ପୁଣି ‘ସରି’ କହିଲେ ତଥାଗତ; କେଉଁ ପ୍ରସଙ୍ଗରେ ଜାଣିବାକୁ ପଢ଼ନ୍ତୁ ରିପୋର୍ଟ

ଭୁବନେଶ୍ୱର: ବିଜେଡି ସାଂସଦ ତଥାଗତ ସତପଥୀଙ୍କ ‘ଚୋର’ ଉପାଖ୍ୟାନ ରାଜ୍ୟ ରାଜନୀତିରେ ଆଲୋଡନ ଖେଳାଇ ଦେଇଥିଲା। ଏପରିକି ଦଳ ଭିତରେ ତାଙ୍କୁ ସମାଲୋଚନାରେ ଶିକାର ହେବାକୁ ପଡ଼ିଥିଲା। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏନେଇ କୈଫିୟତ ତଲବ କରିଥିଲେ। ଏହାପରେ ତଥାଗତ ନରମିଛନ୍ତି। ଆଜି ତଥାଗତ ଟ୍ୱିଟ୍‌ କରି ଏଥିପାଇଁ(ଚୋର) ଦୁଃଖ ପ୍ରକାଶ କରିଛନ୍ତି। ନିଜ ଟ୍ୱିଟ୍‌ ପେଜ୍‌ରେ ସେ ଉଲ୍ଲେଖ କରିଛନ୍ତି,“ଅନ୍ୟର ଭାବାବେଗକୁ ଆଘାତ ଦେଇଥିବାରୁ ମୁଁ ଦୁଃଖିତ। ମୋ ଦୋଷତ୍ରୁଟିରେ […]

Tathagata-Satpathy-2

Tathagata-Satpathy-2

Rakesh Mallick
  • Published: Friday, 09 June 2017
  • Updated: 09 June 2017, 07:24 PM IST

Sports

Latest News

ଭୁବନେଶ୍ୱର: ବିଜେଡି ସାଂସଦ ତଥାଗତ ସତପଥୀଙ୍କ ‘ଚୋର’ ଉପାଖ୍ୟାନ ରାଜ୍ୟ ରାଜନୀତିରେ ଆଲୋଡନ ଖେଳାଇ ଦେଇଥିଲା। ଏପରିକି ଦଳ ଭିତରେ ତାଙ୍କୁ ସମାଲୋଚନାରେ ଶିକାର ହେବାକୁ ପଡ଼ିଥିଲା। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏନେଇ କୈଫିୟତ ତଲବ କରିଥିଲେ। ଏହାପରେ ତଥାଗତ ନରମିଛନ୍ତି। ଆଜି ତଥାଗତ ଟ୍ୱିଟ୍‌ କରି ଏଥିପାଇଁ(ଚୋର) ଦୁଃଖ ପ୍ରକାଶ କରିଛନ୍ତି। ନିଜ ଟ୍ୱିଟ୍‌ ପେଜ୍‌ରେ ସେ ଉଲ୍ଲେଖ କରିଛନ୍ତି,“ଅନ୍ୟର ଭାବାବେଗକୁ ଆଘାତ ଦେଇଥିବାରୁ ମୁଁ ଦୁଃଖିତ। ମୋ ଦୋଷତ୍ରୁଟିରେ ସୁଧାର ଆଣିବାକୁ ଚେଷ୍ଟା କରିବି।”

ତଥାଗତ ଗତ ବୁଧବାର କଂଗ୍ରେସ୍ ଓ ବିଜେପିକୁ ଚୋର କହିବା ସହ ଆମେ ବି କିଛି କମ୍ ନାହୁଁ ବୋଲି କହିଥିଲେ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଝାଡ଼ବନ୍ଧରେ ଆୟୋଜିତ ପୌଷ ମହୋତ୍ସବରେ ଯୋଗଦେଇ ଏଭଳି କଟୁ ମନ୍ତବ୍ୟ ଦେଇଥିଲେ। ତଥାଗତ ଆହୁରି ମଧ୍ୟ କହିଥିଲେ ଯେ ନିକଟରେ ନବୀନ ବାବୁ ୪ରୁ ୫ ଜଣ ଚୋରଙ୍କୁ ବାହାର କରିଥିଲେ। ଏହି ପରିପ୍ରେକ୍ଷୀରେ ସେ ବିଦାୟୀ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ନାଁ ମଧ୍ୟ ଉଲ୍ଲେଖ କରିଥିଲେ। ଏହା ବିରୋଧରେ ଗତକାଲି ଦେବୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଫେରାଦ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story