ଫସି ଯାଇଛନ୍ତି ବୁଦ୍ଧାଦିତ୍ୟ; ଫେସବୁକ୍‌ରେ ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଅଭିଯୋଗ, ପଢ଼ନ୍ତୁ ପୂରା ମାମଲା

ଭୁବନେଶ୍ୱର: ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ବିବାଦରେ ଫସି ଯାଇଛନ୍ତି ।  ଫେସବୁକରେ ଜଣେ ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମେସେଜ ଦେଇଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି । ଏନେଇ ଫେସବୁକରେ ବିବାଦ ବଢିବାରେ ଲାଗିଛି। ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସମୟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପିନ୍ଧିଥିବା ପୋଷାକକୁ ନେଇ ଫେସବୁକରେ କମେଣ୍ଟ କରିଥିଲେ ବୁଦ୍ଧାଦିତ୍ୟ।  ପରେ ଜଣେ ଯୁବତୀ ଏ ନେଇ ବୁଦ୍ଧାଦିତ୍ୟଙ୍କୁ  କାଉଣ୍ଟର କରିଥିଲେ। ଫେସବୁକରେ ଯୁବତୀଙ୍କ ଅଭିଯୋଗ ଅନୁସାରେ […]

budhaditya-mohanty,,

budhaditya-mohanty,,

Rakesh Mallick
  • Published: Friday, 02 June 2017
  • Updated: 02 June 2017, 04:12 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଆ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ବିବାଦରେ ଫସି ଯାଇଛନ୍ତି ।  ଫେସବୁକରେ ଜଣେ ଯୁବତୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ମେସେଜ ଦେଇଥିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି । ଏନେଇ ଫେସବୁକରେ ବିବାଦ ବଢିବାରେ ଲାଗିଛି।

ନିକଟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ସମୟରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପିନ୍ଧିଥିବା ପୋଷାକକୁ ନେଇ ଫେସବୁକରେ କମେଣ୍ଟ କରିଥିଲେ ବୁଦ୍ଧାଦିତ୍ୟ।  ପରେ ଜଣେ ଯୁବତୀ ଏ ନେଇ ବୁଦ୍ଧାଦିତ୍ୟଙ୍କୁ  କାଉଣ୍ଟର କରିଥିଲେ। ଫେସବୁକରେ ଯୁବତୀଙ୍କ ଅଭିଯୋଗ ଅନୁସାରେ ବୁଦ୍ଧାଦିତ୍ୟ ତାଙ୍କୁ ପର୍ସନାଲ୍ ମେସେଜ୍ କରି ଗାଳିଗୁଲଜ କରିଥିଲେ। ଅଶ୍ଳୀଳ ଭାଷାରେ ବୁଦ୍ଧାଦିତ୍ୟ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି।  ବୁଦ୍ଧାଦିତ୍ୟଙ୍କ ନାଁରେ ଥିବା ଫେସବୁକ ଆକାଉଣ୍ଟରୁ ହୋଇଥିବା ଚାଟ୍‌କୁ ବି ଫେସବୁକରେ ପୋଷ୍ଟ କରିଛନ୍ତି ସଂପୃକ୍ତ ଯୁବତୀ।

ପରେ ବୁଦ୍ଧାଦିତ୍ୟ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି ତାଙ୍କ ଆକାଉଣ୍ଟକୁ କେହି ହ୍ୟାକ୍ କରିଛି।  ଗଲା ୩ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ତାଙ୍କ ଆକାଉଣ୍ଟକୁ ହ୍ୟାକ୍ ହୋଇଛି। ସେ ଫେସବୁକକୁ ନୋଟିସ ପଠାଇଥିବା କଥା ବି ଉଲ୍ଲେଖ କରିଛନ୍ତି।  କାହାକୁ ସେ ସେଭଳି ଆପତ୍ତିଜନକ ମେସେଜ ଦେଇନଥିବା ନିଜ ପୋଷ୍ଟରେ ଲେଖିଛନ୍ତି। ବୁଦ୍ଧାଦିତ୍ୟଙ୍କ ପୋଷ୍ଟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବଢିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story