ସହରୀ ଭୋଟ୍‌ କବ୍‌ଜା ପାଇଁ ବିଜେଡି ଫର୍ମୁଲା: ଘୋଷଣା ହେଲା ‘ଆମ ସହର, ଆମ ଉନ୍ନତି’

ଭୁବନେଶ୍ୱର: ବିଜେପିର ‘ମୋ ବୁଥ୍ ସବୁଠୁ ମଜଭୁତ’କୁ କାଉଣ୍ଟର କରିବା ଲାଗି ବିଜେଡିର ‘ଆମ ଗାଁ, ଆମ ବିକାଶ’। ଦଳୀୟ ସାଂସଦ ଓ ବିଧାୟକଙ୍କୁ ଏଥିପାଇଁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ଖାଲି ଗାଁ ନୁହେଁ, ସହର ପାଇଁ ବି ଏହି ଅବସରରେ ବିଜେଡିର ନୂଆ କାର୍ଯ୍ୟକ୍ରମ ‘ଆମ ସହର, ଆମ ଉନ୍ନତି’ ସମ୍ପର୍କରେ ଘୋଷଣା କରିଛନ୍ତି ନବୀନ। ଆସନ୍ତା ବର୍ଷ ପୌର ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ଏହି […]

bjd-700x450

bjd-700x450

Rakesh Mallick
  • Published: Friday, 14 July 2017
  • Updated: 15 July 2017, 10:30 AM IST

Sports

Latest News

ଭୁବନେଶ୍ୱର: ବିଜେପିର ‘ମୋ ବୁଥ୍ ସବୁଠୁ ମଜଭୁତ’କୁ କାଉଣ୍ଟର କରିବା ଲାଗି ବିଜେଡିର ‘ଆମ ଗାଁ, ଆମ ବିକାଶ’। ଦଳୀୟ ସାଂସଦ ଓ ବିଧାୟକଙ୍କୁ ଏଥିପାଇଁ ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ଖାଲି ଗାଁ ନୁହେଁ, ସହର ପାଇଁ ବି ଏହି ଅବସରରେ ବିଜେଡିର ନୂଆ କାର୍ଯ୍ୟକ୍ରମ ‘ଆମ ସହର, ଆମ ଉନ୍ନତି’ ସମ୍ପର୍କରେ ଘୋଷଣା କରିଛନ୍ତି ନବୀନ। ଆସନ୍ତା ବର୍ଷ ପୌର ନିର୍ବାଚନ ଥିବାରୁ ଏହାକୁ ଦୃଷ୍ଟିରେ ରଖି ସହରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଯୋଜନା କରାଯାଇଥିବା ଚର୍ଚ୍ଚା ହେଉଛି।

ଆଜି ହୋଇଥିଲା ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ସାଂସଦ ଓ ବିଧାୟକମାନେ ଉପସ୍ଥିତ ରହି ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ନିଷ୍ପତ୍ତି ଅନୁସାରେ ଏଣିକି ଦଳର ବିଧାୟକ ଓ ସାଂସଦମାନେ ଗାଁକୁ ଯାଇ ଲୋକଙ୍କ ସହ ଯୋଡି ହେବେ।  ଗାଁ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଏହାର ସମାଧାନ କରିବେ। ଏଥିସହ ରାଜ୍ୟ ସରକାରଙ୍କ ସଫଳ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବେ। ତେବେ କାର୍ଯ୍ୟକ୍ରମର ଫୋକସରେ ରହିବ ବିରୋଧୀଙ୍କ ମିଥ୍ୟା ପ୍ରଚାର। ବିଧାୟକ ଓ ସାଂସଦମାନେ ଗୋଟିଏ ଦିନରେ ଗୋଟିଏ ପଞ୍ଚାୟତରେ ଥିବା ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ କଥା କହିବେ। ଏ ନେଇ ଦଳୀୟ ବିଧାୟକ ଓ ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି  ସୁପ୍ରିମୋ ନବୀନ।

ଆମ ଗାଁ ଆମ ବିକାଶର କୋ-ଅର୍ଡିନେଟର୍ ଦେବୀ ପ୍ରସାଦ ମିଶ୍ର କହିଛନ୍ତି-“ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଯିବ। ଏହାଛଡ଼ା ଲୋକଙ୍କ ସମସ୍ୟା ସମାଧାନ କରିବା ପାଇଁ ବିଧାୟକ ଓ ସାଂସଦ ଗାଁକୁ ଯିବେ।”

ବିଜେପି ପରେ ଏବେ ବିଜେଡିର ଫୋକସ୍‌ରେ ଗାଁ। ‘ମୋ ବୁଥ୍ ସବୁଠୁ ମଜବୁତ୍’ କାର୍ଯ୍ୟକ୍ରମ ଜରିଆରେ ବୁଥ୍ ସ୍ତରରେ ନିଜ ସଂଗଠନ ମଜବୁତ କରୁଛି ବିଜେପି। ଏବେ ବିଜେଡି ମଧ୍ୟ ବୁଥ୍‌କୁ ଯାଇ ସଂଗଠନ ମଜବୁତ କରିବାକୁ ଉଦ୍ୟମ ଆରମ୍ଭ କରିଛି। ଦଳ ଓ୍ୱାର୍ଡ ସ୍ତରରେ କମିଟି ଗଠନ କରିବାକୁ ଯୋଜନା ଚଳାଇଛି। କିଛି ଦିନ ତଳେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓଡ଼ିଶା ଆସି ତିନୋଟି ସ୍ଥାନରେ ମୋ ବୁଥ୍ ସବୁଠୁ ମଜବୁତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତାକୁ କାଉଣ୍ଟର କରିବା ପାଇଁ ବିଜେଡିର ଏ କାର୍ଯ୍ୟକମ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story