କୃଷି କ୍ଷେତ୍ର ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଲୋକସଭାରେ ୨୦୧୭-୧୮ ବର୍ଷ ପାଇଁ ସାଧାରଣ ବଜେଟ୍  ଆଗତ କରିଛନ୍ତି। ଏଥିରେ  କୃଷି କ୍ଷେତ୍ର ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବିଶେଷ କରି ପୂର୍ବ ଭାରତ, ଜମ୍ମୁ ଓ କାଶ୍ମୀର ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଜେଟଲୀ। ସେ କହିଛନ୍ତି, ୪୦ ପ୍ରତିଶତ ଛୋଟ ଚାଷୀ କୋଅପରେଟିଭ୍‌ ସେକ୍ଟରରୁ ଋଣ ନେଉଛନ୍ତି। କୃଷି ଓ ଗ୍ରାମାଞ୍ଚଳ ବିକାଶ ପାଇଁ ଜାତୀୟ ବ୍ୟାଙ୍କକୁ ସରକାର ସହଯୋଗ […]

farmer

farmer

Rakesh Mallick
  • Published: Wednesday, 01 February 2017
  • Updated: 01 February 2017, 03:11 PM IST

Sports

Latest News

ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ଲୋକସଭାରେ ୨୦୧୭-୧୮ ବର୍ଷ ପାଇଁ ସାଧାରଣ ବଜେଟ୍  ଆଗତ କରିଛନ୍ତି। ଏଥିରେ  କୃଷି କ୍ଷେତ୍ର ପାଇଁ ୧୦ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ବିଶେଷ କରି ପୂର୍ବ ଭାରତ, ଜମ୍ମୁ ଓ କାଶ୍ମୀର ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି ଜେଟଲୀ। ସେ କହିଛନ୍ତି, ୪୦ ପ୍ରତିଶତ ଛୋଟ ଚାଷୀ କୋଅପରେଟିଭ୍‌ ସେକ୍ଟରରୁ ଋଣ ନେଉଛନ୍ତି। କୃଷି ଓ ଗ୍ରାମାଞ୍ଚଳ ବିକାଶ ପାଇଁ ଜାତୀୟ ବ୍ୟାଙ୍କକୁ ସରକାର ସହଯୋଗ କରିବେ। ଜାତୀୟ ବ୍ୟାଙ୍କରେ କମ୍ପ୍ୟୁଟରାଇଜେସନ ଓ ଏକତ୍ରିକରଣ ପାଇଁ ସରକାର ସହଯୋଗ କରିବେ। ଏଥିପାଇଁ ୩ ବର୍ଷ ସମୟ ସୀମା ରଖାଯାଇଥିବା ବେଳେ ୯,୮୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ) ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଚାଷୀଙ୍କ ସୁରକ୍ଷା ପାଇଁ ସରକାରଙ୍କର ଏକ ଭଲ ପଦକ୍ଷେପ ବୋଲି ଜେଟଲୀ କହିଛନ୍ତି। ପିଏମ୍‌ଏଫ୍‌ବିୱାଇରେ ଗତ ବଜେଟ୍‌ ଠାରୁ ଚଳିତ ବଜେଟ୍‌ରେ ୫୫୦୦ କୋଟି ଟଙ୍କା ଅଧିକ ବ୍ୟୟ ବରାଦ କରାଯାଇଛି। ଚଳିତବର୍ଷ ପିଏମ୍‌ଏଫ୍‌ବିୱାଇ ପାଇଁ ମୋଟ୍‌ ୧୩,୨୨୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି।

ଗୋପାଳନ ପାଇଁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଚଳିତ ବଜେଟ୍‌ରେ ବିଶେଷ ବ୍ୟବସ୍ଥା କରାଯାଇଛି। ଡାଏରୀ ପ୍ରୋସେସିଂ ଇନ୍‌ଫ୍ରାଷ୍ଟ୍ରକ୍ଚର ଫଣ୍ଡ୍‌ ଗଠନ କରାଯାଇ ଏଥିରେ ୮୦୦୦ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ଏହା ନାବାର୍ଡ ଅଧୀନରେ କାର୍ଯ୍ୟ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story