ବିଜେପିର ଯୁଦ୍ଧଂଦେହି ଡାକରା: ଏକ ଲକ୍ଷ ଲୋକଙ୍କୁ ନେଇ ନଭେମ୍ବରରେ କରିବ ବିଧାନସଭା ଘେରାଉ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛି ବିଜେପି। ସମୟ ଆସିଛି ଓଡ଼ିଶାର ଗରିବ ଲୋକଙ୍କୁ ସାଙ୍ଗରେ ଦେଇ ସଂଘର୍ଷକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛି ଦଳ। ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ପ୍ରତିବାଦରେ ସେପ୍ଟେମ୍ୱର ୧୫ରୁ ୨୦ ତାରିଖରେ ସବୁ ଜିଲ୍ଲାର ସଦର ମହକୁମାରେ ବିକ୍ଷୋଭ କରାଯିବ ବୋଲି ଆଜି ବିଜେପି ସର୍ବଭାରତୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂ କହିଛନ୍ତି। ଏହାସହ ନଭେମ୍ବରରେ ଏକ ଲକ୍ଷ ଲୋକଙ୍କୁ ନେଇ ବିଧାନସଭା […]

bjp

bjp

Rakesh Mallick
  • Published: Friday, 05 August 2016
  • Updated: 05 August 2016, 03:25 PM IST

Sports

Latest News

bjpଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିରୋଧରେ ଯୁଦ୍ଧଂଦେହି ଡାକରା ଦେଇଛି ବିଜେପି। ସମୟ ଆସିଛି ଓଡ଼ିଶାର ଗରିବ ଲୋକଙ୍କୁ ସାଙ୍ଗରେ ଦେଇ ସଂଘର୍ଷକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଛି ଦଳ। ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ପ୍ରତିବାଦରେ ସେପ୍ଟେମ୍ୱର ୧୫ରୁ ୨୦ ତାରିଖରେ ସବୁ ଜିଲ୍ଲାର ସଦର ମହକୁମାରେ ବିକ୍ଷୋଭ କରାଯିବ ବୋଲି ଆଜି ବିଜେପି ସର୍ବଭାରତୀୟ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂ କହିଛନ୍ତି। ଏହାସହ ନଭେମ୍ବରରେ ଏକ ଲକ୍ଷ ଲୋକଙ୍କୁ ନେଇ ବିଧାନସଭା ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସେ କହିଛନ୍ତି, “ଚିଟ୍‌ଫଣ୍ଡ ଦୁର୍ନୀତିରେ ସାଂସଦ ଓ ବିଧାୟକଙ୍କ ସମ୍ପୃକ୍ତି, ରାସନକାର୍ଡ ଦୁର୍ନୀତି, ରାଜ୍ୟରେ ଡାକ୍ତର ଅଭାବ ଓ ଆଇନଶୃଙ୍ଖଳା ପରିସ୍ଥିତିନୁ ନେଇ ଦଳ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି। ଓଡ଼ିଶାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଯାଇଛି। କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ରମଣ କରାଯାଇଛି। ବିଜେପି କର୍ମୀଙ୍କ ବିରୋଧରେ ୩୦୭ ଦଫା ଲଗାଯାଇ ଜେଲ୍‌ରେ ଭର୍ତ୍ତି କରାଯାଉଛି। ଏପରିକି ଶାନ୍ତିପୂର୍ଣ୍ଣ ପ୍ରତିବାଦ ବେଳେ ଆମ କର୍ମୀଙ୍କୁ ଗୋଇଠା ମରାଯାଉଛି। ଏହା ଅତ୍ୟନ୍ତ ନିନ୍ଦନୀୟ। ଏଠାରେ ମହିଳାମାନେ ସୁରକ୍ଷିତ ନାହାନ୍ତି। ବିଭିନ୍ନ ସ୍ଥାନରୁ ମହିଳାମାନଙ୍କୁ ନିର୍ଯାତନା ଦିଆଯାଉଥିବାର ଅଭିଯୋଗ ଆସୁଛି।”

ସେ ଆହୁରି କହିଛନ୍ତି, “୨୦୧୫-୧୬ ବର୍ଷରେ ଅପରାଧ ବହୁ ପରିମାଣରେ ବଢିଛି। ରାଜ୍ୟରେ ବଳାତ୍କାର ଘଟଣା ୧୩ ପ୍ରତିଶତ ବୃଦ୍ଧି ପାଇଛି। ଅପରାଧ ୧୦ ପ୍ରତିଶତ ବଢିଥିବା ବେଳେ ମହିଳାଙ୍କୁ ଉପରେ ନିର୍ଯାତନା ୮ ପ୍ରତିଶତ ବୃଦ୍ଧି ପାଇଛି। ଚିଟ୍‌ଫଣ୍ଡ ଘୋଟାଲାରେ ୨୦ ଲକ୍ଷ ଜମାକାରୀଙ୍କ ଟଙ୍କା ସରକାରଙ୍କ ଲୋକ ଖାଇ ଯାଇଛନ୍ତି। ଏପରି ୪୮ ଜଣ ମନ୍ତ୍ରୀ, ସାଂସଦ ଓ ବିଧାୟକ ଅଛନ୍ତି ଯେଉଁମାନଙ୍କର କୌଣସି ନା କୌଣସି ପ୍ରକାରେ ଚିଟ୍‌ଫଣ୍ଡ ସହ ସମ୍ପୃକ୍ତି ଅଛନ୍ତି। ବିଜେଡି ଅହଂକାରୀ ହୋଇଗଲାଣି। ଏବେ ତା’ର ଅନ୍ତ ଆଡ଼କୁ ଅଗ୍ରସର ହେଉଛି। ଆଦିବାସୀଙ୍କୁ ହତ୍ୟା, ମହିଳାଙ୍କ ଉପରେ ଅତ୍ୟାଚାର, ଚିଟ୍‌ଫଣ୍ଡ ଦୁର୍ନୀତି, ରାସନ୍‌କାର୍ଡ ଘୋଟାଲାକୁ ନେଇ ବିଜେପି ଅପାରଗ ରାଜ୍ୟ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ।”

ସେ ଆହୁରି କହିଛନ୍ତି, ଓଡ଼ିଶାରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇଯାଇଛି। ରାଜ୍ୟର ୧୦୨୬ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନାହାନ୍ତି। ଏଠାରେ ଗରିବ ଲୋକଙ୍କୁ ଔଷଧ ମିଳୁନାହିଁ।”

ଶୋଇଥିବା ଏହି ଅପାରଗ ସରକାର ନିଦ ଭାଙ୍ଗିବାକୁ ସବୁ ଜିଲ୍ଲାର ସଦର ମହକୁମାଠାରେ ବିକ୍ଷୋଭ କରାଯିବ। ନଭେମ୍ବରରେ ଲକ୍ଷେ ଲୋକଙ୍କୁ ନେଇ ବିଧାନସଭା ଘେରାଉ କରାଯିବ। ଏହାପରେ ବିଜେଡି ସରକାରର ‘ଓଲଟି ଗିଣତି’ ଆରମ୍ଭ ହୋଇଯିବ” ବୋଲି ଅରୁଣ କହିଛନ୍ତି।

ସେ ଆହୁରି କହିଛନ୍ତି, ବର୍ଷେ ପୂର୍ବରୁ ଏକାଠି ହୋଇ କାମ କରିବା ଓ ଓଡ଼ିଶାରେ ଶାସନ କରୁଥିବା ଅପାରଗ ସରକାରକୁ ତଡ଼ିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ପ୍ରକ୍ରିୟା ଶେଷ ହୋଇଛି। ଦଳ ତୃଣମୂଳ ସ୍ତରରୁ ସୁଦୃଢ ହୋଇସାରିଛି। ରାଜ୍ୟର ଗରିବ ଭାଇ, ଭଉଣୀଙ୍କୁ ନେଇ ଏବେ ସଂଘର୍ଷର ମାର୍ଗରେ ବିଜେପି ଚାଲିବ।”

ବିଜେପିର ଏହି କାର୍ଯ୍ୟକ୍ରମ ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଜେଡି କହିଛି। ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “ବିଜେପି ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ କିଛି କରୁନାହିଁ। କେବଳ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଚେଷ୍ଟା କରୁଛି। ଏହାର ପ୍ରଭାବ ଲୋକଙ୍କ ଉପରେ ପଡିବ ନାହିଁ। ଏପରି କାର୍ଯ୍ୟକ୍ରମ କରି ସେମାନେ ନିଜ ଉପସ୍ଥିତି ଜାହିର କରିବାକୁ ଚାହୁଁଛନ୍ତି।”

ସେ ଆହୁରି କହିଛନ୍ତି, “ବିଜେଡି ମହାନଦୀ ସମସ୍ୟାକୁ ଆନ୍ଦୋଳନ କରୁଥିବା ବେଳେ ତାଙ୍କ ପାଖରେ କୌଣସି ଇସ୍ୟୁ ନାହିଁ। ଲୋକମତକୁ ବିଭ୍ରାନ୍ତ କରିବାକୁ ଏପରି କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି।”

ଆସନ୍ତା ୯ରୁ ୩୦ ତାରିଖ ପର୍ଯ୍ୟନ୍ତ ବିଜେପି ସାରା ଦେଶରେ ‘ୟାଦ୍‌ କରୋ କୁର୍ବାନୀ’ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀମାନେ ରାଜ୍ୟର ବିଭିନ୍ନ ସଂଗ୍ରାମୀ ପୀଠକୁ ଆସିବେ ବୋଲି ଅରୁଣ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story