ସାଂଗଠନିକ ନିର୍ବାଚନ ନେଇ ଆଜିଠାରୁ ରାଜ୍ୟ ବିଜେପିର ମାରାଥନ ବୈଠକ

ଭୁବନେଶ୍ୱର: ସହମତି ଭିତ୍ତିରେ ସାଂଗଠନିକ ନିର୍ବାଚନ କରିବାକୁ ରାଜ୍ୟ ବିଜେପି କସରତ କରୁଛି।  ନିର୍ବାଚନ ପ୍ରକିୟା ଆଗକୁ ନେବାକୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ମାରାଥନ ବୈଠକ ବସିବ। ୪ଦିନ ଧରି ଏହି ବୈଠକ ଚାଲିବ। ବୈଠକରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରୀୟ ସଂଗଠନର ଯୁଗ୍ମ ସାଧରଣ ସଂପାଦକ ସୌଦାନ ସିଂ ଓ ରାଜ୍ୟ ନେତୃବୃନ୍ଦ ଯୋଗ ଦେବେ। ବିଶେଷ କରି ଜିଲ୍ଲା ସଭାପତି ଚୟନକୁ ଚୂଡାନ୍ତ କରିବାକୁ ଏଥିରେ ଆଲୋଚନା ହେବ। ଦଳର ୩୬ଟି […]

BJP-1 (1)

BJP-1 (1)

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 02:40 AM IST

ଭୁବନେଶ୍ୱର: ସହମତି ଭିତ୍ତିରେ ସାଂଗଠନିକ ନିର୍ବାଚନ କରିବାକୁ ରାଜ୍ୟ ବିଜେପି କସରତ କରୁଛି।  ନିର୍ବାଚନ ପ୍ରକିୟା ଆଗକୁ ନେବାକୁ ଆଜି ରାଜ୍ୟ କାର୍ଯ୍ୟାଳୟରେ ମାରାଥନ ବୈଠକ ବସିବ। ୪ଦିନ ଧରି ଏହି ବୈଠକ ଚାଲିବ। ବୈଠକରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରୀୟ ସଂଗଠନର ଯୁଗ୍ମ ସାଧରଣ ସଂପାଦକ ସୌଦାନ ସିଂ ଓ ରାଜ୍ୟ ନେତୃବୃନ୍ଦ ଯୋଗ ଦେବେ। ବିଶେଷ କରି ଜିଲ୍ଲା ସଭାପତି ଚୟନକୁ ଚୂଡାନ୍ତ କରିବାକୁ ଏଥିରେ ଆଲୋଚନା ହେବ। ଦଳର ୩୬ଟି ସାଂଗଠନିକ ଜିଲ୍ଲା ଭିତରୁ ୯ଟି ଜିଲ୍ଲାର ସଭାପତି ଚୟନ ନେଇ ଆଲୋଚନା କରାଯିବାର ସମ୍ଭାବନା ରହିଛି। ଜିଲ୍ଲା ସଭାପତି ନିର୍ବାଚନ ପରେ ରାଜ୍ୟ ସଭାପତି ଚୟନ ହେବ। ସବୁ ନିର୍ବାଚନକୁ ସହମତି ଭିତ୍ତିରେ କରିବା ପାଇଁ ରାଜ୍ୟ ବିଜେପି ବାରମ୍ୱାର ବୈଠକ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story