ମିଶନ ଓଡ଼ିଶା: ୨୦୧୯ ନିର୍ବାଚନରେ ୯ ଲୋକସଭା ଆସନ ଉପରେ ବିଜେପିର ନଜର

ଭୁବନେଶ୍ୱର: କେନ୍ଦ୍ରୀୟ ବିଜେପିର ଆଖି ଏବେ ଓଡ଼ିଶା ଉପରେ। ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୯ଟି ଲୋକସଭା ସିଟ୍‌ରେ ବିଜୟୀ ହେବାକୁ ଦଳ ଲକ୍ଷ୍ୟ ରଖିଛି। ଏଥିପାଇଁ ଅଙ୍କକଷା ଆରମ୍ଭ କରି ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ମିଶନକୁ ସଫଳ କରିବା ପାଇଁ ପ୍ରତିମାସରେ ରାଜ୍ୟ ବିଜେପିର କୋର କମିଟି ବୈଠକ ବସିବ ବୋଲି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ବିଜେପି ଆସନ୍ତା ଅକ୍ଟୋବର ୧୫ ତାରିଖରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ଶାହାଙ୍କ ପାଖକୁ ପଠାଇବ […]

odisha-bjp

odisha-bjp

Rakesh Mallick
  • Published: Monday, 12 September 2016
  • Updated: 12 September 2016, 10:57 PM IST

Sports

Latest News

odisha-bjpଭୁବନେଶ୍ୱର: କେନ୍ଦ୍ରୀୟ ବିଜେପିର ଆଖି ଏବେ ଓଡ଼ିଶା ଉପରେ। ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ ୯ଟି ଲୋକସଭା ସିଟ୍‌ରେ ବିଜୟୀ ହେବାକୁ ଦଳ ଲକ୍ଷ୍ୟ ରଖିଛି। ଏଥିପାଇଁ ଅଙ୍କକଷା ଆରମ୍ଭ କରି ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ମିଶନକୁ ସଫଳ କରିବା ପାଇଁ ପ୍ରତିମାସରେ ରାଜ୍ୟ ବିଜେପିର କୋର କମିଟି ବୈଠକ ବସିବ ବୋଲି ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ବିଜେପି ଆସନ୍ତା ଅକ୍ଟୋବର ୧୫ ତାରିଖରେ ଆକ୍ସନ ପ୍ଲାନ ପ୍ରସ୍ତୁତ କରି ଶାହାଙ୍କ ପାଖକୁ ପଠାଇବ ବୋଲି ଜଣାପଡିଛି।

ବରଗଡ଼, ବାଲେଶ୍ୱର, ଭୁବନେଶ୍ୱର, ବଲାଙ୍ଗୀର, ଢେଙ୍କାନାଳ, ସମ୍ବଲପୁର, କଳାହାଣ୍ଡି ଓ ମୟୂରଭଞ୍ଜ ଲୋକସଭା ଆସନ ଉପରେ ଏବେ ବିଜେପିର ନଜର। ୨୦୧୪ ନିର୍ବାଚନରେ ଏହି ୮ଟି ଲୋକସଭା ଆସନରେ ବିଜେପି ଦ୍ୱିତୀୟ ସ୍ଥାନରେ ଥିଲା। ଏକମାତ୍ର ସୁନ୍ଦରଗଡ଼ରେ ଦଳ ବିଜୟୀ ହୋଇଥିଲା। ସୁନ୍ଦରଗଡ଼ ସମେତ ଏହି ୮ଟି ଆସନକୁ ଫୋକସ୍‌ କରି ଏବେଠାରୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବାକୁ କେନ୍ଦ୍ରୀୟ ଅଧ୍ୟକ୍ଷ ଶାହା ରାଜ୍ୟ ବିଜେପିକୁ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ଶେଷ ସପ୍ତାହରେ ଦିଲ୍ଲୀରେ ସବୁ ରାଜ୍ୟର କୋର କମିଟି ବୈଠକରେ ଅମିତ ପ୍ରସ୍ତୁତ କରିଛନ୍ତି ବ୍ଲ୍ୟୁପ୍ରିଣ୍ଟ। ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟରେ ୧୧୫ଟି ଲୋକସଭା ଆସନରେ ଜିତିବାର ସମ୍ଭାବନା ଥିବାରୁ ସେଠାରେ ସଂଗଠନକୁ ସୁଦୃଢ କରିବାକୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ଅମିତ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି,“ଓଡ଼ିଶାକୁ ଫୋକସ୍‌ରେ ରଖାଯାଇଛି। ସଂଗଠନକୁ ବିସ୍ତାର କରାଯିବାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।”

ପୂର୍ବ ଭାରତରେ ଆସାମ ପରେ ଏବେ କେନ୍ଦ୍ରୀୟ ବିଜେପି ନେତାଙ୍କ ଆଖି ଓଡ଼ିଶା ଉପରେ ରହିଛି। କେନ୍ଦ୍ରମନ୍ତ୍ରୀମାନଙ୍କ ଘନ ଘନ ଓଡ଼ିଶା ଗସ୍ତ ମଧ୍ୟ ଏହାକୁ ପ୍ରମାଣିତ କରୁଛି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ବର୍ଷ ମଧ୍ୟରେ ୪ ଥର ଓଡ଼ିଶା ଗସ୍ତ କରିସାରିଲେଣି। ଅମିତ ଶାହା ମଧ୍ୟ ଆସିଛନ୍ତି। ସଦସ୍ୟ ସଂଗ୍ରହ ଅଭିଯାନ କରି ବୁଥ୍‌ ସ୍ତରରୁ ସଂଗଠନକୁ ମଜବୁଦ କରିବାକୁ ଦଳ ଯୋଜନା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story