ବୁଦ୍ଧିଆ ଓ ସୁକାନ୍ତିଙ୍କ ବୟାନ ରେକର୍ଡ କଲା ପୋଲିସ୍

ଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ଫେରିଥିବା ବୁଦ୍ଧିଆ ସିଂଙ୍କୁ ଆଜି ପଚରାଉଚରା କରିଛି କମିଶନରେଟ୍ ପୋଲିସ୍। ନୟାପଲ୍ଲୀ ଥାନା ପୋଲିସ୍ ବୁଦ୍ଧିଆ ଓ ତାଙ୍କ ମା’ ସୁକାନ୍ତିଙ୍କୁ ପଚରାଉଚରା କରିଛି। ପୋଲିସ ୧୬୧ ଧାରାରେ ବୁଦ୍ଧିଆ ଓ ତାଙ୍କ ମାଆଙ୍କ ବୟାନ ରେକର୍ଡ କରିଛି। ସିଆରପିସି ଧାରା ୧୬୪ରେ ବୁଦ୍ଧିଆଙ୍କ ବୟାନ ରେକର୍ଡ କରିବାକୁ କମିଶନରେଟ୍‌ ପୋଲିସ କୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି। ଖୋର୍ଦ୍ଧା ଶିଶୁ କଲ୍ୟାଣ କମିଟି ମଧ୍ୟ ବୁଦ୍ଧିଆଙ୍କ ଘରକୁ ଯାଇ ତାଙ୍କୁ ପଚରାଉଚରା […]

budhhia-singh

budhhia-singh

Rakesh Mallick
  • Published: Thursday, 28 July 2016
  • Updated: 28 July 2016, 11:02 PM IST

Sports

Latest News

budhhia-singhଭୁବନେଶ୍ୱର: ଗତକାଲି ଭୁବନେଶ୍ୱର ଫେରିଥିବା ବୁଦ୍ଧିଆ ସିଂଙ୍କୁ ଆଜି ପଚରାଉଚରା କରିଛି କମିଶନରେଟ୍ ପୋଲିସ୍। ନୟାପଲ୍ଲୀ ଥାନା ପୋଲିସ୍ ବୁଦ୍ଧିଆ ଓ ତାଙ୍କ ମା’ ସୁକାନ୍ତିଙ୍କୁ ପଚରାଉଚରା କରିଛି। ପୋଲିସ ୧୬୧ ଧାରାରେ ବୁଦ୍ଧିଆ ଓ ତାଙ୍କ ମାଆଙ୍କ ବୟାନ ରେକର୍ଡ କରିଛି। ସିଆରପିସି ଧାରା ୧୬୪ରେ ବୁଦ୍ଧିଆଙ୍କ ବୟାନ ରେକର୍ଡ କରିବାକୁ କମିଶନରେଟ୍‌ ପୋଲିସ କୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି।

ଖୋର୍ଦ୍ଧା ଶିଶୁ କଲ୍ୟାଣ କମିଟି ମଧ୍ୟ ବୁଦ୍ଧିଆଙ୍କ ଘରକୁ ଯାଇ ତାଙ୍କୁ ପଚରାଉଚରା କରିଛି।

ବୁଦ୍ଧିଆ ଆଉ ସ୍ପୋର୍ଟସ୍‌ ହଷ୍ଟେଲ ଯିବ ନାହିଁ କହୁଥିବାରୁ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଯଦି ବୁଦ୍ଧିଆ ସ୍ପୋର୍ଟସ୍‌ ହଷ୍ଟେଲ ନ ଯିବେ ତେବେ କ’ଣ କରିବେ? କେଉଁଠି ତାଲିମ ନେବେ ? ତାଙ୍କୁ ଆଉ କେହି କୋଚିଂ ଦେବେ କି ? କ’ଣ ବୁଦ୍ଧିଆଙ୍କ ଅଲିମ୍ପିକ ସ୍ୱପ୍ନ ଏଠାରେ ଶେଷ ହୋଇଯିବ? ଏପରି ପ୍ରଶ୍ନ ଉଠିବାରେ ଲାଗିଛି।

ବୁଦ୍ଧିଆ ଅଭିଯୋଗ କରିଛନ୍ତି ଭୁବନେଶ୍ୱର ସ୍ପୋର୍ଟସ୍‌ ହଷ୍ଟେଲରେ ତାଙ୍କୁ ସେଭଳି ସୁଯୋଗ ମିଳୁ ନ ଥିଲା। ଖାଇବା ମଧ୍ୟ ଠିକ୍‌ ନ ଥିଲା। ୫ ବର୍ଷ ବୟସରେ ହୋଇଥିବା ବେଳେ ଯେତେବେଳେ ବୁଦ୍ଧିଆ ବିବାଦ ଘେରକୁ ଆସିଥିଲେ ସରକାର ନିଜେ ତାଙ୍କୁ ସ୍ପୋର୍ଟସ୍‌ ହଷ୍ଟେଲକୁ ନେଇଥିଲେ। ସେଠାରେ ତାଙ୍କୁ ଭବିଷ୍ୟତର ମାରାଥନ ବୟ କରି ଗଢି ତୋଳିବାକୁ ଟ୍ରେନିଂ ଦିଆ ଯାଉଥିଲା କି ନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ବୁଦ୍ଧିଆ କହିଛନ୍ତି, “ସେଠିକୁ ନ ଯିବା ଭଲ। ସେଠାରେ ରହିବା ଅପେକ୍ଷା ଘରେ ରହିବା ଭଲ। ସେଠାରେ କିଛି ସ୍ୱଧୀନତା ନାହିଁ, ଆଗକୁ ବଢିବାର ସୁଯୋଗ ମିଳୁନାହିଁ। ଅନ୍ୟ ପିଲା ଯେମିତି ହଷ୍ଟେଲ ଛାଡୁଛନ୍ତି ମୁଁ ବି ଛାଡିଛି। ବାହାରେ ମୋତେ ଭଲ କୋଚ ମିଳିଲେ ମୁଁ ଆଗାମୀ ଦିନରେ କିଛି ହୋଇ ପାରିବି।”

ସ୍ପୋର୍ଟସ୍‌ ହଷ୍ଟେଲ କର୍ତ୍ତୃପକ୍ଷ କହିଛନ୍ତି, “ଆମ ପାଖରେ ସେ କେବେ କିଛି ଅଭିଯୋଗ କରିନାହିଁ। ପ୍ରଥମ ଥର ମିଡିଆ ଆଗରେ ଏପରି ଅଭିଯୋଗ କରୁଛି। ବୁଦ୍ଧିଆ ଭଳି ହଷ୍ଟେଲରେ ୨୩୯ ଜଣ ପିଲା ଅଛନ୍ତି। କାହାକୁ କ’ଣ ଲାଗିବ ଆମେ କିଛି କହି ପାରିବୁ ନାହିଁ। ସବୁ ପିଲାଙ୍କ ମତାମତ ନିଆଯାଉ ହଷ୍ଟେଲରେ ସେମାନେ କେମିତି ଅଛନ୍ତି।”

ସିଡବ୍ଲ୍ୟୁସି ସଦସ୍ୟ ବେଣୁଧର ସେନାପତି କହିଛନ୍ତି, “ବୁଦ୍ଧିଆର ସମସ୍ୟା କ’ଣ ଜାଣିବାକୁ ଚାହୁଁଛୁ। ସମସ୍ୟା ଜାଣିବା ପରେ ଆମେ ସମାଧାନର ବାଟ ବାହାର କରିବୁ। ଆମେ ସ୍ପୋର୍ଟସ୍‌ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ କଥା ହେବୁ।”

ବୁଦ୍ଧିଆ ଓ ତାଙ୍କ ମାଆଙ୍କୁ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍‌’ ଫିଲ୍ମ ପ୍ରୟୋଜନା ସଂସ୍ଥା ବୁଲାଇବାକୁ ନେଇଥିବା ସ୍ପଷ୍ଟ ହୋଇ ସାରିଛି। ତେବେ ସଂସ୍ଥା କାହିଁକି ଏ ବିଷୟରେ ସ୍ପଷ୍ଟ କଲେ ନାହିଁ କାହିଁକି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ବୁଦ୍ଧିଆଙ୍କ ମାଆ ସୁକାନ୍ତି କହିଛନ୍ତି, “ଘରକୁ ଛୁଟିରେ ଆସିଥିବା ବେଳେ ମୋ ସହ ବୁଲିବାକୁ ଯାଇଥିଲା। ଏ ସମ୍ପର୍କରେ କାହିଁକି କାହାକୁ ଜଣାଇବୁ। ଫିଲ୍ମ ଯିଏ କରୁଛନ୍ତି ସେ ଆମ ବୁଲିବା ଖର୍ଚ୍ଚ ବହନ କରିଥିଲେ।”

ଗତକାଲି ରାତିରେ ବୁଦ୍ଧିଆ ତାଙ୍କ ମା’ଙ୍କ ସହିତ ମୁମ୍ବାଇରୁ ବିମାନ ଯୋଗେ ଭୁବନେଶ୍ୱର ଫେରିଥିଲେ। ଦୀର୍ଘ ଦିନ ଧରି ଭୁବନେଶ୍ୱରରେ ତାଙ୍କର ଅନୁପସ୍ଥିତିକୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ବୁଦ୍ଧିଆ କହିଛନ୍ତି ଯେ ତାଙ୍କୁ କେହି ଅପହରଣ କରି ନ ଥିଲେ। ମା’ଙ୍କ ସହ ସେ ତାମିଲନାଡୁର କୋଡ଼ାଇକେନାଲକୁ ବୁଲିବାକୁ ଯାଇଥିଲେ।

ଗତ ଜୁନ୍ ୨୭ ତାରିଖରେ ବୁଦ୍ଧିଆ ଓ ତାଙ୍କ ମା’ ଇଣ୍ଡିଗୋ ବିମାନରେ ମୁମ୍ବାଇ ଅଭିମୁଖେ ଯାଇଥିବା ନେଇ ‘ଓଟିଭି’ ତଥ୍ୟ ପ୍ରସାରଣ କରିଥିଲା। ପରେ କମିଶନରେଟ୍ ପୋଲିସ୍ ସ୍ପଷ୍ଟ କରିଥିଲା ଯେ ବୁଦ୍ଧିଆ କୋଡ଼ାଇକେନାଲକୁ ବୁଲିବାକୁ ଯାଇଛନ୍ତି।

ବୁଦ୍ଧିଆ ସ୍ପୋର୍ଟ୍ସ ହଷ୍ଟେଲ୍ ଫେରିବେ ନାହିଁ ବୋଲି ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କ ମା’ ସୁକାନ୍ତି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story