ବଲାଙ୍ଗିର: ଗୋଦାମରେ ୫୦୦୦ କ୍ୱିଣ୍ଟାଲ ପୋକରା ଚାଉଳ

ଭୁବନେଶ୍ୱର: ବଲାଙ୍ଗିର ମଲମୁଣ୍ଡା ଗୋଦାମରେ ଥିବା ୫୦୦୦ କ୍ୱିଣ୍ଟାଲ ଚାଉଳରେ ପୋକ ଲାଗିଛି। ଅଭିଯୋଗ ହୋଇଛି ଚାଉଳରେ ପୋକ ଲାଗି ନାହିଁ, ଚଞ୍ଚକତା କରି ମିଲରମାନଙ୍କଠାରୁ ପୋକାରା ଚାଉଳ କିଣାଯାଇଛି। ହେଲେ ପ୍ରଶାସନ ଗୋଦାମରେ ରହି ଏହି ଚାଉଳ ପୋକରା ହୋଇଛି ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛି। ବଲାଙ୍ଗିର ମଲମୁଣ୍ଡା ଓୟାର ହାଉସ୍‌ର ୬ ନମ୍ୱର ଗୋଦାମରେ ଥିବା ଚାଉଳ ବସ୍ତାରେ ପୋକ ଲାଗିଛି।  ଚାଉଳ ବସ୍ତାଗୁଡ଼ିକ ଯେପରି ପୋକ ଦ୍ୱାରା ସଂକ୍ରମିତ ନ ହେବେ […]

rice

rice

Rakesh Mallick
  • Published: Friday, 30 September 2016
  • Updated: 30 September 2016, 08:30 PM IST

Sports

Latest News

riceଭୁବନେଶ୍ୱର: ବଲାଙ୍ଗିର ମଲମୁଣ୍ଡା ଗୋଦାମରେ ଥିବା ୫୦୦୦ କ୍ୱିଣ୍ଟାଲ ଚାଉଳରେ ପୋକ ଲାଗିଛି। ଅଭିଯୋଗ ହୋଇଛି ଚାଉଳରେ ପୋକ ଲାଗି ନାହିଁ, ଚଞ୍ଚକତା କରି ମିଲରମାନଙ୍କଠାରୁ ପୋକାରା ଚାଉଳ କିଣାଯାଇଛି। ହେଲେ ପ୍ରଶାସନ ଗୋଦାମରେ ରହି ଏହି ଚାଉଳ ପୋକରା ହୋଇଛି ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛି।

ବଲାଙ୍ଗିର ମଲମୁଣ୍ଡା ଓୟାର ହାଉସ୍‌ର ୬ ନମ୍ୱର ଗୋଦାମରେ ଥିବା ଚାଉଳ ବସ୍ତାରେ ପୋକ ଲାଗିଛି।  ଚାଉଳ ବସ୍ତାଗୁଡ଼ିକ ଯେପରି ପୋକ ଦ୍ୱାରା ସଂକ୍ରମିତ ନ ହେବେ ସେଥିପାଇଁ ସେଗୁଡ଼ିକ ଉପରେ ପଲିଥିନ୍‌ ଘୋଡ଼ାଯାଇ ରଖାଯାଇଛି। ତା’ ସତ୍ତ୍ୱେ ଚାଉଳ ବସ୍ତାଗୁଡ଼ିକରେ ପୋକ ଲହଡ଼ି ମାରୁଛନ୍ତି।

ଏ ସମ୍ପର୍କରେ ପଣ୍ୟାଗାର ଅଧିକାରୀ ଧରାଛୁଆଁ ଦେଇ ନ ଥିବା ବେଳେ ଜଣେ କର୍ମଚାରୀ ଚିନ୍ମୟ ବଗର୍ତ୍ତି କହିଛନ୍ତି,“ଚାଉଳ ବସ୍ତାରେ ପୋକ ଲାଗିଛି। ଏହି ପୋକ ଯେପରି ଅନ୍ୟ ଅଖାବସ୍ତାକୁ ନ ବ୍ୟାପିବ ସେଥି ପାଇଁ ଆଲୁମିନିୟମ୍‌ ଫସ୍‌ଫେଟ୍‌ ପକାଯାଇ କଭର କରାଯାଇଛି।”

ଗତ ମାସ ୨୮ ତାରିଖ ସୁଦ୍ଧା ସୋନପୁର ଯୋଗାଣ ନିଗମ ଆକାଉଣ୍ଟରେ ୩୮୮୮ ଟନ୍‌ ଓ ଏଫ୍‌ସିଆଇ ଆକାଉଣ୍ଟରେ ୩୩୫୩ ଟନ୍ ଚାଉଳ ରହିଛି। ମାତ୍ର କିଛି ଦିନ ତଳେ ଏହି ୫୦୦୦ କ୍ୱିଣ୍ଟାଲ ଚାଉଳ ସୋନପୁରର ମିଲର୍ସଙ୍କଠାରୁ କିଣାଯାଇଥିଲା।

ଜିଲ୍ଲା ଯୋଗାଣ ଅଧିକାରୀ ସୁରେନ୍ଦ୍ର ହୋତା କହିଛନ୍ତି,“୬ ନମ୍ୱର ଷ୍ଟକରେ ପୋକ ଲାଗିଛି ବୋଲି ଜାଣିବାକୁ ପାଇଛି। କାଲି ଯାଇ ଦେଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।”

ମିଲର୍ସ ଓ ଯୋଗାଣ ବିଭାଗର ମଧୁଚନ୍ଦ୍ରିକା ଆଉ ଲୁଚାଛପା ନାହିଁ। ଏ ନେଇ ସିଏଜି ମଧ୍ୟ ତଥ୍ୟ ରଖିଛନ୍ତି। ୨୦୧୦ରୁ ୨୦୧୫ ମଧ୍ୟରେ ଯୋଗାଣ ବିଭାଗ ଚୟନ କରିଥିବା ମିଲରଙ୍କ ମଧ୍ୟରୁ ୨୧୧ ଜଣଙ୍କ ପାଖରେ ନାଁ ଅଛି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସାର୍ଟିଫିକେଟ୍ ନା ଅଛି ଋଣ ଭାର ପ୍ରମାଣପତ୍ର। ଜିଲ୍ଲା ଶିଳ୍ପ କେନ୍ଦ୍ରରେ ପଞ୍ଜୀକରଣ ପ୍ରମାଣପତ୍ର ବି ସେମାନଙ୍କ ପାଖରେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story