ଦଶହରାରେ ବାଦାମବାଡ଼ିରେ ପୁଣି ଫୁଟିଲା ବୋମା

କଟକ (ଓଡ଼ିଶା ରିପୋର୍ଟର): ଦଶହରାରେ ପୁଣି ଅଶାନ୍ତ ହୋଇପଡ଼ିଛି କଟକ ସହର। ଆଜି ସନ୍ଧ୍ୟାବେଳେ ବାଦାମବାଡ଼ି ପୂଜା ମଣ୍ଡପରେ ମେଲୋଡ଼ି ଚାଲିଥିବା ବେଳେ ଏକ ଅଟୋ ଉପରେ ବୋମା ମାଡ଼ ହୋଇଥିଲା। ମାତ୍ର ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ତେବେ କିଏ ଓ କଣ ପାଇଁ ବୋମା ମାଡ଼ କରିଛି ତାହା ଜଣାପଡ଼ିନାହିଁ। ଘଟଣା ସ୍ଥଳରେ କଟକ ଡିସିପି ଖିଳେଶ୍ୱର ସିଂ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଗତ ୧୨ ତାରିଖ ଦିନ ଦ୍ୱି’ପ୍ରହରରେ […]

auto

auto

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 05:58 PM IST

Sports

Latest News

କଟକ (ଓଡ଼ିଶା ରିପୋର୍ଟର): ଦଶହରାରେ ପୁଣି ଅଶାନ୍ତ ହୋଇପଡ଼ିଛି କଟକ ସହର। ଆଜି ସନ୍ଧ୍ୟାବେଳେ ବାଦାମବାଡ଼ି ପୂଜା ମଣ୍ଡପରେ ମେଲୋଡ଼ି ଚାଲିଥିବା ବେଳେ ଏକ ଅଟୋ ଉପରେ ବୋମା ମାଡ଼ ହୋଇଥିଲା। ମାତ୍ର ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି। ତେବେ କିଏ ଓ କଣ ପାଇଁ ବୋମା ମାଡ଼ କରିଛି ତାହା ଜଣାପଡ଼ିନାହିଁ। ଘଟଣା ସ୍ଥଳରେ କଟକ ଡିସିପି ଖିଳେଶ୍ୱର ସିଂ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଗତ ୧୨ ତାରିଖ ଦିନ ଦ୍ୱି’ପ୍ରହରରେ କଟକ ବାଦାମବାଡ଼ି ଜୟଶ୍ରୀ ସିନେମା ହଲ୍‌ ନିକଟସ୍ଥ ରାସ୍ତାରେ ବୋମା ମାଡ଼ ଫୁଟୁଥିଲା। ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ବୋମା ଫିଙ୍ଗିଥିବା ପ୍ରତ୍ୟକ୍ଷଦର୍ଶୀ କହିଥିଲେ। ଗତ ଦେଢ ମାସ ମଧ୍ୟରେ ବାଦାମବାଡ଼ି ଅଞ୍ଚଳରେ ସପ୍ତମ ଥର ପାଇଁ ବୋମାମାଡ଼ ହୋଇଛି।

ଭାଇଚାରାର ସହର ହେଉଛି କଟକ। ଏଠାରେ ପୂଜା ଧୁମ୍‌ଧାମରେ ପାଳନ କରାଯାଇଥାଏ। ପୂଜା ଯେପରି ଶାନ୍ତିଶୃଙ୍ଖଳାରେ ହେବ, ସେଥିପ୍ରତି ଧ୍ୟାନ ଦେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାତିରେ ପାଟ୍ରୋଲିଂ କଡ଼ା କଡ଼ି କରାଯାଇଥିଲା। ଏହା ସତ୍ତ୍ୱେ ଆଜି ପୁଣି ବୋମା ମାଡ଼ ହୋଇଛି। ଯାହାଫଳରେ ସହରବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story