ବ୍ରହ୍ମପୁର: ସାନଖେମୁଣ୍ଡି ବ୍ଲକ୍ ଆଡପଡ଼ାରୁ କଂଗ୍ରେସର ଜନଜାଗରଣ ଯାତ୍ରା

ବ୍ରହ୍ମପୁର: କଂଗ୍ରେସ ଜନଜାଗରଣ ଯାତ୍ରାର ତୃତୀୟ ପର୍ଯ୍ୟାୟ ଦ୍ୱିତୀୟ ଦଫାରେ ଆଜି ଦଳ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଆଡ଼ପଡ଼ାରୁ ପଦଯାତ୍ରା କରିଛି।   ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସହ କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦ, ଏଆଇସିସି ସମ୍ପାଦକ ଶୁଭଙ୍କର ସରକାର ଏବଂ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜନଜାଗରଣ ଯାତ୍ରା ପାଟପୁରଠାରେ ଶେଷ ହେବା ପରେ ସେଠାରେ ଆୟୋଜିୟତ ଏକ ସାଧାରଣ ସଭାରେ କଂଗ୍ରେସ ନେତାମାନେ ଉଦବୋଧନ ଦେଇଥିଲେ ଓ […]

cog

cog

Rakesh Mallick
  • Published: Monday, 30 November 2015
  • Updated: 30 November 2015, 05:14 PM IST

ବ୍ରହ୍ମପୁର: କଂଗ୍ରେସ ଜନଜାଗରଣ ଯାତ୍ରାର ତୃତୀୟ ପର୍ଯ୍ୟାୟ ଦ୍ୱିତୀୟ ଦଫାରେ ଆଜି ଦଳ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଆଡ଼ପଡ଼ାରୁ ପଦଯାତ୍ରା କରିଛି।   ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ସହ କଂଗ୍ରେସ ପ୍ରଭାରୀ ବି.କେ. ହରିପ୍ରସାଦ, ଏଆଇସିସି ସମ୍ପାଦକ ଶୁଭଙ୍କର ସରକାର ଏବଂ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ରଶେଖର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜନଜାଗରଣ ଯାତ୍ରା ପାଟପୁରଠାରେ ଶେଷ ହେବା ପରେ ସେଠାରେ ଆୟୋଜିୟତ ଏକ ସାଧାରଣ ସଭାରେ କଂଗ୍ରେସ ନେତାମାନେ ଉଦବୋଧନ ଦେଇଥିଲେ ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos