ବିଜେଡି ନେତାଙ୍କ ତୁଣ୍ଡରେ ବିଜେପି ନେତାଙ୍କ ଗୁଣଗାନ: ପିନାକୀ କହିଲେ-ଧର୍ମେନ୍ଦ୍ର ପରିଶ୍ରମୀ ଓ ପାରଙ୍ଗମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଭୁବନେଶ୍ୱରରେ ଆୟୋଜିତ ମୁଦ୍ରା ଯୋଜନା ପ୍ରୋତ୍ସାହନ ଅଭିଯାନ ଉତ୍ସବରେ ଯୋଗଦେଇ ପିନାକୀ କହିଛନ୍ତି-“ଧର୍ମେନ୍ଦ୍ର ଜଣେ ପରିଶ୍ରମୀ ଓ ପାରଦର୍ଶୀ ବ୍ୟକ୍ତିତ୍ୱ। ଗତ ୪୦ ବର୍ଷ ମଧ୍ୟରେ ତାଙ୍କ ଭଳି ଏମିତି ଭାଗ୍ୟବାନ ପେଟ୍ରୋଲିୟମ୍ ମନ୍ତ୍ରୀ କେହି ନଥିଲେ। ଧର୍ମେନ୍ଦ୍ର ମନ୍ତ୍ରୀ ହେବା ପରେ ତୈଳ ମନ୍ତ୍ରାଳୟ ଅଧିକ ସକ୍ରିୟ ହୋଇଛି।” ଧର୍ମେନ୍ଦ୍ରଙ୍କୁ ଦକ୍ଷତା ବିକାଶ ମନ୍ତ୍ରଣାଳୟ ମିଳିଥିବାରୁ ପିନାକୀ ଏହି […]

bjd mp

bjd mp

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 11:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର। ଭୁବନେଶ୍ୱରରେ ଆୟୋଜିତ ମୁଦ୍ରା ଯୋଜନା ପ୍ରୋତ୍ସାହନ ଅଭିଯାନ ଉତ୍ସବରେ ଯୋଗଦେଇ ପିନାକୀ କହିଛନ୍ତି-“ଧର୍ମେନ୍ଦ୍ର ଜଣେ ପରିଶ୍ରମୀ ଓ ପାରଦର୍ଶୀ ବ୍ୟକ୍ତିତ୍ୱ। ଗତ ୪୦ ବର୍ଷ ମଧ୍ୟରେ ତାଙ୍କ ଭଳି ଏମିତି ଭାଗ୍ୟବାନ ପେଟ୍ରୋଲିୟମ୍ ମନ୍ତ୍ରୀ କେହି ନଥିଲେ। ଧର୍ମେନ୍ଦ୍ର ମନ୍ତ୍ରୀ ହେବା ପରେ ତୈଳ ମନ୍ତ୍ରାଳୟ ଅଧିକ ସକ୍ରିୟ ହୋଇଛି।”

ଧର୍ମେନ୍ଦ୍ରଙ୍କୁ ଦକ୍ଷତା ବିକାଶ ମନ୍ତ୍ରଣାଳୟ ମିଳିଥିବାରୁ ପିନାକୀ ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ଆଜି ଭୁବନେଶ୍ୱର ଜନତା ମଇଦାନରେ ମୁଦ୍ରା ଯୋଜନା ପ୍ରୋତ୍ସାହନ ଅଭିଯାନ ଉତ୍ସବ ହୋଇଥିଲା। ମୁଦ୍ରା ତଥା ଷ୍ଟାଣ୍ଡ ଅଫ୍ ଇଣ୍ଡିଆ ଯୋଜନାକୁ ଲୋକାଭିମୁଖୀ କରାଇବା ଓ ତୃଣମୂଳ ସ୍ତରର ଲୋକଙ୍କୁ ଲାଭ ପହଞ୍ଚାଇବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ଏଥିରେ ମୁଖ୍ୟଅତିଥିଭାବେ ବିଜେଡି ସାଂସଦ ପିନାକୀ ମିଶ୍ର ଯୋଗଦେଇଥିଲେ। ଅନ୍ୟତମ ଅତିଥିଭାବେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଯୋଗଦେଇ କହିଥିଲେ-“ରାଜ୍ୟରେ ୪୨୫୩ ପଞ୍ଚାୟତରେ ବ୍ୟାଙ୍କ ନାହିଁ। ମୁଦ୍ରା ଯୋଜନା ମାଧ୍ୟମରେ କିଶୋର ଓ ତରୁଣ ବର୍ଗର ହିତାଧିକାରୀମାନେ କମ୍ ଲାଭ ପାଇଛନ୍ତି। ତେଣୁ ବ୍ୟାଙ୍କ ସଂଖ୍ୟା ବଢାଇବା ପ୍ରତି ସରକାର ଧ୍ୟାନ ଦିଅନ୍ତୁ।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଓଡିଶାକୁ ଦକ୍ଷତା ବିକାଶ ଓ ଉଦ୍ୟଗ କ୍ଷେତ୍ରରେ ପ୍ରୟୋଗଶାଳା କରାଯିବ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story