ବ୍ରହ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି  ବହୁ ଜନକଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଆଜି ପୂର୍ବାହ୍ନ ସାଢେ ୧୦ଟାରେ ପହଞ୍ଚିବା ପରେ ପ୍ରଥମେ ରମ୍ଭାଠାରେ ନୂତନ ଅଗ୍ନିଶମ ସେବାକେନ୍ଦ୍ର ଉଦଘାଟନ କରିଥିଲେ। ଏହାସହ ଗଞ୍ଜାମ ବ୍ଲକ ନୀଳାଦ୍ରୀପୁରରୁ ମୟୂରପଦା ଓ ଛତ୍ରପୁର ବ୍ଲକର ଆରଡି ରାସ୍ତାଠାରୁ ପି.ଲକ୍ଷ୍ମୀପୁର ରାସ୍ତା ନିର୍ମାଣ, ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପରେ ବେଗୁନିଆପଡ଼ା, କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁର ବ୍ଲକରେ ପାନୀୟ ଯୋଗାଣ […]

cm

cm

Rakesh Mallick
  • Published: Sunday, 13 December 2015
  • Updated: 13 December 2015, 07:53 AM IST

Sports

Latest News

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି  ବହୁ ଜନକଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଆଜି ପୂର୍ବାହ୍ନ ସାଢେ ୧୦ଟାରେ ପହଞ୍ଚିବା ପରେ ପ୍ରଥମେ ରମ୍ଭାଠାରେ ନୂତନ ଅଗ୍ନିଶମ ସେବାକେନ୍ଦ୍ର ଉଦଘାଟନ କରିଥିଲେ। ଏହାସହ ଗଞ୍ଜାମ ବ୍ଲକ ନୀଳାଦ୍ରୀପୁରରୁ ମୟୂରପଦା ଓ ଛତ୍ରପୁର ବ୍ଲକର ଆରଡି ରାସ୍ତାଠାରୁ ପି.ଲକ୍ଷ୍ମୀପୁର ରାସ୍ତା ନିର୍ମାଣ, ଅନ୍ୟାନ୍ୟ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

ପରେ ବେଗୁନିଆପଡ଼ା, କବିସୂର୍ଯ୍ୟନଗର ଓ ପୁରୁଷୋତ୍ତମପୁର ବ୍ଲକରେ ପାନୀୟ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଦକ୍ଷତା ବିକାଶ ପରାମର୍ଶ ଶିବିର ଉଦଘାଟନ କରି ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପ୍ରଦାନ କରିଥିଲେ। ପରେ ଏକ ସାଧାରଣ ସଭାରେ ନବୀନ ଉଦବୋଧନ ଦେଇଥିଲେ। ଜାରୁଆରେ ବ୍ଲକସ୍ତରୀୟ ଆଦର୍ଶ ବିଦ୍ୟାଳୟର ଉଦଘାଟନ ଓ ସୋରଡ଼ାରେ ନବନିର୍ମିତ ଏନ୍ଏସି ମାର୍କେଟ କମ୍ପ୍ଲେକ୍ସ ଉଦଘାଟନ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି ସମସ୍ତ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବହୁ ବିଧାୟକ ଓ ମନ୍ତ୍ରୀ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story