ବୁର୍ଲା ମେଡିକାଲରେ ରୋଗୀଙ୍କୁ ଏଚ୍‌ଆଇଭି ଓ ହେପାଟାଇଟସ ପଜିଟିଭ ରକ୍ତ ଦିଆଯିବା ଅଭିଯୋଗ

ସମ୍ବଲପୁର: ସ୍ୱାସ୍ଥ୍ୟ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାର ଲାଇଫ୍‌ ଲାଇନ କୁହାଯାଉଥିବା ବୁର୍ଲା ମେଡିକାଲରେ ରୋଗୀଙ୍କ ଜୀବନ ସହିତ ଖେଳ ଖେଳାଯାଉଥିବା ଅଭିଯୋଗ ଆସିଛି। ୨ ଜଣ ରୋଗୀଙ୍କୁ ଏଚ୍‌ଆଇଭି ଓ ହେପାଟାଇଟସ ସଂକ୍ରମିତ ରକ୍ତ ଦିଆଯାଇଥିବା ଅଭିଯୋଗ ହୋଇଛି। ଏଲିସା ଟେଷ୍ଟରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲେ ବି ବୁର୍ଲା ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଏବେ ୨ ରୋଗୀଙ୍କ ଜୀବନକୁ ବିପଦକୁ ଟାଣି ନେଇଛି। ବୁର୍ଲା ମେଡିକାଲର ଇ-ବ୍ଲଡବ୍ୟାଙ୍କର ୱେବସାଇଟ୍‌ ତଥ୍ୟ ଅନୁସାରେ ଜୁନ […]

burla

burla

Rakesh Mallick
  • Published: Wednesday, 15 June 2016
  • Updated: 15 June 2016, 09:18 PM IST

Sports

Latest News

ସମ୍ବଲପୁର: ସ୍ୱାସ୍ଥ୍ୟ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାର ଲାଇଫ୍‌ ଲାଇନ କୁହାଯାଉଥିବା ବୁର୍ଲା ମେଡିକାଲରେ ରୋଗୀଙ୍କ ଜୀବନ ସହିତ ଖେଳ ଖେଳାଯାଉଥିବା ଅଭିଯୋଗ ଆସିଛି। ୨ ଜଣ ରୋଗୀଙ୍କୁ ଏଚ୍‌ଆଇଭି ଓ ହେପାଟାଇଟସ ସଂକ୍ରମିତ ରକ୍ତ ଦିଆଯାଇଥିବା ଅଭିଯୋଗ ହୋଇଛି। ଏଲିସା ଟେଷ୍ଟରେ ଏହା ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲେ ବି ବୁର୍ଲା ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଏବେ ୨ ରୋଗୀଙ୍କ ଜୀବନକୁ ବିପଦକୁ ଟାଣି ନେଇଛି।

ବୁର୍ଲା ମେଡିକାଲର ଇ-ବ୍ଲଡବ୍ୟାଙ୍କର ୱେବସାଇଟ୍‌ ତଥ୍ୟ ଅନୁସାରେ ଜୁନ ୧୦ ତାରିଖରେ ଜଣେ ବ୍ୟକ୍ତି ରକ୍ତଦାନ କରିଥିଲେ। ରକ୍ତ ସଂଗ୍ରହ କୋର୍ଡ ନମ୍ବର ଯାହାର ୟୁନିଟ କ୍ରମିକ ସଂଖ୍ୟା ୬୯୧୫ ଥିଲା। ଏହି ରକ୍ତକୁ ରକ୍ତଭଣ୍ଡାରରୁ ସେହିଦିନ ନିଆଯାଇ ରେଢାଖୋଲ ଅଞ୍ଚଳର ଜଣେ ରୋଗୀଙ୍କୁ ପ୍ରଦାନ କରାଯାଇଥିଲା। ତେବେ ଏହି ରକ୍ତ ଏଚ୍‌ଆଇଭି ପଜିଟିଭ ବୋଲି ଏଲିସା ଟେଷ୍ଟ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। କେବଳ ସେତିକି ନୁହେଁ, ଅନ୍ୟ ଜଣେ ରୋଗୀଙ୍କୁ ହେପାଟାଇଟସ୍‌ ପଜିଟିଭ ଥିବା ରକ୍ତ ଦିଆଯାଇଛି।

ମେଡିକାଲ କଲେଜ ଅଧ୍ୟୀକ୍ଷକ କହିଛନ୍ତି, “ଅଭିଯୋଗ ଆସିବା ପରେ ଘଟଣାର ତଦନ୍ତ କରାଯିବ।”

ବ୍ଲଡବ୍ୟାଙ୍କ ଡାକ୍ତର କହିଛନ୍ତି, “ରାପିଡ ଟେଷ୍ଟରେ ଏହା ଏଚ୍‌ଆଇଭି ଓ ହେପାଟାଇଟସ୍‌ ମୁକ୍ତ ରିପୋର୍ଟ ଆସିଥିଲା। ରୋଗୀର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲେ ଏଲିସା ରିପୋର୍ଟକୁ ଅପେକ୍ଷା କରା ନ ଯାଇ ରକ୍ତ ଦିଆଯାଇଥାଏ।”

ଯଦି ରାପିଡ ଟେଷ୍ଟରେ ସବୁ ଠିକ୍‌ ଥିଲା ତେବେ ଏଲିସା ଟେଷ୍ଟରେ ଏଚ୍‌ଆଇଭି ପଜିଟିଭ ଆସିଲା କିପରି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଟେଷ୍ଟ ରିପୋର୍ଟକୁ ଭଲ ଭାବେ ଯାଞ୍ଚ କରାଯାଇଥିଲା କି ନାହିଁ, ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଯୋଗୁଁ ଏପରି ହୋଇଛି କି ଆଦି ପ୍ରଶ୍ନର ତଦନ୍ତ କରାଯିବା ଆବଶ୍ୟକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story