ଠିକା ସଂସ୍ଥାକୁ ସରକାରୀ ଦଣ୍ଡ: କାମ ସାରିବା ପରେ ହେବ କଳା ତାଲିକାଭୁକ୍ତ

ବରଗଡ଼/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ଜୀରା ନଦୀ ଉପରେ ନିର୍ମାଣଧୀନ ପୋଲ ଭୁଶୁଡ଼ିବା ଘଟଣାର ପ୍ରାଥମିକ ରିପୋର୍ଟ ଦାଖଲ ହୋଇଛି। ବମିଖାଲ୍ ଓଭରବ୍ରିଜ୍ ଭଳି ଏଥିରେ ମଧ୍ୟ ୩ ଯନ୍ତ୍ରୀ ଓ ଠିକାଦାରଙ୍କୁ ଦାୟୀ କରାଯାଇଛି। ଠିକାଦାର ଅମନଦୀପ୍ ଅଗ୍ରୱାଲ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ତିନି ଯନ୍ତ୍ରୀ ଠିକ୍‌ରେ ଦାୟିତ୍ୱ ତୁଲାଇନଥିବାରୁ ଜୀରା ନଦୀରେ ନିର୍ମାଣାଧୀନ ପୋଲ ଭୁଶୁଡିଥିଲା। ଘଟଣାର ତଦନ୍ତ କରୁଥିବା ତିନି ଜଣିଆ କମିଟି ସରକାରଙ୍କୁ ଦେଇଥିବା ପ୍ରାଥମିକ ରିପୋର୍ଟରେ ଏହା ଉଲ୍ଲେଖ […]

Rakesh Mallick
  • Published: Monday, 09 October 2017
  • Updated: 09 October 2017, 08:29 PM IST

ବରଗଡ଼/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରଗଡ଼ ଜିଲ୍ଲା ଜୀରା ନଦୀ ଉପରେ ନିର୍ମାଣଧୀନ ପୋଲ ଭୁଶୁଡ଼ିବା ଘଟଣାର ପ୍ରାଥମିକ ରିପୋର୍ଟ ଦାଖଲ ହୋଇଛି। ବମିଖାଲ୍ ଓଭରବ୍ରିଜ୍ ଭଳି ଏଥିରେ ମଧ୍ୟ ୩ ଯନ୍ତ୍ରୀ ଓ ଠିକାଦାରଙ୍କୁ ଦାୟୀ କରାଯାଇଛି। ଠିକାଦାର ଅମନଦୀପ୍ ଅଗ୍ରୱାଲ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ତିନି ଯନ୍ତ୍ରୀ ଠିକ୍‌ରେ ଦାୟିତ୍ୱ ତୁଲାଇନଥିବାରୁ ଜୀରା ନଦୀରେ ନିର୍ମାଣାଧୀନ ପୋଲ ଭୁଶୁଡିଥିଲା। ଘଟଣାର ତଦନ୍ତ କରୁଥିବା ତିନି ଜଣିଆ କମିଟି ସରକାରଙ୍କୁ ଦେଇଥିବା ପ୍ରାଥମିକ ରିପୋର୍ଟରେ ଏହା ଉଲ୍ଲେଖ କରିଛି।

ରିପୋର୍ଟରେ ଦର୍ଶାଯାଇଛି ଯେ, ବ୍ରିଜ୍‌ କଂକ୍ରିଟ୍ ଢଳେଇ ପୂର୍ବରୁ ଯେଉଁ ଭଳି ସେଣ୍ଟରିଂ ହେବା କଥା ତାହା ହୋଇନଥିଲା। ଏପରି କି ଢଳେଇ ସରିବା ପୂର୍ବରୁ ସେଣ୍ଟରିଂର କିଛି ଅଂଶ କାଢ଼ି ଦିଆଯାଇଥିଲା। ଯାହାଫଳରେ ଏହା କଂକ୍ରିଟ୍ ଭାର ସହି ପାରି ନଥିଲା। ଠିକାଦାର ଯେଉଁ ଭଳି ଭାବେ ନିୟମ ମାନି କାମ କରିବା କଥା ତାହା କରିନଥିଲେ। ବ୍ରିଜ୍‌ ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ନିର୍ବାହୀ ଯନ୍ତ୍ରୀ ଅମୂଲ୍ୟ କୁମାର ମହାପାତ୍ର, ସହକାରୀ ନିବାର୍ହୀ ଯନ୍ତ୍ରୀ କମଳାକାନ୍ତ ତରିଆ ଓ କନିଷ୍ଠ ଯନ୍ତ୍ରୀ ମନୋରଞ୍ଜନ ମହାପାତ୍ର କର୍ତ୍ତବ୍ୟରେ ଅବହେଳା କରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି। ସେହିପରି ଦାୟିତ୍ୱହୀନତାକୁ ନେଇ ଠିକାଦାର ଅମନଦୀପ ଅଗ୍ରୱାଲଙ୍କୁ କଳା ତାଲିକାଭୁକ୍ତ କରିବାକୁ ନୋଟିସ୍ ହୋଇଛି। ବ୍ରିଜ୍‌ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଆଉ ଥରେ ଟେଣ୍ଡର କରିବା ସମ୍ଭବ ହେବ ନାହିଁ। ଯେହେତୁ କାମ ଶେଷ ପର୍ଯ୍ୟାୟରେ ରହିଛି ଓ ଏହାକୁ ଆଉ ଥରେ ଟେଣ୍ଡର କରିବା ସମ୍ଭବ ହେବ ନାହିଁ। ସେହି ଦୃଷ୍ଟିରୁ ସଂପୃକ୍ତ ଠିକା ସଂସ୍ଥା ଦ୍ୱାରା ହିଁ ଅବଶିଷ୍ଟ କାମ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଇଞ୍ଜିନିୟର ଇନ୍ ଚିଫ୍ ପ୍ରବୀର କୁମାର ପ୍ରଧାନ କହିଛନ୍ତି।

ବରଗଡ଼ ଜିଲ୍ଲା ଭେଡେନ୍ ବ୍ଲକ୍‌ ଜାମଦୋଳ ଜୀରା ନଦୀ ଉପରେ ୧୦ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହି ବ୍ରିଜ୍ ନିର୍ମାଣ କରାଯାଉଥିଲା। ପୋଲରେ ମୋଟ୍ ୯ଟି ସ୍ପାନ୍ ମଧ୍ୟରୁ ୮ଟିର କାର୍ଯ୍ୟ ସରିଥିଲା। ଗତ ମାସ ୨୪ ତାରିଖ ଶେଷ ସ୍ପାନ୍‌ରେ ଢଳେଇ ପଡୁଥିବା ବେଳେ ଏହା ଭୁସୁଡ଼ି ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story