ବସ୍‌ରେ ବିଦ୍ୟୁତ୍‌ ତାର ଲାଗିବା ଘଟଣା: ଏସ୍‌ଡିଓ ଓ ଜେଇ ନିଲମ୍ୱିତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନରେ ଯାତ୍ରୀବାହୀ ବସ୍‌ରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗିବା ଘଟଣାରେ ଆଜି ବିଦ୍ୟୁତ୍‌ ବିଭାଗର ଦୁଇ ଅଧିକାରୀଙ୍କୁ ଚାକିରିରୁ ନିଲମ୍ୱନ କରାଯାଇଛି। ସେମାନେ ହେଲେ ଏସ୍‌ଡିଓ ଉଲ୍ଲାସ ଚନ୍ଦ୍ର ନାଥ ଓ ଜେଇ ହୃଷିକେଶ ଦାସ। ତେବେ ଏହି ଦୁଇ ଅଧିକାରୀଙ୍କ ନିଲମ୍ୱନ ଆଦେଶ ପ୍ରତ୍ୟାହାର କରା ନ ଗଲେ ଆସନ୍ତା ୧ ତାରିଖରୁ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ବିଦ୍ୟୁତ୍‌ ନିଗମ ଯନ୍ତ୍ରୀ ସଂଘ ଚେତାବନୀ ଦେଇଛି। ସୂଚନାଯୋଗ୍ୟ, […]

bus

bus

Rakesh Mallick
  • Published: Tuesday, 27 September 2016
  • Updated: 27 September 2016, 03:17 PM IST

Sports

Latest News

dkl busଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନରେ ଯାତ୍ରୀବାହୀ ବସ୍‌ରେ ୧୧ କେଭି ବିଦ୍ୟୁତ୍‌ ତାର ଲାଗିବା ଘଟଣାରେ ଆଜି ବିଦ୍ୟୁତ୍‌ ବିଭାଗର ଦୁଇ ଅଧିକାରୀଙ୍କୁ ଚାକିରିରୁ ନିଲମ୍ୱନ କରାଯାଇଛି। ସେମାନେ ହେଲେ ଏସ୍‌ଡିଓ ଉଲ୍ଲାସ ଚନ୍ଦ୍ର ନାଥ ଓ ଜେଇ ହୃଷିକେଶ ଦାସ।

ତେବେ ଏହି ଦୁଇ ଅଧିକାରୀଙ୍କ ନିଲମ୍ୱନ ଆଦେଶ ପ୍ରତ୍ୟାହାର କରା ନ ଗଲେ ଆସନ୍ତା ୧ ତାରିଖରୁ ଅସହଯୋଗ ଆନ୍ଦୋଳନ କରାଯିବ ବୋଲି ରାଜ୍ୟ ବିଦ୍ୟୁତ୍‌ ନିଗମ ଯନ୍ତ୍ରୀ ସଂଘ ଚେତାବନୀ ଦେଇଛି।

ସୂଚନାଯୋଗ୍ୟ, ଗତ ୨୦ ତାରିଖରେ କଟକରୁ କାମାକ୍ଷାନଗର ଯାଉଥିବା ସନ୍ୟାସୀ ନାମକ ଏକ ବସ୍‌ ଭୁବନର ଶିଶୁମନ୍ଦିର ଛକରେ ୧୧ କେଭି ତାର ସଂସ୍ପର୍ଶରେ ଆସିବାରୁ ୬ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

ବିଦ୍ୟୁତ୍‌ ବିଭାଗର ଇଞ୍ଜିନିୟର ଇନ୍‌ ଚିଫ୍‌ ଏହି ଘଟଣାରେ ତଦନ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story