ଗ୍ରାହକଙ୍କ ଉପରେ ଚଡ଼କ: ଖତ ହେବ କିଣାଯାଇଥିବା ବିଏସ୍‌-୩ ବାଇକ୍‌?

ଭୁବନେଶ୍ୱର: ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସୁପ୍ରିମ୍‌କୋର୍ଟ୍‌ ଏପ୍ରିଲ୧ ଠାରୁ ବିଏସ୍‌-୩ ଗାଡ଼ି ବିକ୍ରିକୁ ନିଷେଧ କରିବା ପରେ ରାତି ଅଧିଆ ବାଇକ୍‌ କମ୍ପାନୀମାନେ ହଜାର ହଜାର ଟଙ୍କାର ରିହାତି ଅଫର ଦେଇ ଗାଡ଼ି ବିକ୍ରି କରି ଦେଲେ । ନିଜ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନେ ବାଇକ୍‌ ଗୁଡିକୁ ରାତାରାତି ବିକ୍ରି କରି ଦେଲେ ସତ, ହେଲେ ଏହା ପରେ ଗ୍ରାହକଙ୍କୁ କ’ଣ କ’ଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ସେ କଥା କେହି ବି ଭାବିଲେ […]

bs-3_Fotor_Collage

bs-3_Fotor_Collage

Rakesh Mallick
  • Published: Tuesday, 04 April 2017
  • Updated: 04 April 2017, 08:18 PM IST

ଭୁବନେଶ୍ୱର: ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସୁପ୍ରିମ୍‌କୋର୍ଟ୍‌ ଏପ୍ରିଲ୧ ଠାରୁ ବିଏସ୍‌-୩ ଗାଡ଼ି ବିକ୍ରିକୁ ନିଷେଧ କରିବା ପରେ ରାତି ଅଧିଆ ବାଇକ୍‌ କମ୍ପାନୀମାନେ ହଜାର ହଜାର ଟଙ୍କାର ରିହାତି ଅଫର ଦେଇ ଗାଡ଼ି ବିକ୍ରି କରି ଦେଲେ । ନିଜ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେମାନେ ବାଇକ୍‌ ଗୁଡିକୁ ରାତାରାତି ବିକ୍ରି କରି ଦେଲେ ସତ, ହେଲେ ଏହା ପରେ ଗ୍ରାହକଙ୍କୁ କ’ଣ କ’ଣ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ସେ କଥା କେହି ବି ଭାବିଲେ ନାହିଁ। ଫଳରେ ଏବେ ଗ୍ରାହକମାନେ ବିଭିନ୍ନ ସମସ୍ୟର ସମ୍ମୁଖୀନ ହେଉଛନ୍ତି। ସାମାନ୍ୟ କେତେ ଟଙ୍କାର ରିହାତି ପାଇଁ ବାଇକ୍‌ କିଣିଥିବା ଲୋକମାନଙ୍କ ମଧ୍ୟରୁ ଅନେକ ଏବେ ଗାଡ଼ିର ପଞ୍ଜୀକରଣ କରିପାରୁନାହାନ୍ତି ।

ସୂଚନା ଅନୁଯାୟୀ, ସୁପ୍ରିମ୍‌ କୋର୍ଟ୍‌ଙ୍କ ବିଏସ୍‌-୩ ଗାଡ଼ି ବିକ୍ରି ଉପରେ କଟକଣା ନିଷ୍ପତ୍ତି ଆସିବା ପରେ ସମଗ୍ର ରାଜ୍ୟରେ ୧୪,୫୮୬ଟି ବାଇକ୍‌ ବିକ୍ରି ହୋଇଥିଲା। ଏଥିରୁ ୪୩୦୦ରୁ  ଅଧିକ ବାଇକ୍‌ର ଇନ୍ସ୍ୟୁରାନ୍ସ କରାଯାଇପାରି ନାହିଁ । ଫଳରେ ଏହି ବାଇକଗୁଡ଼ିକର ଭାଗ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ପରିବହନ ଅଧିକାରୀଙ୍କ ସୂଚନା ଅନୁସାରେ ରାଜ୍ୟରେ ପ୍ରତ୍ୟେକ ଦିନ ପାଖାପାଖି ୧୫୦୦  ବାଇକ୍ ବିକ୍ରି ହୋଇଥାଏ। ପୂଜାପର୍ବଣ ଓ ଧନତରାସ୍‌ରେ ପ୍ରାୟ ୨୦୦୦ ବାଇକ୍‌ ପଞ୍ଜୀକରଣ କରାଯାଇଥାଏ । କିନ୍ତୁ ମାର୍ଚ୍ଚ ମାସର ଶେଷ ଦୁଇ ଦିନରେ ଲୋକେ ଏତେ ସଂଖ୍ୟାରେ ବାଇକ୍ କିଣି ଏହାକୁ ପଞ୍ଜୀକରଣ କରିବାକୁ ଅନଲାଇନ୍‌ରେ ଆବେଦନ କରିଥିବାରୁ ଅନଲାଇନ୍‌ ବ୍ୟବସ୍ଥା ମଧ୍ୟ କ୍ରାସ୍‌ ହୋଇଯାଇଛି। ଫଳରେ ପଞ୍ଜୀକରଣ ପାଇଁ ଅନଲାଇନ୍‌ରେ ଆବେଦନ ଗ୍ରହଣ କରାଯାଇପାରୁ ନାହିଁ।  ଅନ୍ୟପଟେ ମାନୁଆଲ ପଞ୍ଜୀକରଣ ପାଇଁ ଲମ୍ବାଲାଇନ ଲାଗିଛି। ପୁଣି ମାନୁଆଲ ପଞ୍ଜୀକରଣ ପାଇଁ ଆଇନର କଟକଣା ରହିଛି। ତେଣୁ ଗ୍ରାହକ ପଡ଼ିଛି ହରଡ଼ଘଣାରେ। ଯଦି ଗାଡ଼ିଗୁଡ଼ିକର ପଞ୍ଜୀକରଣ ହୋଇପାରିବ ନାହିଁ, ତା’ହେଲେ ସେଗୁଡ଼ିକର ଭାଗ୍ୟ କ’ଣ ହେବ?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story