କାଲି ଜାତୀୟ କାର୍ଯ୍ୟକାରିଣୀ, ଆଜି ଆସିବେ ଅମିତ ଶାହା

ଭୁବନେଶ୍ୱର: ଆସନ୍ତାକାଲି ବିଜେପି ଜାତୀୟ କାର୍ଯ୍ୟକାରିଣୀ। ଏଥିରେ ଭାଗ ନେବା ଲାଗି ଆଜି ଭୁବନେଶ୍ୱର ଆସିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଆଜି ଅପରାହ୍ନ ୧ଟା ୧୦ରେ ସେ ଭୁବନେଶ୍ୱରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।  ପରେ ସେ  ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ସେଠାରୁ ସେ ରାଜ୍ୟ କାର୍ଯ୍ୟାଳୟକୁ ଯିବେ ଓ ଓଡ଼ିଆ ନବବର୍ଷ ପାଳନ କରିବେ । ସନ୍ଧ୍ୟାରେ ରାଜ୍ୟରେ ତୁଙ୍ଗନେତାଙ୍କ ସହ ବି ନିଭୃତ ଆଲୋଚନା କରିବେ […]

amit shaha

amit shaha

Rakesh Mallick
  • Published: Friday, 14 April 2017
  • Updated: 14 April 2017, 01:54 PM IST

Sports

Latest News

ଭୁବନେଶ୍ୱର: ଆସନ୍ତାକାଲି ବିଜେପି ଜାତୀୟ କାର୍ଯ୍ୟକାରିଣୀ। ଏଥିରେ ଭାଗ ନେବା ଲାଗି ଆଜି ଭୁବନେଶ୍ୱର ଆସିବେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଆଜି ଅପରାହ୍ନ ୧ଟା ୧୦ରେ ସେ ଭୁବନେଶ୍ୱରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି।  ପରେ ସେ  ଏଜି ଛକରେ ଥିବା ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ସେଠାରୁ ସେ ରାଜ୍ୟ କାର୍ଯ୍ୟାଳୟକୁ ଯିବେ ଓ ଓଡ଼ିଆ ନବବର୍ଷ ପାଳନ କରିବେ । ସନ୍ଧ୍ୟାରେ ରାଜ୍ୟରେ ତୁଙ୍ଗନେତାଙ୍କ ସହ ବି ନିଭୃତ ଆଲୋଚନା କରିବେ ବୋଲି ଜଣାପଡ଼ିଛି।

ଜାତୀୟ କାର୍ଯ୍ୟକାରିଣୀ ପାଇଁ ରାଜଧାନୀ ମୋଦିମୟ ହୋଇପଡ଼ିଛି। ସହରର ପ୍ରମୁଖ ସ୍ଥାନରେ ସ୍ଥାନରେ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ କଟ୍‌ଆଉଟ୍‌ ଲାଗିଛି। ବିମାନବନ୍ଦରରୁ ରାଜଭବନ ଦେଇ ଜନତା ମଇଦାନ ପର୍ଯ୍ୟନ୍ତ ଛାଇ ହୋଇଯାଇଛି। ଗେରୁଆ ପତାକା। ରାଜଧାନୀର ପ୍ରମୁଖ ଛକରେ ବିଜେପି ଶାସିତ ରାଜ୍ୟର ୧୩ ମୁଖ୍ୟମନ୍ତ୍ରୀଙ୍କ ହୋର୍ଡିଂ ବି ଲଗାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story