ବିନା ଆଇନ୍‌ରେ ଚାଷୀଙ୍କୁ କେମିତି ଦିଆଯିବ ପ୍ୟାକେଜ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକରେ କ୍ଷତିଗ୍ରସ୍ତ ଭାଗ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବିନା ଆଇନ୍‌ରେ ଭାଗ ଚାଷୀଙ୍କୁ କିପରି ପ୍ୟାକେଜ ଦିଆଯିବ? ଏହା ପ୍ରତାରଣା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀ ହରିଚନ୍ଦନ କହିଛନ୍ତି-“ଚଳିତବର୍ଷ ଚାଷ ଜମିରେ ଚକଡ଼ା ଓ ଅନ୍ୟ ପୋକ ଲାଗିବ ବୋଲି କୃଷି ଗବେଷଣା କେନ୍ଦ୍ର ଏବଂ କୃଷି ମହାବିଦ୍ୟାଳୟ […]

biswabhusan harichandan

biswabhusan harichandan

Rakesh Mallick
  • Published: Friday, 10 November 2017
  • Updated: 10 November 2017, 05:03 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚକଡ଼ା ପୋକରେ କ୍ଷତିଗ୍ରସ୍ତ ଭାଗ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ବିନା ଆଇନ୍‌ରେ ଭାଗ ଚାଷୀଙ୍କୁ କିପରି ପ୍ୟାକେଜ ଦିଆଯିବ? ଏହା ପ୍ରତାରଣା ଛଡ଼ା ଅନ୍ୟ କିଛି ନୁହେଁ ବୋଲି ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ କହିଛନ୍ତି।

ଭୁବନେଶ୍ୱରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀ ହରିଚନ୍ଦନ କହିଛନ୍ତି-“ଚଳିତବର୍ଷ ଚାଷ ଜମିରେ ଚକଡ଼ା ଓ ଅନ୍ୟ ପୋକ ଲାଗିବ ବୋଲି କୃଷି ଗବେଷଣା କେନ୍ଦ୍ର ଏବଂ କୃଷି ମହାବିଦ୍ୟାଳୟ ସତର୍କ କରାଇଥିଲା। ଏପରିକି କୃଷି ମହାବିଦ୍ୟାର ଭିସି ୩ ଥର ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲେ। ଏହା ସତ୍ତ୍ୱେ ସରକାରଙ୍କ ନିଦ ଭାଙ୍ଗିଲା ନାହିଁ। ପୋକ ଘଉଡାଇବା ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ। ଅନ୍ୟପକ୍ଷରେ କୃଷିମନ୍ତ୍ରୀ କହୁଛନ୍ତି, ସତର୍କତା ନେଇ ମୋ ପାଖରେ କୌଣସି ସୂଚନା ନାହିଁ। ତେଣୁ ଏଠି ପ୍ରଶ୍ନ ଉଠୁଛି- ମୁଁ କିଏ ଓ ସରକାର କିଏ? ରାଜ୍ୟର ଜଣେ ମନ୍ତ୍ରୀ ଏପରି ଦାୟିତ୍ୱହୀନ ମନ୍ତବ୍ୟ ଦେବା ଦୁର୍ଭାଗ୍ୟର ବିଷୟ। ରାଜ୍ୟ ସରକାର ସତର୍କ ରହିଥିଲେ ଏତେ ଫସଲ ନଷ୍ଟ ହୋଇନଥାନ୍ତା।”

ସେ କହିଛନ୍ତି-“ଚକଡ଼ା ପୋକ ଚାଷୀର ବର୍ଷକର ଫସଲ ନଷ୍ଟ କରିଦେଇଛି। ଏପରି ଦୁର୍ଦ୍ଦିନରେ ରାଜ୍ୟ ସରକାରଙ୍କ ଉପରେ ଚାଷୀଙ୍କର ଭରସା ପାଉନି। ସେଥିପାଇଁ ଚାଷୀ ବାଧ୍ୟ ହୋଇ ଆତ୍ମହତ୍ୟା କରୁଛନ୍ତି। ସବୁଠାରୁ ଦୁର୍ଭାଗ୍ୟର ବିଷୟ ଚାଷୀଙ୍କ ଆତ୍ମହତ୍ୟାକୁ ସରକାର ସ୍ୱୀକାର କରୁନାହାନ୍ତି। ଅନ୍ୟ ରାଜ୍ୟରେ ଚାଷୀ ଆତ୍ମହତ୍ୟା କଲେ ସରକାର ସ୍ୱୀକର କରି କ୍ଷତିପୂରଣ ଦେଉଛନ୍ତି। ମାତ୍ର ଓଡ଼ିଶା ଏପରି ଏକ ବିଚିତ୍ର ରାଜ୍ୟ, ଯେଉଁଠି କୁହାଯାଉଛି ଚାଷୀ ଆତ୍ମହତ୍ୟା କରେନାହିଁ। ବରଂ (ଚାଷୀ)ତାକୁ ପ୍ରତାରଣା କରାଯାଉଛି। ପ୍ରତିଦିନ କୃଷିମନ୍ତ୍ରୀ ବିବାଦୀୟ ମନ୍ତବ୍ୟ ଦେଉଛନ୍ତି। ଏପରି କହିବା ଦୁର୍ଭାଗ୍ୟର ବିଷୟ। ମୃତ ଚାଷୀଙ୍କୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ। ଭାଗଚାଷୀଙ୍କ ପରିବାରକୁ ରକ୍ଷା କରିବା ଓ ସେମାନଙ୍କୁ କ୍ଷତିପୂରଣ ଦିଆଉ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story