ଧାନର ସହାୟକ ମୂଲ୍ୟ ବୃଦ୍ଧି ଦାବିରେ ରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ୱର: କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୮୦ଟଙ୍କା ବୃଦ୍ଧି ପ୍ରତିବାଦରେ ଆଗାମୀ ୧୦ତାରିଖ ଠାରୁ ସପ୍ତାହ ବ୍ୟାପି ଆନ୍ଦୋଳନ କରିବ ବିଜେଡି କୃଷକ ସାମୁଖ୍ୟ। ଏହି ସପ୍ତାହରେ ରାଜ୍ୟର ୩୧୪ ବ୍ଲକରେ ୨ ଘଣ୍ଟିଆ ଧାରଣା ଓ ବିକ୍ଷୋଭ କରିବ କୃଷକ ସାମୁଖ୍ୟ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଓଡ଼ିଶା ବିଧାନସଭାରେ ପାରିତ ସର୍ବସମ୍ମତି ପ୍ରସ୍ତାବକୁ ହେୟଜ୍ଞାନ କରି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଏବଂ ଏହି ମୂଲ୍ୟ ବୃଦ୍ଧି […]

bjd

bjd

Rakesh Mallick
  • Published: Saturday, 24 June 2017
  • Updated: 24 June 2017, 04:23 PM IST

Sports

Latest News

ଭୁବନେଶ୍ୱର: କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୮୦ଟଙ୍କା ବୃଦ୍ଧି ପ୍ରତିବାଦରେ ଆଗାମୀ ୧୦ତାରିଖ ଠାରୁ ସପ୍ତାହ ବ୍ୟାପି ଆନ୍ଦୋଳନ କରିବ ବିଜେଡି କୃଷକ ସାମୁଖ୍ୟ। ଏହି ସପ୍ତାହରେ ରାଜ୍ୟର ୩୧୪ ବ୍ଲକରେ ୨ ଘଣ୍ଟିଆ ଧାରଣା ଓ ବିକ୍ଷୋଭ କରିବ କୃଷକ ସାମୁଖ୍ୟ।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ ଓଡ଼ିଶା ବିଧାନସଭାରେ ପାରିତ ସର୍ବସମ୍ମତି ପ୍ରସ୍ତାବକୁ ହେୟଜ୍ଞାନ କରି କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଏବଂ ଏହି ମୂଲ୍ୟ ବୃଦ୍ଧି ଧର୍ମକୁ ଆଖିଠାର ବୋଲି ବିଜୁ କୃଷକ ସାମୁଖ୍ୟ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos