ଇଷ୍ଟଦେବୀକୁ ସନ୍ତୁଷ୍ଟ କରିବାକୁ ସମ୍ପର୍କର ହତ୍ୟା: ଭଉଣୀକୁ ବଳି ଦେଲା ଭାଇ

ବଲାଙ୍ଗିର: କଥାରେ ଅଛି ନିଜ ସ୍ୱାର୍ଥ ପୂରଣ ପାଇଁ ମଣିଷ ଯେ କୌଣସି ସ୍ତରକୁ ଖସିଯାଇ ପାରେ। ଏପରିକି ରକ୍ତ ସମ୍ପର୍କକୁ ମଧ୍ୟ ଜଳାଞ୍ଜଳି ଦେବାକୁ ପଛାଇ ନ ଥାଏ। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ନିଜ ଆଶା ପୂରଣ ପାଇଁ ଜଣେ ବ୍ୟକ୍ତି ଅତି ନିର୍ମମ ଭାବେ ନିଜ ଭଉଣୀକୁ ବଳି ଦେଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା ସଦର ଥାନା ଡଙ୍ଗାଘାଟ ଗାଁ। ଆଜି ଏହି ଗାଁ ଲୋକେ ଦେଖିଥିଲେ ତ୍ରିପୁରା ମଲ୍ଲିକଙ୍କ […]

bolangiri

bolangiri

Rakesh Mallick
  • Published: Wednesday, 15 March 2017
  • Updated: 15 March 2017, 06:31 PM IST

Sports

Latest News

ବଲାଙ୍ଗିର: କଥାରେ ଅଛି ନିଜ ସ୍ୱାର୍ଥ ପୂରଣ ପାଇଁ ମଣିଷ ଯେ କୌଣସି ସ୍ତରକୁ ଖସିଯାଇ ପାରେ। ଏପରିକି ରକ୍ତ ସମ୍ପର୍କକୁ ମଧ୍ୟ ଜଳାଞ୍ଜଳି ଦେବାକୁ ପଛାଇ ନ ଥାଏ। ଏପରି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲାରେ। ନିଜ ଆଶା ପୂରଣ ପାଇଁ ଜଣେ ବ୍ୟକ୍ତି ଅତି ନିର୍ମମ ଭାବେ ନିଜ ଭଉଣୀକୁ ବଳି ଦେଇଥିବା ଅଭିଯୋଗ ହୋଇଛି।

ବଲାଙ୍ଗିର ଜିଲ୍ଲା ସଦର ଥାନା ଡଙ୍ଗାଘାଟ ଗାଁ। ଆଜି ଏହି ଗାଁ ଲୋକେ ଦେଖିଥିଲେ ତ୍ରିପୁରା ମଲ୍ଲିକଙ୍କ ବିଭତ୍ସ୍ୟ ରୂପ। ସବୁ ସମ୍ପର୍କକୁ ପଛରେ ପକାଇ ନିଜ ଆଶା ପୂରଣ ପାଇଁ ତ୍ରିପୁରା ଅଜି ନିଜ ଭଉଣୀ ରଙ୍ଗ ମଲ୍ଲିକଙ୍କୁ ଖଣ୍ଡାରେ ହାଣି ବଳ ପକାଇଥିଲା। ଦେଖିଲା ଲୋକଙ୍କ ରୁମ ଟାଙ୍କୁରି ଉଠିଥିଲା। ଭଉଣୀକୁ ହତ୍ୟା କରିବା ପରେ ରାକ୍ଷସ ପାଲଟି ଯାଇଥିବା ତ୍ରିପୁରା ଗାଁ ଦାଣ୍ଡରେ କରିଥିଲା ତାଣ୍ଡବ ନୃତ୍ୟ। ଭୟରେ ଗ୍ରାମବାସୀ ତା’ ପାଖକୁ ଯାଇ ନ ଥିଲେ। ନୃତ୍ୟ କରିବା ବେଳେ ତ୍ରିପୁରା ଚିଲାଇ ଚିଲାଇ ଆହୁରି ୫ ଜଣଙ୍କ ମୁଣ୍ଡ ନେବ ବୋଲି କହୁଥିଲା।

ଖବର ପାଇ ପୋଲିସ ଗାଁରେ ପହଞ୍ଚି ଅଭିଯୁକ୍ତ ତ୍ରିପୁରାକୁ ଗିରଫ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ଗାଁରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

ଅଭିଯୁକ୍ତ ତ୍ରିପୁରା ଭଉଣୀକୁ ବଳି ଦେଇଥିବା କ୍ୟାମେରା ଆଗରେ ସ୍ୱୀକାର କରିଛି। ସେ କହିଛି, “ଭଉଣୀ ମୋତେ ହତ୍ୟା କରିବାକୁ ୨ ଜଣଙ୍କୁ ସାଙ୍ଗରେ ନେଇ ଆସିଥିଲା। ମୁଁ ତାକୁ ଇଷ୍ଟଦେବୀଙ୍କ ପାଖରେ ଖଣ୍ଡାରେ ବଳି ଦେଇ ଦେଲି। ଏବେ ମୋ ଶତ୍ରୁ ଚାଲିଗଲା। ମୁଁ ସୁଖରେ ରହିବ।”

ଜଣେ ଗ୍ରାମବାସୀ କହିଛନ୍ତି,“ରଙ୍ଗ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା। ସେ ଆସି ଏଠାରେ ତା’ ମାଆ ଘରେ ରହୁଥିଲା। ତ୍ରିପୁରା କାହିଁକି ହତ୍ୟା କଲା ତ କହି ପାରିବୁ ନାହିଁ, ହେଲେ ହତ୍ୟା କରିବା ପରେ ଖଣ୍ଡ ଧରି ପ୍ରାୟ ଏକ ଘଣ୍ଟା ଗାଁରେ ତାଣ୍ଡ କରିବା ସହ ଭଉଣୀକୁ ବଳି ଦେଲି ଆଉ ୫ ଜଣଙ୍କ ମୁଣ୍ଡ ନେବି ବୋଲି କହୁଥିଲା।”

ପୋଲିସ କହିଛି,“ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ତ୍ରିପୁରାର ସାମାନ୍ୟ ମାନସିକ ବିକୃତି ଥିବା ଅନୁମାନ କରାଯାଉଛି। ଏହି କାରଣରୁ ହେଉ କିମ୍ବା ଉତ୍ତ୍ୟକ୍ତ ହୋଇ ସେ ଘରେ ଥିବା ଖଣ୍ଡାରେ ତା’ର ଭଉଣୀକୁ ହତ୍ୟା କରିଛି। ଘଟଣାର ତଦନ୍ତ ଚାଲିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story