ବିଜେପି ଜାତୀୟ କାର୍ଯ୍ୟକାରିଣୀର ଦ୍ୱିତୀୟ ଦିନ, ହେବ ମାନସ ମନ୍ଥନ

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀର ଆଜି ଦ୍ୱିତୀୟ ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହା ଓ କାର୍ଯ୍ୟକାରିଣୀ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ମାନସ ମନ୍ଥନ କରିବେ।  ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଓ ଗୁଜରାଟ ବିଧାନସଭା ନିର୍ବାଚନ ଅମିତଙ୍କ ଏଜେଣ୍ଡାର ଆଗରେ ରହିଛି। ଏହି ରାଜ୍ୟରେ ବିଜେପିକୁ କ୍ଷମତାସୀନ କରିବାକୁ ଦଳ ସଂକଳ୍ପ ନେଇଛି। ସେହିପରି ୨୦୧୯ରେ ଓଡ଼ିଆରେ ପଦ୍ମ ଫୁଟାଇବାକୁ ଲକ୍ଷ୍ୟ ରଖିଛି ବିଜେପି। ଗତକାଲି […]

bjp

bjp

Rakesh Mallick
  • Published: Sunday, 16 April 2017
  • Updated: 16 April 2017, 09:28 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀର ଆଜି ଦ୍ୱିତୀୟ ଦିନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ ଶାହା ଓ କାର୍ଯ୍ୟକାରିଣୀ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗରେ ମାନସ ମନ୍ଥନ କରିବେ।  ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଓ ଗୁଜରାଟ ବିଧାନସଭା ନିର୍ବାଚନ ଅମିତଙ୍କ ଏଜେଣ୍ଡାର ଆଗରେ ରହିଛି। ଏହି ରାଜ୍ୟରେ ବିଜେପିକୁ କ୍ଷମତାସୀନ କରିବାକୁ ଦଳ ସଂକଳ୍ପ ନେଇଛି। ସେହିପରି ୨୦୧୯ରେ ଓଡ଼ିଆରେ ପଦ୍ମ ଫୁଟାଇବାକୁ ଲକ୍ଷ୍ୟ ରଖିଛି ବିଜେପି।

ଗତକାଲି ଅମିତ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ନବୀନ ସରକାରର କୁଶାସନ ଯୋଗୁଁ ଓଡ଼ିଶା ପଛରେ ପଡ଼ିଥିବା କହିଥିଲେ। ବିଜେପି ଶାସନକୁ ଆସିଲେ ଲୋକଙ୍କ ସପ୍ନ ପୂରଣ ହେବ ବୋଲି କହିଥିଲେ ଅମିତ। ଏସବୁ  ବିଷୟ ବ୍ୟତୀତ ଦେଶର ସାଂପ୍ରତିକ ରାଜନୈତିକ, ଆର୍ଥିକ ଓ ସାମାଜିକ ପ୍ରସଙ୍ଗ ଉପରେ ବୈଠକରେ ଚର୍ଚ୍ଚା ହେବାର ସମ୍ଭାବନା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story