ବଢ଼ିଲା ବସ୍ ଭଡ଼ା

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବସ୍ ଭଡ଼ା ବୃଦ୍ଧି କରିଛନ୍ତି। ସାଧାରଣ ବସ୍‌ ଭଡ଼ା କିଲୋମିଟର ପିଛା ୫୮ରୁ ୫୯ ପଇସାକୁ ବୃଦ୍ଧି କରିଛନ୍ତି। ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପିଛା  ୮୦ରୁ ୮୨ ପଇସାକୁ ବୃଦ୍ଧି କରିଥିବା ବେଳେ ଏସି ଡିଲକ୍ସ ବସ୍‌ ଭଡ଼ା ୧ ଟଙ୍କା ୧ପଇସାରୁ ୧ଟଙ୍କା ୩ ପଇସାକୁ ବଢ଼ାଇଛନ୍ତି।