ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୫୮ରୁ ୫୯ ପଇସାକୁ ବୃଦ୍ଧି କରିଛନ୍ତି। ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପିଛା  ୮୦ରୁ ୮୨ ପଇସାକୁ ବୃଦ୍ଧି କରିଥିବା ବେଳେ ଏସି ଡିଲକ୍ସ ବସ୍‌ ଭଡ଼ା ୧ ଟଙ୍କା ୧ପଇସାରୁ ୧ଟଙ୍କା ୩ ପଇସାକୁ ବଢ଼ାଇଛନ୍ତି।

BUS

BUS

Rakesh Mallick
  • Published: Saturday, 03 September 2016
  • Updated: 03 September 2016, 03:52 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୫୮ରୁ ୫୯ ପଇସାକୁ ବୃଦ୍ଧି କରିଛନ୍ତି। ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପିଛା  ୮୦ରୁ ୮୨ ପଇସାକୁ ବୃଦ୍ଧି କରିଥିବା ବେଳେ ଏସି ଡିଲକ୍ସ ବସ୍‌ ଭଡ଼ା ୧ ଟଙ୍କା ୧ପଇସାରୁ ୧ଟଙ୍କା ୩ ପଇସାକୁ ବଢ଼ାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos