ବ୍ରହ୍ମପୁରରେ ଅନର କିଲିଂ: ଲୋକଲଜ୍ଜ୍ୟାରୁ ବର୍ତ୍ତିବା ପାଇଁ ଝିଅକୁ ମାରିଦେଲେ ଦମ୍ପତି

ବ୍ରହ୍ମପୁର: ‍‍‍‍‍ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୌତମୀ ଗାଁରେ ଅନର କିଲିଂ ଅଭିଯୋଗ ଆସିଛି। ଏହି ଘଟଣାରେ ସଦର ଥାନା ପୋଲିସ୍ ମୃତ ଝିଅର ବାପା ସୌରା ଜେନା ଏବଂ ମା’କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଝିଅର ଜଣେ ପୁଅ ସହ ସମ୍ପର୍କ ଥିବା ଜଣାପଡ଼ିବା ପରେ ଲୋକଲଜ୍ଜ୍ୟା ଭୟରେ ସେମାନେ ଝିଅକୁ ହତ୍ୟା କରିଥିବା ସ୍ୱୀକାର କରିଥିବା ପୋଲିସ୍‌ କହିଛି। ପୋଲିସ ସୂତ୍ରରୁ ଜଣାପଡିଛି ଯେ, ସୌରଙ୍କ ଝିଅର ବିବାହ ସ୍ଥିର ହେବା […]

owner killing

owner killing

Rakesh Mallick
  • Published: Thursday, 11 August 2016
  • Updated: 11 August 2016, 05:46 PM IST

Sports

Latest News

owner killingବ୍ରହ୍ମପୁର: ‍‍‍‍‍ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଗୌତମୀ ଗାଁରେ ଅନର କିଲିଂ ଅଭିଯୋଗ ଆସିଛି। ଏହି ଘଟଣାରେ ସଦର ଥାନା ପୋଲିସ୍ ମୃତ ଝିଅର ବାପା ସୌରା ଜେନା ଏବଂ ମା’କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଝିଅର ଜଣେ ପୁଅ ସହ ସମ୍ପର୍କ ଥିବା ଜଣାପଡ଼ିବା ପରେ ଲୋକଲଜ୍ଜ୍ୟା ଭୟରେ ସେମାନେ ଝିଅକୁ ହତ୍ୟା କରିଥିବା ସ୍ୱୀକାର କରିଥିବା ପୋଲିସ୍‌ କହିଛି।

ପୋଲିସ ସୂତ୍ରରୁ ଜଣାପଡିଛି ଯେ, ସୌରଙ୍କ ଝିଅର ବିବାହ ସ୍ଥିର ହେବା ସହ ନିର୍ବନ୍ଧ ମଧ୍ୟ ସରିଥିଲା। ଏହା ସତ୍ତ୍ୱେ ସେ ଅନ୍ୟ ଜଣେ ଯୁବକଙ୍କ ସହିତ ସମ୍ପର୍କ ରଖିଥିଲେ। ଏ କଥା ଜାଣିବା ପରେ ଜେନା ଦମ୍ପତି ଏଥିରୁ ନିବୃତ୍ତ ରହିବାକୁ ଝିଅକୁ ବୁଝାଇ ବିଫଲ ହୋଇଥିଲେ। ଶେଷରେ ଗତ ୧ ତାରିଖରେ ଝିଅକୁ ନିର୍ମମଭାବେ କାଠ ଫାଳିଆରେ ପିଟି ହତ୍ୟା କରିବା ପରେ ପନିକିରେ କାଟି ଗାଁ ନିକଟରେ ଥିବା କେନାଲରେ ଭସାଇ ଦେଇଥିଲେ।

ଗତ ୪ ତାରିଖରେ ପୋଲିସ୍ ଶବ ଜବତ କରି ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story