ଖୋଲିବ ବଲାଙ୍ଗିର ଛତୁଆ ଦୁର୍ନୀତିର ଗୁମର ! ତଦନ୍ତ କରିବ ପିଏସି

ବଲାଙ୍ଗିର: ଖୋଲିବ ବଲାଙ୍ଗିର ଛତୁଆ ଦୁର୍ନୀତିର ଗୁମର। କାଠଗଡ଼ାକୁ ଆସିବେ ସରକାରୀ ବାବୁ। ଏହି ଦୁର୍ନୀତି ଘଟଣାର ତଦନ୍ତ କରିବ ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟି (ପିଏସି)। ଆସନ୍ତା ୪ ତାରିଖରେ ତଦନ୍ତ ଆରମ୍ଭ ହେବ ବୋଲି ପିଏସି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି। ମିଛ ବିଲ୍ ଜରିଆରେ କୋଟି କୋଟି ଟଙ୍କାର ଠକେଇ ହୋଇଥିବା ନେଇ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ୨୦୧୧ରୁ ୧୫ ମସିହା ପର୍ଯ୍ୟନ୍ତ କାଗଜ କଲମରେ […]

balangre

balangre

Rakesh Mallick
  • Published: Wednesday, 28 June 2017
  • Updated: 28 June 2017, 06:29 PM IST

Sports

Latest News

ବଲାଙ୍ଗିର: ଖୋଲିବ ବଲାଙ୍ଗିର ଛତୁଆ ଦୁର୍ନୀତିର ଗୁମର। କାଠଗଡ଼ାକୁ ଆସିବେ ସରକାରୀ ବାବୁ। ଏହି ଦୁର୍ନୀତି ଘଟଣାର ତଦନ୍ତ କରିବ ବିଧାନସଭା ପବ୍ଲିକ ଆକାଉଣ୍ଟସ୍ କମିଟି (ପିଏସି)। ଆସନ୍ତା ୪ ତାରିଖରେ ତଦନ୍ତ ଆରମ୍ଭ ହେବ ବୋଲି ପିଏସି ଅଧ୍ୟକ୍ଷ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି।

ମିଛ ବିଲ୍ ଜରିଆରେ କୋଟି କୋଟି ଟଙ୍କାର ଠକେଇ ହୋଇଥିବା ନେଇ ଓଟିଭିରେ ଖବର ପ୍ରସାରିତ ହୋଇଥିଲା। ୨୦୧୧ରୁ ୧୫ ମସିହା ପର୍ଯ୍ୟନ୍ତ କାଗଜ କଲମରେ ଏହି ଘୋଟାଲା ହୋଇଥିବା ନେଇ ତଥ୍ୟ ପ୍ରକାଶ ପାଇଥିଲା। ଯେଉଁ ସମୟରେ ଛତୁଆ ଦୁର୍ନୀତି ହୋଇଥିଲା ସେହି ସମୟରେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନୋଟିସ କରିବାକୁ ପିଏସି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି।

ସାଂସଦ କଳିକେଶ ସିଂହଦେଓ କହିଛନ୍ତି-“ଛତୁଆ ଦୁର୍ନୀତି ନେଇ ଯେଉଁ ଅଭିଯୋଗ ଆସିଛି ତାହା ଉପରେ ଜିଲ୍ଲାପାଳ ତଦନ୍ତ ଆରମ୍ଭ କରିଛନ୍ତି। ଆଇନ୍‌ ତା’ ବାଟରେ ଯିବ, ସେଥିରେ କିଛି କହିବାର ନାହିଁ। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

ଜିଲ୍ଲାପାଳ ଆଶିଷ ଠାକୁର କହିଛନ୍ତି- “ଛତୁଆ ଦୁର୍ନୀତି ନେଇ ଅଭିଯୋଗ ଆସିବା ପରେ ବଲାଙ୍ଗିର ଉପ-ଜିଲ୍ଲାପାଳଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା। ଏବେ ଘଟଣାର ତଦନ୍ତ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story