ଯୀଶୁଙ୍କ ଜନ୍ମକୁ କନ୍‌ଫ୍ୟୁଜନ କଲେ ଭର୍ତ୍ତୃହରି

କଟକ (ଓଡ଼ିଶା ରିପୋର୍ଟର): ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଡିସେମ୍ବର ୨୫ ତାରିଖରେ ହୋଇନାହିଁ। ଯିଏ ବାଇବେଲ ପଢ଼ିବ, ସିଏ ଏହା ଜାଣିପାରିବ। ଏପରିକି କେରଳରେ ଅନେକ ଖ୍ରୀଷ୍ଟଧର୍ମୀ ଅଛନ୍ତି, ଯେଉଁମାନେ ଡିସେମ୍ବର ୨୫କୁ ଯୀଶୁଙ୍କ ଜନ୍ମଦିନ ଭାବେ ପାଳନ କରନ୍ତିନାହିଁ। ଗତକାଲି କଟକରେ ଫ୍ରି ଥିଙ୍କର ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବକ୍ତୃତା କର୍ମଶାଳାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏପରି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ଖ୍ରୀଷ୍ଟଧର୍ମାଲମ୍ୱୀମାନେ ବିରୋଧ କରିଥିଲେ। ପରେ ଭର୍ତ୍ତୃହରି ସଫେଇ ଦେଇଛନ୍ତି। ସେ କହିଛନ୍ତି-“୨୦୦୦ […]

bjd-mp-

bjd-mp-

Rakesh Mallick
  • Published: Monday, 04 December 2017
  • Updated: 04 December 2017, 08:22 PM IST

କଟକ (ଓଡ଼ିଶା ରିପୋର୍ଟର): ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଡିସେମ୍ବର ୨୫ ତାରିଖରେ ହୋଇନାହିଁ। ଯିଏ ବାଇବେଲ ପଢ଼ିବ, ସିଏ ଏହା ଜାଣିପାରିବ। ଏପରିକି କେରଳରେ ଅନେକ ଖ୍ରୀଷ୍ଟଧର୍ମୀ ଅଛନ୍ତି, ଯେଉଁମାନେ ଡିସେମ୍ବର ୨୫କୁ ଯୀଶୁଙ୍କ ଜନ୍ମଦିନ ଭାବେ ପାଳନ କରନ୍ତିନାହିଁ। ଗତକାଲି କଟକରେ ଫ୍ରି ଥିଙ୍କର ଅନୁଷ୍ଠାନ ପକ୍ଷରୁ ଆୟୋଜିତ ବକ୍ତୃତା କର୍ମଶାଳାରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଏପରି ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ଖ୍ରୀଷ୍ଟଧର୍ମାଲମ୍ୱୀମାନେ ବିରୋଧ କରିଥିଲେ। ପରେ ଭର୍ତ୍ତୃହରି ସଫେଇ ଦେଇଛନ୍ତି।

ସେ କହିଛନ୍ତି-“୨୦୦୦ ବର୍ଷ ତଳର ଇତିହାସକୁ ନେଇ ଚର୍ଚ୍ଚା। ତାହାର କିଛି ନିଦ୍ଦର୍ଶନ ହାଜିଆ ସୋଫିଆରେ ଦେଖିବାକୁ ମିଳିଛି। ଯୀଶୁଙ୍କର ପ୍ରକୃତ ସ୍ୱରୂପକୁ ନେଇ ହାଜିଆ ସୋଫିଆ ଓ ଅନ୍ୟାନ୍ୟ ଚର୍ଚ୍ଚରେ ହେଉଥିବା କାର୍ଯ୍ୟକ୍ରମ ମଧ୍ୟରେ ଫରକ ଦେଖିବାକୁ ମିଳୁଛି।”

ଭର୍ତ୍ତୃହରିଙ୍କ ଏଭଳି ମନ୍ତବ୍ୟକୁ ନେଇ ମୁହଁ ଖୋଲିଛନ୍ତି କଟକ ସ୍ଥିତ ଓଡ଼ିଶା ବାପିଷ୍ଟ ଚର୍ଚ୍ଚର ମୁଖ୍ୟ ରେଭେରାନ୍ ନିହାର କୁମାର। ସେ କହିଛନ୍ତି-“ପ୍ରଭୁଙ୍କ ଜନ୍ମକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ମତ ଥାଇପାରେ। କିନ୍ତୁ ସେମାନଙ୍କ ମନ୍ତବ୍ୟକୁ ନେଇ କିଛି କହିବିନାହିଁ। ଡିସେମ୍ୱର ୨୫କୁ ଯୀଶୁଙ୍କ ଜନ୍ମ ଦିବସ ଭାବେ ସମଗ୍ର ଜଗତ ପାଳନ କରିଆସୁଛି।”

କଟକ ଚର୍ଚ୍ଚ ଅଫ୍ ନର୍ଥ ଇଣ୍ଡିଆ ସମ୍ପାଦକ ବିଭୁଦତ୍ତ ଦାସ କହିଛନ୍ତି-“ସାଂସଦଙ୍କ ଏପରି ମନ୍ତବ୍ୟକୁ ମୁଁ ବିରୋଧ କରୁଛି। ଖ୍ରୀଷ୍ଟ ଧର୍ମାଲମ୍ୱୀମାନଙ୍କୁ ଆଘାତ ଦେଲା ଭଳି ଏଭଳି ମନ୍ତବ୍ୟ ଦେବା ଠିକ୍‌ ହୋଇ ନାହିଁ।”

ସାଂସଦ ଭର୍ତ୍ତୃହରିଙ୍କ ପାଇଁ ବିବାଦୀୟ ମନ୍ତବ୍ୟ ନୂଆ ନୁହେଁ। ପୂର୍ବରୁ ତାଙ୍କର ଏମିତି କିଛି କଥା ଓ ଲେଖାକୁ ନିଜ ଦଳ ଏବଂ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story