ବିଜେପି ଜାତୀୟ କାର୍ଯ୍ୟକାରିଣୀ ପାଇଁ ଆଜି ଭୁବନେଶ୍ୱରରେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀ ଲାଗି ଆଜି ଭୁବନେଶ୍ୱରରେ ବସିବ ପ୍ରସ୍ତୁତି ବୈଠକ। ଆଜିର ଏହି ପ୍ରସ୍ତୁତି ବୈଠକରେ ବିଜେପିର ବରିଷ୍ଠ ନେତା ସୌଦାନ ସିଂ ଓ ଅରୁଣ ସିଂ ପ୍ରମୁଖ ଯୋଗ ଦେବେ। ପଞ୍ଚାୟତ ନିର୍ବାଚନ ଓ ୪ଟି ରାଜ୍ୟରେ ସଫଳତା ପରେ ଏବେ ବିଜେପି ଟାର୍ଗେଟରେ ଓଡ଼ିଶା ରହିଛି। ତେଣୁ ଓଡ଼ିଶାରେ ଏପ୍ରିଲ ୧୫ ଓ ୧୬ ଭୁବନେଶ୍ୱରରେ ଦଳର ଜାତୀୟ କାର୍ଯ୍ୟକାରିଣୀ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। କାର୍ଯ୍ୟକାରିଣୀରେ […]

bbsr

bbsr

Rakesh Mallick
  • Published: Sunday, 26 March 2017
  • Updated: 26 March 2017, 02:18 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ବିଜେପି ଜାତୀୟ କାର୍ଯ୍ୟକାରିଣୀ ଲାଗି ଆଜି ଭୁବନେଶ୍ୱରରେ ବସିବ ପ୍ରସ୍ତୁତି ବୈଠକ। ଆଜିର ଏହି ପ୍ରସ୍ତୁତି ବୈଠକରେ ବିଜେପିର ବରିଷ୍ଠ ନେତା ସୌଦାନ ସିଂ ଓ ଅରୁଣ ସିଂ ପ୍ରମୁଖ ଯୋଗ ଦେବେ। ପଞ୍ଚାୟତ ନିର୍ବାଚନ ଓ ୪ଟି ରାଜ୍ୟରେ ସଫଳତା ପରେ ଏବେ ବିଜେପି ଟାର୍ଗେଟରେ ଓଡ଼ିଶା ରହିଛି। ତେଣୁ ଓଡ଼ିଶାରେ ଏପ୍ରିଲ ୧୫ ଓ ୧୬ ଭୁବନେଶ୍ୱରରେ ଦଳର ଜାତୀୟ କାର୍ଯ୍ୟକାରିଣୀ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି। କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଓ ବିଜେଡି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଦଳର ଅନେକ ହେବିୱେଟ୍‌ ନେତା ଯୋଗ ଦେବେ। ଉତ୍ତରପ୍ରଦେଶରେ ବିଜେପିର ଅଦ୍ଭୁତପୂର୍ବ ସଫଳତା ପରେ ଦଳ ଓଡ଼ିଶାରେ ଏହି ସଫଳତା ହାସଲ ଲାଗି ଉଦ୍ୟମ କରୁଛି। ଏଥିପାଇଁ ମିଶନ୍‌ ୨୦୧୯କୁ ଲକ୍ଷ୍ୟ ରଖି ଦଳ ବୁଥ୍‌ ସ୍ତରୀୟ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଲାଗି ଯୋଜନା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story