କଟକ ଡେପୁଟି ମେୟରଙ୍କ ଘର ଉପରକୁ ବୋମା ମାଡ଼

କଟକ: ପୁଣି କଟକରେ ବୋମା ମାଡ଼ ହୋଇଛି। ମହାନଗର ନିଗମ ଡେପୁଟି ମେୟର ଅଜୟ ବାରିକଙ୍କ ପାଲା ମଣ୍ଡପ ସ୍ଥିତ ଘର ଉପରକୁ ଆଜି ସନ୍ଧ୍ୟାରେ ବୋମା ମାଡ଼ ହୋଇଛି। ବୋମା ମାଡ଼ରେ କାର କାଚ ଭାଙ୍ଗି ଯାଇଛି। ମାତ୍ର ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ବାଇକରେ ଆସି ବୋମା ମାଡ଼ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ […]

bomb horling

bomb horling

Rakesh Mallick
  • Published: Wednesday, 19 July 2017
  • Updated: 19 July 2017, 09:55 PM IST

Sports

Latest News

କଟକ: ପୁଣି କଟକରେ ବୋମା ମାଡ଼ ହୋଇଛି। ମହାନଗର ନିଗମ ଡେପୁଟି ମେୟର ଅଜୟ ବାରିକଙ୍କ ପାଲା ମଣ୍ଡପ ସ୍ଥିତ ଘର ଉପରକୁ ଆଜି ସନ୍ଧ୍ୟାରେ ବୋମା ମାଡ଼ ହୋଇଛି। ବୋମା ମାଡ଼ରେ କାର କାଚ ଭାଙ୍ଗି ଯାଇଛି। ମାତ୍ର ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ବାଇକରେ ଆସି ବୋମା ମାଡ଼ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଏ ନେଇ ଅଜୟ କହିଛନ୍ତି-“ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ହକିଂ ବ୍ୟବସ୍ଥା ଉଠାଇବାରୁ ମୋ ଘର ଉପରକୁ ବୋମା ମାଡ଼ ହୋଇଛି। ଏବେ ମୋ ଜୀବନ ପ୍ରତି ବିପଦ ରହିଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story