ବୁଦ୍ଧିଆ ଆଉ ସ୍ପୋର୍ଟସ୍‌ ହଷ୍ଟେଲ ଫେରିବ ନାହିଁ: ସୁକାନ୍ତି

ଭୁବନେଶ୍ୱର:  ବୁଦ୍ଧିଆ ଆଉ ସ୍ପୋର୍ଟସ୍‌ ହଷ୍ଟେଲ ଫେରିବ ନାହିଁ ବୋଲି ତାଙ୍କ ମା’ ସୁକାନ୍ତି ସିଂ କହିଛନ୍ତି। ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ବୁଦ୍ଧିଆଙ୍କ ସହ ପହଞ୍ଚିବା ପରେ ଏହା କହିଛନ୍ତି ସୁକାନ୍ତି। ଅନ୍ୟପକ୍ଷରେ ବୁଦ୍ଧିଆ ନିଖୋଜ ହେବା ଓ ସ୍ପୋର୍ଟସ୍‌ ହଷ୍ଟେଲକୁ ନ ଫେରିବା ନେଇ ଲାଗି ରହିଥିବା କଳ୍ପନାଜଳ୍ପନା ଉପରୁ ପରଦା ହଟିଛି। “ତାଙ୍କୁ କେହି ଅପହରଣ କରି ନ ଥିଲେ। ସେ ମାଆଙ୍କ ସହ ଛୁଟି କାଟିବାକୁ ତାମିଲନାଡୁର କୋଡ଼ାଇକେନାଲକୁ ଯାଇଥିଲେ” ବୋଲି […]

budhia

budhia

Rakesh Mallick
  • Published: Wednesday, 27 July 2016
  • Updated: 28 July 2016, 10:43 AM IST

budhiaଭୁବନେଶ୍ୱର:  ବୁଦ୍ଧିଆ ଆଉ ସ୍ପୋର୍ଟସ୍‌ ହଷ୍ଟେଲ ଫେରିବ ନାହିଁ ବୋଲି ତାଙ୍କ ମା’ ସୁକାନ୍ତି ସିଂ କହିଛନ୍ତି। ଆଜି ଭୁବନେଶ୍ୱର ବିମାନ ବନ୍ଦରରେ ବୁଦ୍ଧିଆଙ୍କ ସହ ପହଞ୍ଚିବା ପରେ ଏହା କହିଛନ୍ତି ସୁକାନ୍ତି।

ଅନ୍ୟପକ୍ଷରେ ବୁଦ୍ଧିଆ ନିଖୋଜ ହେବା ଓ ସ୍ପୋର୍ଟସ୍‌ ହଷ୍ଟେଲକୁ ନ ଫେରିବା ନେଇ ଲାଗି ରହିଥିବା କଳ୍ପନାଜଳ୍ପନା ଉପରୁ ପରଦା ହଟିଛି। “ତାଙ୍କୁ କେହି ଅପହରଣ କରି ନ ଥିଲେ। ସେ ମାଆଙ୍କ ସହ ଛୁଟି କାଟିବାକୁ ତାମିଲନାଡୁର କୋଡ଼ାଇକେନାଲକୁ ଯାଇଥିଲେ” ବୋଲି ବୁଦ୍ଧିଆ କହିଛନ୍ତି।

ଗତ ଜୁନ ୨୭ ତାରିଖରେ ଇଣ୍ଡିଗୋ ବିମାନରେ ବୁଦ୍ଧିଆ ଏବଂ ତାଙ୍କ ମାଆ ସୁକାନ୍ତି ମୁମ୍ବାଇ ଅଭିମୁଖେ ଯାଇଥିବା ନେଇ ଓଟିଭି ତଥ୍ୟ ପ୍ରସାରଣ କରିଥିଲା। ପରେ କମିଶନରେଟ୍‌ ପୋଲିସ ବୁଦ୍ଧିଆ କୋଡାଇକେନାଲକୁ ବୁଲିବାକୁ ଯାଇଥିବା ନେଇ ସ୍ପଷ୍ଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story