ପପୁ ପମ୍‌ପମ୍‌ଙ୍କୁ କାଳିମାଡ଼

ଭୁବନେଶ୍ୱର: ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଉପରକୁ ଆଜି କାଳିମାଡ଼ ହୋଇଛି। ଭୁବନେଶ୍ୱର କଟକ ରୋଡରେ ସୁଟିଂ ସାରି ଫେରୁଥିବା ବେଳେ ପପୁଙ୍କ ଉପରକୁ ଲୁଲୁ ସେନା ପକ୍ଷରୁ କାଳିମାଡ଼ କରଯାଇଥିଲା। ଖାଲି କାଳି ଫୋପାଡ଼ି ନ ଥିଲେ ପପୁଙ୍କ କାନ ବି ମୋଡ଼ି ଦେଇଥିଲେ। ପପୁ ନିଜେ ମଧ୍ୟ ତାଙ୍କ କାନ ଧରିଥିଲେ ଆଉ କାନ୍ଦି ଥିଲେ। ଦୁଇ ଦିନ ତଳେ ପୁରୀରେ ଏକ କାର୍ଯ୍ୟକ୍ରମରେ ପପୁ ତୁଳସୀ ଓ ଜଗନ୍ନାଥଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। […]

papu

papu

Rakesh Mallick
  • Published: Wednesday, 30 November 2016
  • Updated: 30 November 2016, 07:28 PM IST

papupumpumଭୁବନେଶ୍ୱର: ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କ ଉପରକୁ ଆଜି କାଳିମାଡ଼ ହୋଇଛି। ଭୁବନେଶ୍ୱର କଟକ ରୋଡରେ ସୁଟିଂ ସାରି ଫେରୁଥିବା ବେଳେ ପପୁଙ୍କ ଉପରକୁ ଲୁଲୁ ସେନା ପକ୍ଷରୁ କାଳିମାଡ଼ କରଯାଇଥିଲା। ଖାଲି କାଳି ଫୋପାଡ଼ି ନ ଥିଲେ ପପୁଙ୍କ କାନ ବି ମୋଡ଼ି ଦେଇଥିଲେ। ପପୁ ନିଜେ ମଧ୍ୟ ତାଙ୍କ କାନ ଧରିଥିଲେ ଆଉ କାନ୍ଦି ଥିଲେ।

ଦୁଇ ଦିନ ତଳେ ପୁରୀରେ ଏକ କାର୍ଯ୍ୟକ୍ରମରେ ପପୁ ତୁଳସୀ ଓ ଜଗନ୍ନାଥଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ତାଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପପୁ ତାଙ୍କର ଏହି ମନ୍ତବ୍ୟ ପାଇଁ କ୍ଷମା ମଧ୍ୟ ମାଗିଥିଲେ।  ଆଜି କାଳିମାଡ଼ ପରେ ସେ ପୁଣି ଥରେ କ୍ଷମା ମାଗିଛନ୍ତି।

ପପୁ କହିଛନ୍ତି,“ମୋତେ କେଉଁମାନେ କାଳିମାଡ଼ କଲେ ସେ ନେଇ ମୋ ପାଖରେ କିଛି ପ୍ରମାଣ ନାହିଁ। ମୁଁ ଆଇନର ସାହାଯ୍ୟ ନେବି। ପ୍ରଭୁ ଜଗନ୍ନାଥ ସବୁ ବୁଝିବେ।”

ଏ କାଳିମାଡ଼ ପଛରେ ଷଡ଼ଯନ୍ତ୍ର ଥିବା ପପୁ କହିଛନ୍ତି।

ଗତକାଲି ଜଗନ୍ନାଥ ସେନା ପକ୍ଷରୁ ପୁରୀରେ ପପୁଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ତାଙ୍କ ନାଁରେ ଥାନାରେ ଅଭିଯୋଗ ବି ଅଭିଯୋଗ ହୋଇଥିଲା। ପପୁ ସିଂହଦ୍ୱାରରେ ଶ୍ରୀଜଗନ୍ନାଥଙ୍କ ଆଗରେ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଜଗନ୍ନାଥ ସେନା ପକ୍ଷରୁ ଦାବି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story