦେଇଛନ୍ତି ସେମାନେ ଆର୍ଟିକିଲକୁ ଠିକ୍ ଭାବେ ବୋଧେ ପଢ଼ିନାହାନ୍ତି। ମୁଁ ସେଥିରେ ଲେଖିଥିଲି, ଅନ୍ୟ ଲୋକତନ୍ତ୍ର ଇଂଲଣ୍ଡ, ଆମେରିକା ଓ ଇଟାଲି ସେମାନଙ୍କ ସାଂସଦରେ ପରିବର୍ତ୍ତନ ଆଣିଛନ୍ତି। ଏହାଦ୍ୱାରା ଦୁଇଗୃହ ଭିତରେ ଯେପରି ତୁ ତୁ ମେଁ ମେଁ ହୋଇ କିଛି ଅଟକି ନ ଯାଏ ସେଥିପ୍ରତି ଦୃଷ୍ଟି ଦିଆଯାଇଛି। ତାକୁ ଆମେ ଦେଖିବା କଥା ଓ ତାହା ଉପରେ ଆମ ଦେଶରେ ଆଲୋଚନା ହେବା ଦରକାର। ଯେଉଁ ସାଂସଦମାନେ ଏପରି ଅଭିଯୋଗ ଆଣୁଛନ୍ତି ସେମାନେ ଗତ କିଛି ସପ୍ତାହ ହେବ ଦେଶରେ ଅସହିଷ୍ଣୁତା ବଢିଛି ବୋଲି ଚିତ୍କାର କରୁଛନ୍ତି। କିନ୍ତୁ ଗୋଟିଏ ଆର୍ଟିକିଲ୍ ଉପରେ ଆଲୋଚନା କରାଯିବା ନେଇ ସେମାନଙ୍କର ଧୈର୍ଯ୍ୟ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story