ପସ୍କୋ ତ ପଳେଇଲା, ଏବେ ଦୋଷ ଠେଲାଠେଲି

ଭୁବନେଶ୍ୱର: ରାଜ୍ୟରୁ ପସ୍କୋ ପଳାଇଲା। ଏଥିପାଇଁ ଜଗତସିଂହପୁରରେ କେତେ ଲୋକ କ୍ଷତିଗ୍ରସ୍ତ ହେଲେ। ଏପରି ସ୍ଥଳେ ରାଜ୍ୟ ଓ କେନ୍ଦ୍ର ପରସ୍ପରକୁ ଦୋଷ ଠେଲାଠେଲି ହେଉଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୈଧୁରୀ ବୀରେନ୍ଦ୍ର ସିଂହ କହିଛନ୍ତି-“ପସ୍କୋ କମ୍ପାନୀ ପାଇଁ ଜମି ଅଧିଗ୍ରହଣ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ମାତ୍ର କମ୍ପାନୀ ପାଇଁ ଆବଶ୍ୟକ ଜମି ରାଜ୍ୟ ସରକାର ଯୋଗାଇ ପାରିଲେ ନାହିଁ। ସେଥିପାଇଁ ପସ୍କୋ କମ୍ପାନୀ ହୋଇପାରିଲା ନାହିଁ। […]

vlcsnap-2017-06-16-19h17m04s890-750x430

vlcsnap-2017-06-16-19h17m04s890-750x430

Rakesh Mallick
  • Published: Friday, 16 June 2017
  • Updated: 16 June 2017, 08:55 PM IST

ଭୁବନେଶ୍ୱର: ରାଜ୍ୟରୁ ପସ୍କୋ ପଳାଇଲା। ଏଥିପାଇଁ ଜଗତସିଂହପୁରରେ କେତେ ଲୋକ କ୍ଷତିଗ୍ରସ୍ତ ହେଲେ। ଏପରି ସ୍ଥଳେ ରାଜ୍ୟ ଓ କେନ୍ଦ୍ର ପରସ୍ପରକୁ ଦୋଷ ଠେଲାଠେଲି ହେଉଛନ୍ତି।

ଆଜି ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୈଧୁରୀ ବୀରେନ୍ଦ୍ର ସିଂହ କହିଛନ୍ତି-“ପସ୍କୋ କମ୍ପାନୀ ପାଇଁ ଜମି ଅଧିଗ୍ରହଣ କରିବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ମାତ୍ର କମ୍ପାନୀ ପାଇଁ ଆବଶ୍ୟକ ଜମି ରାଜ୍ୟ ସରକାର ଯୋଗାଇ ପାରିଲେ ନାହିଁ। ସେଥିପାଇଁ ପସ୍କୋ କମ୍ପାନୀ ହୋଇପାରିଲା ନାହିଁ। ଏହାଛଡ଼ା ପସ୍କୋ ଯିବା ପଛରେ ଅନେକ ସମସ୍ୟା ରହିଛି।”

ଏବେ ଷ୍ଚିଲ କମ୍ପାନୀ କ୍ଷେତ୍ରରେ ଏଫଡିଆଇକୁ କେନ୍ଦ୍ର ସରକାର ସ୍ୱାଗତ କରୁଥିବା ନେଇ ସେ କହିଛନ୍ତି-“ଆଗକୁ ଦେଶରେ ଷ୍ଟିଲ ଉତ୍ପାଦନ ୩୦୦ ମଲିୟନ ଟନ୍ ବୃଦ୍ଧି କରିବାକୁ ଲକ୍ଷ୍ୟ ଥିବା ବେଳେ କେବଳ ଓଡିଶାର କଳିଙ୍ଗ ନଗରରୁ ୨୦ ପ୍ରତିଶତ ଉତ୍ପାଦନ ଲକ୍ଷ୍ୟ ରଖାଯାଇଛି।”

କେନ୍ଦ୍ରମନ୍ତ୍ରୀଙ୍କ ଏପରି ବୟାନକୁ ରାଜ୍ୟ ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି-“କାରଖାନା ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କରି ପସ୍କୋକୁ ହସ୍ତାନ୍ତର କରାଯାଇଥିଲା। ତେବେ ଖଣି ପାଇବା ପାଇଁ ପସ୍କୋ ନିଲାମୀ ପ୍ରକ୍ରିୟାରେ ସାମିଲ ନହୋଇ ପ୍ରକଳ୍ପରୁ ଓହରି ଯାଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story