କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ବିଜେଡି ଆଣିଥିବା ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଖାରଜ

ଭୁବନେଶ୍ୱର: ଲୋକସଭାରେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନଙ୍କ ବିରୋଧରେ ବିଜେଡି ଆଣିଥିବା ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଖାରଜ ହୋଇଯାଇଛି। ବିଜେଡିର ତିନି ସାଂସଦ ଭର୍ତ୍ତୃହରି ମହତାବ, ନଗେନ୍ଦ୍ର ପ୍ରଧାନ ଓ ପ୍ରଭାସ ସିଂ ଏହି ନୋଟିସ୍ ଦେଇଥିଲେ। ତେବେ ବାଚସ୍ପତି ସୁମିତ୍ରା ମହାଜନ ଏହାକୁ ଖାରଜ କରି ଦେଇଛନ୍ତି। ଏହାକୁ ନେଇ ବିଜେଡି ଅସନ୍ତୋଷ ପ୍ରକାଶ କରିଛି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବାଲ୍ୟାନ ଲୋକସଭାରେ ଭୁଲ ତଥ୍ୟ ରଖିଥିବା ଅଭିଯୋଗ ଆଣି ବିଜେଡି […]

sanjeev balyan

sanjeev balyan

Rakesh Mallick
  • Published: Friday, 12 August 2016
  • Updated: 12 August 2016, 11:36 PM IST

Sports

Latest News

ଭୁବନେଶ୍ୱର: ଲୋକସଭାରେ କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନଙ୍କ ବିରୋଧରେ ବିଜେଡି ଆଣିଥିବା ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଖାରଜ ହୋଇଯାଇଛି। ବିଜେଡିର ତିନି ସାଂସଦ ଭର୍ତ୍ତୃହରି ମହତାବ, ନଗେନ୍ଦ୍ର ପ୍ରଧାନ ଓ ପ୍ରଭାସ ସିଂ ଏହି ନୋଟିସ୍ ଦେଇଥିଲେ। ତେବେ ବାଚସ୍ପତି ସୁମିତ୍ରା ମହାଜନ ଏହାକୁ ଖାରଜ କରି ଦେଇଛନ୍ତି। ଏହାକୁ ନେଇ ବିଜେଡି ଅସନ୍ତୋଷ ପ୍ରକାଶ କରିଛି।

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବାଲ୍ୟାନ ଲୋକସଭାରେ ଭୁଲ ତଥ୍ୟ ରଖିଥିବା ଅଭିଯୋଗ ଆଣି ବିଜେଡି ସାଂସଦମାନେ ତାଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆଣିଥିଲେ।

ଗତ ଜୁଲାଇ ୨୬ ତାରିଖରେ ବାଲ୍ୟାନ ଲୋକସଭାରେ କହିଥିଲେ ଯେ  ୨୦୦୬ରେ କେଲୋ ପ୍ରକଳ୍ପର ଡିପିଆର୍ ଓଡ଼ିଶା ସରକାରଙ୍କୁ ପଠାଯାଇଥିଲା। ୨୦୦୯ରେ ଏହି ପ୍ରକଳ୍ପ ଅନୁମୋଦନ ପାଇଥିଲା।

ଓଡ଼ିଶା ସରକାରଙ୍କ ପକ୍ଷରୁ ତାଙ୍କର ଏହି ମନ୍ତବ୍ୟକୁ ବିରୋଧ କରାଯାଇଥିଲା। ତା’ପରେ ସେ କହିଥିଲେ ଯେ ଛତିଶଗଡ଼ ସରକାରଙ୍କ ସୂଚନା ଆଧାରରେ ସେ ଏହି ତଥ୍ୟ ଲୋକସଭାରେ ଉପସ୍ଥାପନ କରିଥିଲେ।

ସ୍ୱାଧିକାର ଭଙ୍ଗ ନୋଟିସ୍‌ ଖାରଜ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ପ୍ରଭାସ ସିଂ। ସେ କହିଛନ୍ତି, “କେନ୍ଦ୍ର ଜଳ ସମ୍ପଦ ରାଷ୍ଟ୍ରମନ୍ତ୍ରୀଙ୍କ ବିରୋଧରେ ଅଣାଯାଇଥିବା ସ୍ୱାଧିକାର ଭଙ୍ଗ ନୋଟସ୍‌କୁ ବାଚସ୍ପତି ଅଗ୍ରାହ୍ୟ କରିଛନ୍ତି, ଏଥିରେ ଆମେ ସନ୍ତୁଷ୍ଟ ନାହୁଁ।”

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, “ସ୍ୱାଧୀକାର ଭଙ୍ଗ ଏକ ଚାଲ୍‌, ମହାନଦୀର ମହାମିଛରେ ବିଜେଡି ଫସିଯାଇଛି। ବିଜେଡି ମହାନଦୀ ପାଣିରେ ଭାସିଯିବେ।”

ଛତିଶଗଡର ପ୍ରକଳ୍ପ ଅନୁଧ୍ୟାନ କରି ଫେରିବା ପରେ ବିଜେଡି ପ୍ରତିନିଧି ଦଳର ଏକ ବୈଠକ ବସିଥିଲା। ମୁଖ୍ୟମନ୍ତ୍ରୀଙ୍କୁ କଣ ରିପୋର୍ଟ ଦିଆଯିବ ସେ ନେଇ ବୈଠକରେ ଆଲୋଚନା ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story