ଜଣେ ନାରାୟଣଙ୍କୁ ଜବାବ ଦେବା ପାଇଁ ବିଜେପୁରରେ ଶହଶହ ନାରାୟଣ ଅଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାରାୟଣଙ୍କ ମାୟା କେହି ଜାଣିପାରିଲେ ନାହିଁ। କାହା ମାୟାରେ ପଡ଼ି ଚାଲିଗଲେ ନାରାୟଣ। ଆମେ ଏଠି ଭଗବାନ ନାରାୟଣଙ୍କ କଥା କହୁନାହୁଁ। ଆମେ କହୁଛୁ ବରଗଡ଼ିଆ ନାରାୟଣ ସାହୁଙ୍କ କଥା। ସିଏ ଦଳ ଛାଡ଼ିବା ପରେ ଜଣେ ପରେ ଜଣେ ପଦ୍ମ ଦଳିଆ ନେତା ତାଙ୍କ ଉପରେ ବର୍ଷୁଛନ୍ତି। ରାଜ୍ୟ ମୁଖିଆ ବସନ୍ତ ପଣ୍ଡା ଓ ମୁଖପାତ୍ର ସଜ୍ଜନ ଶର୍ମାଙ୍କ ପରେ ଆଜି ସମୀର ମହାନ୍ତି ନାରାୟଣଙ୍କ ବିରୋଧରେ ଗର୍ଜିଛନ୍ତି। ସେ କହିଛନ୍ତି-“ବରଗଡ଼ ପୂର୍ବତନ […]

samir mohanty tanget narayan and susant

samir mohanty tanget narayan and susant

Rakesh Mallick
  • Published: Wednesday, 22 November 2017
  • Updated: 22 November 2017, 07:08 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାରାୟଣଙ୍କ ମାୟା କେହି ଜାଣିପାରିଲେ ନାହିଁ। କାହା ମାୟାରେ ପଡ଼ି ଚାଲିଗଲେ ନାରାୟଣ। ଆମେ ଏଠି ଭଗବାନ ନାରାୟଣଙ୍କ କଥା କହୁନାହୁଁ। ଆମେ କହୁଛୁ ବରଗଡ଼ିଆ ନାରାୟଣ ସାହୁଙ୍କ କଥା। ସିଏ ଦଳ ଛାଡ଼ିବା ପରେ ଜଣେ ପରେ ଜଣେ ପଦ୍ମ ଦଳିଆ ନେତା ତାଙ୍କ ଉପରେ ବର୍ଷୁଛନ୍ତି। ରାଜ୍ୟ ମୁଖିଆ ବସନ୍ତ ପଣ୍ଡା ଓ ମୁଖପାତ୍ର ସଜ୍ଜନ ଶର୍ମାଙ୍କ ପରେ ଆଜି ସମୀର ମହାନ୍ତି ନାରାୟଣଙ୍କ ବିରୋଧରେ ଗର୍ଜିଛନ୍ତି।

ସେ କହିଛନ୍ତି-“ବରଗଡ଼ ପୂର୍ବତନ ବିଜେପି ସଭାପତି ନାରାୟଣ ସାହୁ ଦଳକୁ ଛାଡ଼ି ଯାଇନାହାନ୍ତି ଜିଲ୍ଲାର ଆତ୍ମହତ୍ୟା କରିଥିବା ଚାଷୀଙ୍କୁ ଧୋକ୍କା ଦେଇଛନ୍ତି। ଏହା ପଛରେ ଏକ ବଡ଼ ଡିଲ୍‌ ହୋଇଛି। ଏହି ଡିଲ୍‌ରେ ମନ୍ତ୍ରୀ ସୁଶାନ୍ତ ସିଂହ ସଫଳ ହୋଇଛନ୍ତି। ସେହି ଡିଲ୍‌ରେ ନାରାୟଣଙ୍କ ପୁଅକୁ ମୁକ୍ତି ଓ ଅର୍ଥର ବ୍ୟବସ୍ଥା ରହିଛି। ଏପରିକି ପ୍ରଶାସନ ପାଖରେ ପ୍ରିୟପାତ୍ର ହେବାର ଯୋଜନା ମଧ୍ୟ କରାଯାଇଛି।’’

ନାରାୟଣ ସାହୁ ଗଲା ପରେ ଦଳ ଉପରେ କିଛି ପ୍ରଭାବ ପଡିବ କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି-“ନାରାୟଣ ଗଲେ ଦଳ ଉପରେ କିଛି ପଡ଼ିବ ନାହିଁ। କାରଣ ବିଜେପି ବିଚାର ଆଧାରିତ ଦଳ। ଏଥିରେ ବିଚାରକୁ ଭଲ ପାଉଥିବା ଲୋକ ଅଛନ୍ତି। ଯେଉଁ ବ୍ୟକ୍ତି ଦଳ ଛାଡ଼ି ଗଲେ, ତାଙ୍କ ଚରିତ୍ରକୁ ଦେଖିଲେ ସିଏ ବିଚାର ପାଇଁ ନଥିଲେ। ସେ କ୍ଷମତା ସର୍ବସ୍ୱ ଭାବି ଥିଲେ। ଏବେ ତାଙ୍କ ଅସଲ ଚେହେରା ପ୍ରକାଶ ପାଇଗଲା। ଜଣେ ନାରାୟଣ ଜବାବ ଦେବା ପାଇଁ ଶହଶହ ନାରାୟଣ ବିଜେପୁରରେ ଅଛନ୍ତି। ଆଗାମୀ ନିର୍ବାଚନରେ ସେମାନେ ତାହାର ଉତ୍ତର ଦେବେ।”

ସେ କହିଛନ୍ତି-“ବରଗଡ଼ ଜିଲ୍ଲାରେ ଚାଷୀ ବୃନ୍ଦାବନ ସାହୁଙ୍କ ହତ୍ୟାକାରୀଙ୍କ ସହିତ ହାତ ମିଳାଇଛନ୍ତି ନାରାୟଣ। ଏହା ବେଇମାନି ଛନା ଅନ୍ୟ କିଛି ନୁହେଁ। ନବୀନ ପଟ୍ଟନାୟକ ଚାଷୀଙ୍କୁ ଠକିଛନ୍ତି ବୋଲି ଯେଉଁ ବ୍ୟକ୍ତି କହୁଥିଲେ, ଆଜି ସିଏ ଯଦି ଏମ୍‌ଏସ୍‌ପି ଓ ଚାଷୀଙ୍କ କଥା କହିବେ, ଇଏ ସୈତାନ ମୁହଁରେ ବେଦବାଣୀ ନୁହେଁତ ଆଉ କଣ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story