ମୋଦିଙ୍କ ପାଇଁ ସାଂସ୍କୃତିକ ସ୍ୱାଗତ: ମଞ୍ଚ ପାଲଟିବ ରାଜଧାନୀ ରାସ୍ତା

ଭୁବନେଶ୍ୱର: ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଏଥିପାଇଁ ସଜେଇ ହେଉଛି ରାଜଧାନୀର ରାଜରାସ୍ତା। ମୋଦି ଓଡ଼ିଶାରେ ୨ ଦିନ ରହିବେ। ତାଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଆସୁଛନ୍ତି। ଉଭୟଙ୍କୁ ସ୍ୱାଗତ କରିବାକୁ ବିଜେପି ଉତ୍କଳୀୟ ପରମ୍ପରା ଓ ସଂସ୍କୃତିକୁ ଆପଣେଇଛି। ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ରାଜରାସ୍ତାରେ ଦେଖିବାକୁ ମିଳିବ ଉତ୍କଳୀୟ ସଂସ୍କୃତିର ଝଲକ। ବିମାନ ବନ୍ଦର, ରାଜଭବନ ଛକ ଓ ଜୟଦେବ ବିହାର ନିକଟରେ ପ୍ରସ୍ତୁତ ହେଉଛି […]

bjp

bjp

Rakesh Mallick
  • Published: Wednesday, 12 April 2017
  • Updated: 12 April 2017, 08:45 PM IST

Sports

Latest News

ଭୁବନେଶ୍ୱର: ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଏଥିପାଇଁ ସଜେଇ ହେଉଛି ରାଜଧାନୀର ରାଜରାସ୍ତା। ମୋଦି ଓଡ଼ିଶାରେ ୨ ଦିନ ରହିବେ। ତାଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଆସୁଛନ୍ତି। ଉଭୟଙ୍କୁ ସ୍ୱାଗତ କରିବାକୁ ବିଜେପି ଉତ୍କଳୀୟ ପରମ୍ପରା ଓ ସଂସ୍କୃତିକୁ ଆପଣେଇଛି। ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ରାଜରାସ୍ତାରେ ଦେଖିବାକୁ ମିଳିବ ଉତ୍କଳୀୟ ସଂସ୍କୃତିର ଝଲକ।

ବିମାନ ବନ୍ଦର, ରାଜଭବନ ଛକ ଓ ଜୟଦେବ ବିହାର ନିକଟରେ ପ୍ରସ୍ତୁତ ହେଉଛି ଅସ୍ଥାୟୀ ମଞ୍ଚ। ଏହି ମଞ୍ଚରେ ମୋଦି ଏବଂ ଶାହାଙ୍କୁ ଓଡ଼ିଶୀ, ଛଉ, ଗୋଟିପୁଅ, ଦାସକାଠିଆ, ପାଲା ଓ ପାଇକ ଆଖଡା ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯିବ।

ଏହାବାଦ ବିମାନ ବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ରାସ୍ତା ମୋଦି ଓ ଶାହାଙ୍କ ପୋଷ୍ଟରରେ ଛାଇ ହୋଇଗଲାଣି। ରାଜଧାନୀର ପ୍ରମୁଖ ସ୍ଥାନ ଗୁଡିକରେ ଦଳ ପକ୍ଷରୁ ବଡ଼ ବଡ଼ ହୋର୍ଡିଂ ଲାଗିଛି। ଗରିବଙ୍କ ପାଇଁ କେନ୍ଦ୍ର କରୁଥିବା ଯୋଜନାର ଚିତ୍ରକୁ ଏଥିରେ ପ୍ରଦର୍ଶନ କରିଛି ବିଜେପି। ଖାଦ୍ୟ ସୁରକ୍ଷାରେ ଆସୁଥିବା ଚାଉଳରୁ ଆରମ୍ଭ କରି ରାଜ୍ୟକୁ ଆସୁଥିବା ଅର୍ଥର ହିସାବ ଲୋକଙ୍କୁ ଦେବାକୁ ବିଜେପି ଯୋଜନା କରିଛି। ଗରିବଙ୍କ ବିକାଶ ପାଇଁ କେନ୍ଦ୍ର ଓଡିଶାକୁ ଗୁରୁତ୍ୱ ଦେଉଛି ବୋଲି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପୂର୍ବରୁ ଦଳ ଦେଖାଇବାକୁ ଚାହୁଁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story