ଶିଶୁ କନ୍ୟା ଅଦଳବଦଳ ଘଟଣା: ପ୍ରକୃତ ବାପାମା’ଙ୍କୁ ଶିଶୁଟିକୁ ହସ୍ତାନ୍ତର

ସମ୍ୱଲପୁର: ବୁର୍ଲା ବଡ଼ ମେଡିକାଲର ଏସ୍‌ଏନ୍‌ସିୟୁରେ ଶିଶୁ କନ୍ୟା ଅଦଳବଦଳ ଘଟଣାର ଡିଏନ୍‌ଏ ରିପୋର୍ଟ ଆସିବା ପରେ ଆଜି ଛୁଆଟିକୁ ତା’ର ପ୍ରକୃତ ବାପାମା’ଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ୍ ଓ ସିଡବ୍ଲ୍ୟୁସି ଅଧିକାରୀଙ୍କ ଉପସ୍ଥିତିରେ ଶିଶୁ କନ୍ୟାଟିକୁ ତା’ର ପ୍ରକୃତ ବାପାମା’ଙ୍କୁ ଦିଆଯାଇଥିଲା। ଶିଶୁଟି ଅସୁସ୍ଥ ଥିବାରୁ ତାକୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଭର୍ତ୍ତି କରାଯାଇଛି। ନିଜ ଝିଅକୁ ପାଇ ସମ୍ବଲପୁରର ନାକଟିଦେଉଳ ଅଞ୍ଚଳର ଗଗନ ବିହାରୀ ପାତ୍ର ଓ ତାଙ୍କ ପତ୍ନୀ ବହୁତ ଖୁସି […]

sambulapur

sambulapur

Rakesh Mallick
  • Published: Thursday, 09 June 2016
  • Updated: 09 June 2016, 02:16 PM IST

Sports

Latest News

ସମ୍ୱଲପୁର: ବୁର୍ଲା ବଡ଼ ମେଡିକାଲର ଏସ୍‌ଏନ୍‌ସିୟୁରେ ଶିଶୁ କନ୍ୟା ଅଦଳବଦଳ ଘଟଣାର ଡିଏନ୍‌ଏ ରିପୋର୍ଟ ଆସିବା ପରେ ଆଜି ଛୁଆଟିକୁ ତା’ର ପ୍ରକୃତ ବାପାମା’ଙ୍କୁ ହସ୍ତାନ୍ତର କରାଯାଇଛି। ପୋଲିସ୍ ଓ ସିଡବ୍ଲ୍ୟୁସି ଅଧିକାରୀଙ୍କ ଉପସ୍ଥିତିରେ ଶିଶୁ କନ୍ୟାଟିକୁ ତା’ର ପ୍ରକୃତ ବାପାମା’ଙ୍କୁ ଦିଆଯାଇଥିଲା। ଶିଶୁଟି ଅସୁସ୍ଥ ଥିବାରୁ ତାକୁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଭର୍ତ୍ତି କରାଯାଇଛି।

ନିଜ ଝିଅକୁ ପାଇ ସମ୍ବଲପୁରର ନାକଟିଦେଉଳ ଅଞ୍ଚଳର ଗଗନ ବିହାରୀ ପାତ୍ର ଓ ତାଙ୍କ ପତ୍ନୀ ବହୁତ ଖୁସି ଅଛନ୍ତି।

ଗତ ୨୧ ତାରିଖରେ ହସ୍‌ପିଟାଲ କର୍ତ୍ତୃପକ୍ଷ ଏକ ମୃତ ଶିଶୁ କନ୍ୟାକୁ ଗଗନ ବିହାରୀଙ୍କର ବୋଲି କହି ମୃତଦେହ ହସ୍ତାନ୍ତର କରିବାକୁ ଚାହିଁଥିଲେ। ତେବେ ମୃତ ଶିଶୁକନ୍ୟାକୁ  ସେ ଗ୍ରହଣ ନ କରି ପାଖ ବେଡ୍‌ରେ ଚିକିତ୍ସିତ ହେଉଥିବା ଶିଶୁ କନ୍ୟାଟି ତାଙ୍କର ବୋଲି ଦାବି କରି ଥିଲେ। ଏହା ସହିତ ସେ ଏନେଇ ବୁର୍ଲା ଫାଣ୍ଡିରେ ଶିଶୁ ଅଦଳବଦଳ କରାଯାଇଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ୍ ଡିଏନ୍‌ଏ ଟେଷ୍ଟ କରିବାକୁ ନିଷ୍ପତ୍ତି ନେଇଥିଲା। ଏହାପରେ ମେ’ ୨୫ରେ ଉଭୟ ଶିଶୁ କନ୍ୟା ଓ ଦମ୍ପତ୍ତିଙ୍କ ରକ୍ତ ନମୁନା ଡିଏନ୍‌ଏ ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ରାଜ୍ୟ ଫରେନ୍‌ସିକ୍‌ ଲାବ୍‌କୁ ପଠାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story