ଶତ୍ରୁଘ୍ନ ସିହ୍ନାଙ୍କ ଗୁଗ୍‌ଲି: ଆଡଭାନୀ ସବୁଠୁ ବେଷ୍ଟ୍‌ ରାଷ୍ଟ୍ରପତି ପ୍ରାର୍ଥୀ

ଭୁବନେଶ୍ୱର: ରାଷ୍ଟ୍ରପତି ହେବା ପାଇଁ ଲାଲ୍‌କୃଷ୍ଣ ଆଡ଼ଭାନୀ ସବୁଠାରୁ ଯୋଗ୍ୟ ବ୍ୟକ୍ତି। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏମିତି ଗୁଗ୍‌ଲି ମାରିଛନ୍ତି ବିଜେପିର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା। ଭୁବନେଶ୍ୱର ଗସ୍ତରେ ଆସିଥିବା ବେଳେ ସେ ଆଜି କହିଛନ୍ତି,“ଆଡଭାନୀ ଦେଶର ସର୍ବଶ୍ରେଷ୍ଠ ନେତା। ତାଙ୍କ ବିରୋଧରେ ବାବ୍ରି ମସଜିଦ୍ ଭଙ୍ଗା ନେଇ ମାମଲା ଚାଲିଥିଲେ ମଧ୍ୟ ରାଷ୍ଟ୍ରପତି ହେବା ପଥରେ ଅନ୍ତରାୟ ସାଜିବା କଥା ନୁହେଁ। କାରଣ ଏପରି ମାମଲା ଅନେକ ଲୋକଙ୍କ ବିରୋଧରେ ଚାଲିଛି। ଆଇନ୍ ତା’ […]

shatrughan-story_647_102515021842

shatrughan-story_647_102515021842

Rakesh Mallick
  • Published: Saturday, 17 June 2017
  • Updated: 17 June 2017, 11:10 PM IST

Sports

Latest News

ଭୁବନେଶ୍ୱର: ରାଷ୍ଟ୍ରପତି ହେବା ପାଇଁ ଲାଲ୍‌କୃଷ୍ଣ ଆଡ଼ଭାନୀ ସବୁଠାରୁ ଯୋଗ୍ୟ ବ୍ୟକ୍ତି। ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏମିତି ଗୁଗ୍‌ଲି ମାରିଛନ୍ତି ବିଜେପିର ବରିଷ୍ଠ ନେତା ଶତ୍ରୁଘ୍ନ ସିହ୍ନା।

ଭୁବନେଶ୍ୱର ଗସ୍ତରେ ଆସିଥିବା ବେଳେ ସେ ଆଜି କହିଛନ୍ତି,“ଆଡଭାନୀ ଦେଶର ସର୍ବଶ୍ରେଷ୍ଠ ନେତା। ତାଙ୍କ ବିରୋଧରେ ବାବ୍ରି ମସଜିଦ୍ ଭଙ୍ଗା ନେଇ ମାମଲା ଚାଲିଥିଲେ ମଧ୍ୟ ରାଷ୍ଟ୍ରପତି ହେବା ପଥରେ ଅନ୍ତରାୟ ସାଜିବା କଥା ନୁହେଁ। କାରଣ ଏପରି ମାମଲା ଅନେକ ଲୋକଙ୍କ ବିରୋଧରେ ଚାଲିଛି। ଆଇନ୍ ତା’ ବାଟରେ ଯିବ।”

ରାଷ୍ଟ୍ରପତି ନିର୍ବାଚନ ବ୍ୟତୀତ ବିଜୁ ପଟ୍ଟନାୟକ ଓ ରଜନୀକାନ୍ତଙ୍କ ସଂପର୍କରେ ମଧ୍ୟ ନିଜର ମତ ରଖିଛନ୍ତି ଶତ୍ରଘ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos